କଟକରେ କମିଛି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା, ସୂଚନା ଦେଲେ ରାଜ୍ୟ ସରକାର
ଓଡିଶାଲାଇଭ୍ ବ୍ୟୁରୋ
କଟକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଛି। ଆକ୍ଟିଭ୍ କେସ୍ ତୁଳନାରେ ସୁସ୍ଥ ହାର ଅଧିକ ରହିଛି। ଏନେଇ ରବିବାର ରାଜ୍ୟ ସରକାରଙ୍କ କୃଷି ସଚିବ ସୌରଭ ଗର୍ଗ ଏବଂ କଟକ ମହାନଗର...
ଏନଡିଆରଏଫ୍ ଯବାନ, ଅଗ୍ନିଶମ କର୍ମଚାରୀ ଦେବେ ପ୍ଲାଜମା – ପ୍ରଂଶସା କଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଦାନ କରିବେ ୩୭ ଏନଡିଆରଏଫ୍ ଯବାନ ଓ ୧୦ ଅଗ୍ନିଶମ କର୍ମଚାରୀ। ଏଥିପାଇଁ ୮ ଜଣ ଏନଡିଆରଏଫ୍ ଯବାନ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଏସ୍ସିବି...
ରାଜ୍ୟରେ ସଫଳ ହେଲା ପ୍ଲାଜମା ଥେରାପୀ
ଓଡିଶାଲାଇଭ୍ କରୋନା ବ୍ୟୁରୋ
ଓଡ଼ିଶାରେ ପ୍ଲାଜମା ଥେରାପୀ ସଫଳ ହୋଇଛି। ରାଜ୍ୟରେ ଯେଉଁ କରୋନା ରୋଗୀଙ୍କ ଶରୀରରେ ପ୍ଲାଜମା ଥେରାପୀ କରାଯାଇଥିଲା ସେମାନେ ଧୀରେ ଧୀରେ ସୁସ୍ଥ ହେଉଥିବା ସୂଚନା ମିଳିଛି।
ପୂର୍ବରୁ ୬ ଜଣ...
କରୋନା ପାଇଁ ଏ ବର୍ଷ କଟକରେ ହେବନି ଗଣେଶ ପୂଜା
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମାହାମାରୀ ପାଇଁ ଏ ବର୍ଷ ରାଜ୍ୟରେ ସବୁ ଉତ୍ସବ ଫିକା ପଡ଼ିଛି। କରୋନା ମହାମାରୀ ପାଇଁ କଟକ ସହରରେ ଏ ବର୍ଷ ଗଣେଶ ପୂଜା ମଧ୍ୟ ହେବ ନାହିଁ।
କଟକ ମହାନଗର...
ଓଡିଶାକୁ କେନ୍ଦ୍ରର ଚିଠି – କରୋନା ନିୟନ୍ତ୍ରଣ ପାଇଁ ଜୋରଦାର ପଦକ୍ଷେପ ନିଅ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କରୋନା କେସ ଲଗାତାର ବୃଦ୍ଧି ପାଉଥିବା କାରଣରୁ ଏହାକୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର କହିଛନ୍ତି। ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ବିହାର ଓ ଆସାମକୁ ମଧ୍ୟ...
ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯୧କୁ ବୃଦ୍ଧି
ଓଡିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମରୁ ୩ ଜଣ, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସୂଚନା...
ରାଜ୍ୟରେ ୧୭ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା – ଦିନକରେ ୭୩୬ ନୂଆ ପଜିଟିଭ୍
ଓଡିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରୁ ପୁଣି ୭୩୬ ପଜିଟିଭ୍ ଚିହ୍ନଟ
କ୍ଵାରେଣ୍ଟାଇନରୁ ୪୮୧, ସ୍ଥାନୀୟ ଅଞ୍ଚଳରୁ ୨୫୫ ଜଣ ଚିହ୍ନଟ
ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭,୪୩୭କୁ ବୃଦ୍ଧି
ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ...
ଭାରତରେ କରୋନା ସ୍ଥିତି ସାଂଘାତିକ – ଦିନକରେ ୩୮ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ, ୫୪୩ ମୃତ
ଓଡିଶାଲାଇଭ୍ କରୋନା ବ୍ୟୁରୋ
ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ। ପ୍ରତିଦିନ ହଜାର ହଜାର ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮,୯୦୨ ଜଣ ପଜିଟିଭ୍...
ତ୍ୱଚାରେ ସତେଜତା ଭରିଥାଏ ଗ୍ରୀନ୍ ଟି ଫେସ୍ ସ୍ପ୍ରେ, ଜାଣନ୍ତୁ କିପରି ପ୍ରସ୍ତୁତ କରିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନର ଜୀବନଶୈଳୀ ଏତେ ବ୍ୟସ୍ତତା ଭିତରେ କଟୁଛି ଯେ ନିଜ ଶରୀରର ଯତ୍ନ ନେବା ଅନେକ କ୍ଷେତ୍ରରେ ସମ୍ଭବ ହୋଇପାରୁନାହିଁ। ତେବେ ଚାପ ବା ଚିନ୍ତା ତଥା ପରିବେଶ ପ୍ରଦୂଷଣର ପ୍ରଭାବ...
ଆଜି ସକାଳ ସାଢ଼େ ୧୦ଟାରେ ଆକାଶବାଣୀରେ ଶୁଣନ୍ତୁ ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ର ଅଷ୍ଟମ ଅଧ୍ୟାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ୟୁନିସେଫ୍ ସହଯୋଗିତାରେ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟ ପ୍ଲସ୍ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’
କୋଭିଡ୍ ସଙ୍କଟ ବେଳେ ‘ଜଳ, ପରିମଳ ଓ ପରିଚ୍ଛନ୍ନତା’ ଉପରେ ଗୁରୁତ୍ୱ
ୟୁନିସେଫ୍ ଓଡ଼ିଶାର...




















