ରାଜ୍ୟରୁ ଆଉ ୨୬୯୮ ନୂଆ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରୁ ଆଜି ୨୬୯୮ ନୂଆ ସଂକ୍ରମିତ ଚିହ୍ନଟ
ଖୋର୍ଦ୍ଧାରୁ ସର୍ବାଧିକ ୪୭୫ ଜଣ ସଂକ୍ରମିତ ଚିହ୍ନଟ
ରାଜ୍ୟର ମୋଟ ପଜିଟିଭ୍ ସଂଖ୍ୟ ୭୧,୭୧୮କୁ ବୃଦ୍ଧି
ଅଗଷ୍ଟ ମାସରେ ଅସମ୍ଭାଳ ହେବାରେ...
କରୋନା ସମୟରେ ଦେଶର ୮୩% ରେସ୍ତୋରାଁ ବନ୍ଦ ଥିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମହାମାରୀ ସମୟରେ ଦେଶର ୮୩ ପ୍ରତିଶତ ହୋଟେଲ ଓ ରେସ୍ତୋରାଁ ବନ୍ଦ ଥିବା ବିଷୟ ଏକ ସର୍ଭେରୁ ଜଣାପଡିଛି। ଖାଦ୍ୟ ଯୋଗାଣ କମ୍ପାନି ଜମାଟୋ ଦ୍ୱାରା ଏହି ସର୍ଭେ କରାଯାଇଥିଲା।
ସର୍ଭେରୁ...
ଓଡ଼ିଶାରେ କୋଭିଡ୍ ଟେଷ୍ଟ – କେତେ ଠିକ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଗାତାର ଚତୁର୍ଥ ଦିନ ଧରି ଓଡ଼ିଶାରେ ଦୈନିକ ୫୦ ହଜାର କରୋନା ପରୀକ୍ଷା କରାଯାଇଛି। ବୁଧବାରକୁ ମିଶାଇଲେ ଏହା ପଞ୍ଚମ ଦିନ। ତେବେ ଏହି ଟେଷ୍ଟ ଭିତରୁ ପ୍ରାୟ ୯୦ ପ୍ରତିଶତ...
କେନ୍ଦ୍ରାପଡ଼ାରେ ତେଜିଲା ଡାକ୍ତର-ପୋଲିସ ବିବାଦ – ୨୫ରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ ଆଗରେ ଓମ୍ସାର ନୀରବ ପ୍ରତିବାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ାରେ ଡାକ୍ତର-ପୋଲିସ ବିବାଦ ତେଜିଲା। ଦୁଇ ଜଣ ଡାକ୍ତରଙ୍କୁ ବେଆଇନ ଭାବେ ପୋଲିସ ଗିରଫ କରିବା, ହାଜତରେ ରାତିସାରା ନିର୍ଯାତନା ଦେବା ଏବଂ ଏହି ଫଟୋ ଭାଇରାଲ କରିବା ଘଟଣାରେ ନ୍ୟାୟ...
ଓଡ଼ିଶାରେ ନେତାଙ୍କୁ କରୋନା – ମହାମାରୀ କବଳରେ ୭ ବିଧାୟକ, ଜଣେ ସାଂସଦ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ସାଧାରଣ ଜନତା, ସେଲିବ୍ରିଟିଙ୍କ ପରେ ଏବେ କରୋନା କବଳରେ ନେତା।
କରୋନା ମହାମାରୀ କବଳରୁ କେହି ବି ବାଦ୍ ପଡ଼ି ନାହାନ୍ତି। ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ...
କଟକ ସହରରୁ ଆଜି ୧୫୦ ନୂଆ ପଜିଟିଭ୍ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହରରୁ ଆଜି ଚିହ୍ନଟ ହୋଇଛନ୍ତି ୧୫୦ ନୂଆ କରୋନା ରୋଗୀ। ଏଥିସହିତ ସହରର ପଜିଟିଭ୍ ସଂଖ୍ୟା ୨୮ ଶହ ପାର୍ କରିଛି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା...
ରାଜଧାନୀରୁ ଆଜି ୩୧୯ ନୂଆ କରୋନା ପଜିଟିଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଛନ୍ତି ୩୧୯ ନୂଆ କରୋନା ପଜିଟିଭ୍। ଏଥିସହ ରାଜଧାନୀର ମୋଟ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୬୪ ଶହରେ ପହଞ୍ଚିଛି। ଏନେଇ ବିଏମସି ଟୁଇଟ୍ କରି ସୂଚନା...
ବିଶ୍ୱବ୍ୟାପୀ ଧିମାପଡ଼ିଲା ଗୁଗୁଲ : ଜି-ମେଲ ଯାଉନି ମେସେଜ୍, ଲୋକେ ହନ୍ତସନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵବ୍ୟାପୀ ଧିମା ହୋଇପଡ଼ିଛି ଗୁଗଲ୍। ଜି-ମେଲ୍, ଗୁଗୁଲ୍ ଡ୍ରାଇଭ୍, ଗୁଗୁଲ୍ ଡକୁମେଣ୍ଟ ସମେତ ଗୁଗୁଲ୍ର ଅନ୍ୟ ସମସ୍ତ ସେବାରେ ବିଶ୍ଵବ୍ୟାପୀ ସମସ୍ୟା ଦେଖାଯାଇଛି। ଯାହାକୁ ନେଇ ଲୋକମାନେ ନାହିଁ ନଥିବା ଅସୁବିଧାର...
କୋଭିଡ ସ୍ଥିତିରେ ମାନସିକ ଚାପ ପାଇଁ କାର୍ଯ୍ୟଦକ୍ଷତା କମୁଛି କି? ଜାଣନ୍ତୁ ସମାଧାନର ବାଟ
ଗୀତା ଦାସ
ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର ସମାଧାନ...
ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କରୋନା
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାଇରସ କବଳରେ ପଡ଼ିଛନ୍ତି ରାଜ୍ୟର ଆଉ ଜଣେ ବିଧାୟକ। ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ଅନନ୍ତ ନାରାୟଣ ଜେନା କୋଭିଡ୍ ପଜିଟିଭ୍ ଥିବା ଜଣାପଡ଼ିଛି। ଏନେଇ ସେ...




















