ରାଜ୍ୟରେ ଆଉ ୬୦୮ କରୋନା ଆକ୍ରାନ୍ତ ସୁସ୍ଥ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାରୁ ସୁସ୍ଥ ହେଲେ ଆଉ ୬୦୮ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର କରୋନା ସୁସ୍ଥଙ୍କ ସଂଖ୍ୟା ୧୧,୯୩୮ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ...
ରାସନ ସାମଗ୍ରୀ ଆଣିଲା ବେଳେ ଫିଙ୍ଗରପ୍ରିଣ୍ଟ ଦେବେନି ହିତାଧିକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ରାସନ କାର୍ଡଧାରୀ ରାସନ ସାମଗ୍ରୀ ଆଣିଲା ବେଳେ ଆଉ ଫିଙ୍ଗରପ୍ରିଣ୍ଟ ଦେବେନି। ବିନା ଫିଙ୍ଗରପ୍ରିଣ୍ଟରେ ସେମାନଙ୍କୁ ରାସନ ସାମଗ୍ରୀ ଯୋଗାଇ ଦିଆଯିବ। ଏନେଇ ସବୁ ଜିଲ୍ଲାପାଳଙ୍କୁ...
କୋଭିଡ୍ ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛି ‘ନାଲ୍କୋ ମହିଳା ସମିତି – ସସ୍ମିତା ପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=5fIK02dllaU
କୋଭିଡ୍-୧୯ ମହାମାରୀ ବେଳେ ନାଲ୍କୋ ମହିଳା ସମିତି କ’ଣ ସବୁ ପଦକ୍ଷେପ ନେଇଛି ସେ ସମ୍ପର୍କରେ ସୂଚନା ଦେଇଛନ୍ତି ଏହାର ଅଧ୍ୟକ୍ଷା ସସ୍ମିତା ପାତ୍ର।
କରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇ...
କଟକ ସହରରୁ ଆଉ ୧୧ ପଜିଟିଭ୍ ଚିହ୍ନଟ
ଓଡିଶାଲାଇଭ୍ କରୋନା ବ୍ୟୁରୋ
କଟକ ସହରରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଶନିବାର କଟକରୁ ଆଉ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍ରୁ ୯ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ...
ଝାରସୁଗୁଡ଼ା ବନ୍ଧବାହଲରେ ଏମ୍ସିଏଲ୍ କରିବ କୋଭିଡ୍ କେୟାର ସେଣ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
୭୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ପାଇଁ ଏମ୍ସିଏଲ୍ ଏବଂ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଭିତରେ ଏମ୍ଓୟୁ ସ୍ୱାକ୍ଷର।
ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲଠାରେ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ୭୦...
କରୋନାରେ ଆଉ ୩ ଜଣଙ୍କ ମୃତ୍ୟୁ – ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଉ ୩ ଜୀବନ ନେଲା କରୋନା। ଗଞ୍ଜାମ ଜିଲ୍ଲାରୁ ୨ ଜଣ ଓ ଗଜପତି ଜିଲ୍ଲାର ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସୂଚନା ଓ ଲୋକ...
ରାଜ୍ୟରେ ୫୯୧ ନୂଆ ପଜିଟିଭ୍ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ
ଓଡିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରୁ ପୁଣି ୫୯୧ ପଜିଟିଭ୍ ଚିହ୍ନଟ
କ୍ଵାରେଣ୍ଟାଇନରୁ ୩୯୪, ସ୍ଥାନୀୟ ଅଞ୍ଚଳରୁ ୧୯୬ ପଜିଟିଭ୍ ଚିହ୍ନଟ
ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬,୭୦୧କୁ ବୃଦ୍ଧି
ରାଜ୍ୟରେ କରେନା ସଂକ୍ରମଣ ସାଂଘାତିକ...
ଆମେରିକାରେ ମାସ୍କ ପିନ୍ଧିବା କାହିଁକି ବାଧ୍ୟତାମୂଳକ କରିବେନି ଟ୍ରମ୍ଫ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାର ଆତଙ୍କ ଏବେ ସାରା ବିଶ୍ୱରେ ମାଡ଼ିଚାଲିଛି। ଏହି ସଂକ୍ରମଣରେ ସବୁଠୁ ଅଧିକ ପ୍ରଭାବିତ ଦେଶ ହେଉଛି ଆମେରିକା। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୩୫ ଲକ୍ଷ ପାର କରିସାରିଛି। ତେବେ...
ଭାରତରେ ଅଣାୟତ୍ତ ହେଉଛି କରୋନା – ଦିନକରେ ୩୪ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ, ୬୭୧ ମୃତ
ଓଡିଶାଲାଇଭ୍ କରୋନା ବ୍ୟୁରୋ
ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହେଲାଣି। ପ୍ରତିଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୭୧୬କୁ...
ସ୍କୁଲ-କଲେଜ ଖୋଲିଲେ କରୋନାଠାରୁ କିପରି ରହିବେ ସାବଧାନ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶବ୍ୟାପି କରୋନା ସଂକ୍ରମଣ ଯୋଗୁଁ ଦୋକାନ ବଦାରଠାରୁ ଆରମ୍ଭ କରି ସ୍କୁଲ୍-କଲେଜ ସବୁଠି ତାଲା ପଡ଼ିଛି। କେଉଁଠି ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ବାକି ରହିଛି ତ କେଉଁଠି ନାମଲେଖା ହୋଇପାରୁନି। ତେବେ କିଛି...





















