ଆଇଆଇସିଙ୍କୁ କରୋନା – ବଡମ୍ଵା ଥାନା କଣ୍ଟେନମେଣ୍ଟ ଜୋନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ଆଠଗଡ଼ ଅନ୍ତର୍ଗତ ବଡମ୍ଵା ଥାନା ଆଇଆଇସି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ଥାନାକୁ କଣ୍ଟେନମେଣ୍ଟ ଜୋନ୍‌ ଘଷଣା କରାଯାଇଛି। ଏନେଇ ଆଠଗଡ଼ ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଥାନାର ଆଉ ୭/୮...

କରୋନାରେ ପୁଣି ପ୍ରାଣ ହରାଇଲେ ୩ ଜଣ, ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାରେ ପ୍ରାଣ ହରାଇଲେ ଆଉ ୩ ଜଣ ଆକ୍ରାନ୍ତ ରାଜ୍ୟର ମୋଟ କରୋନା ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି କେବଳ ଗଞ୍ଜାମ ଜିଲ୍ଲାରୁ ପ୍ରାଣ ହରାଇଲେଣି ୧୦ ଜଣ ଆକ୍ରାନ୍ତ ଗୋଟିଏ...

 ରାଜ୍ୟରେ ଆଉ ୨୬୪ ପଜିଟିଭ୍‌ ଚିହ୍ନଟ – ଗଞ୍ଜାମରେ ସବୁଠୁ ଅଧିକ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ଆଜି ଆଉ ୨୬୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୩୪ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୩୦ ଜଣ ଲୋକାଲ କେସ୍‌ ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟ ସୂଚନା...

କରୋନା ସମୟରେ ‘ଘରେ ଘରେ ଅରୁଣିମା’ କାର୍ଯ୍ୟକ୍ରମକୁ ମିଳିଛି ସଫଳତା – ଅନୁ ଗର୍ଗ

ଓଡିଶାଲାଇଭ ବ୍ୟୁରୋ [youtube https://www.youtube.com/watch?v=Uf17nq_NlcY] କରୋନା ସଙ୍କଟ ବେଳେ ପିଲାଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ଘରେ ଘରେ ଅରୁଣିମା’ କିପରି ସଫଳତା ହାସଲ କରିଛି ସେ ସମ୍ପର୍କରେ କହିଛନ୍ତି ମହିଳା ଓ ଶିଶୁ ବିକାଶ...

କଟକର କରୋନା ରିପୋର୍ଟ ଦେଲେ ସିଏମସି କମିସନର – ଜଗିଛନ୍ତି ସାହି କମିଟି, ପୂଜା କମିଟି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କଟକ ସହରରେ କରୋନାକୁ କିପରି ମୁକାବିଲା କରାଯାଉଛି ସେନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସିଏମସି କମିସନର ଅନନ୍ୟା ଦାଶ। କଟକ ସହରରେ କରୋନା ମୁକାବିଲା ନେଇ ରିପୋର୍ଟ ଦେଇଛନ୍ତି ସିଏମସି...

ଘରକୁ ଫେରିଲେ ଆଉ ୧୮୪ ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଜି ଆଉ ୧୮୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୪, ୬୦୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

କରୋନା ଚିକିତ୍ସା ପାଇଁ ଡେକ୍ସାମେଥାସନ ଔଷଧକୁ ଅନୁମତି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଚିକିତ୍ସା ପାଇଁ ଷ୍ଟେରଏଡ୍ ଡେକ୍ସାମେଥାସନକୁ ମିଳିଲା ଅନୁମତି। ସାମାନ୍ୟରୁ ଗୁରୁତର କରୋନା ଆକ୍ରାନ୍ତମାନଙ୍କ ପାଇଁ ଏହି ଔଷଧ ବ୍ୟବହାର ହୋଇପାରିବ ବୋଲି କୁହାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ...

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଭେଣ୍ଡି, ଜାଣନ୍ତୁ ଏହାର ଫାଇଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭେଣ୍ଡିରେ ରୋଗ ପ୍ରତିରୋଧକ କ୍ଷମତା ସବୁଠୁ ଅଧିକ। ଯଦି ଆପଣ ପ୍ରତିଦିନ ଖାଦ୍ୟରେ ଭେଣ୍ଡି ସାମିଲ କରନ୍ତି ତେବେ ଏହା ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଭେଣ୍ଡିରେ କ୍ୟାଲସିୟମ, ଫସ୍‌ଫରସ୍‌, ଭିଟାମିନ...
tv stars depression

ଏହି ଟିଭି କଳାକାରମାନେ ହୋଇଛନ୍ତି ଡିପ୍ରେସନର ଶିକାର, ସୁଶାନ୍ତଙ୍କ ମୃତ୍ୟୁ ପରେ ସେୟାର କଲେ ନିଜ କାହାଣୀ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ   ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟକୁ ନେଇ ଅନେକ ବିବାଦରେ ଚର୍ଚ୍ଚା ଚାଲିଛି। ଡିପ୍ରେସନ ଯୋଗୁଁ ସୁଶାନ୍ତ ଆତ୍ମହତ୍ୟା କରିଥିବାର ଜଣାପଡ଼ିଛି। ବର୍ତ୍ତମାନ କଳାକାରଙ୍କ ମାନସିକ ସ୍ଥିତିକୁ ନେଇ ମଧ୍ୟ...

ପ୍ରତିକ୍ରିୟା ରଖିଥିଲେ ଗଞ୍ଜାମ ଜିଲ୍ଲାପାଳ – ୩ ନୁହେଁ ଜଣଙ୍କର ମୃତ୍ୟୁ ହୋଇଛି

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାରେ ୩ ନୁହେଁ ଜଣଙ୍କର ମୃତ୍ୟୁ ହୋଇଛି ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଧରାକୋଟ ବ୍ଲକ ଜାହାଡା ପଞ୍ଚାୟତରେ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ। ପୂର୍ବରୁ ୩ ଜଣଙ୍କ...