କରୋନା ଯୋଦ୍ଧାଙ୍କୁ କରୋନା – କେବଳ ଗଞ୍ଜାମରୁ ୧୭୦

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେମିତି ବୃଦ୍ଧି ପାଉଛି ତାକୁନେଇ ଭୟ ବଢୁଛି। ଅନ୍ୟ ରାଜ୍ୟରୁ ଫେରିଥିବା ଲୋକ କରୋନା ଆକ୍ରାନ୍ତ ହେଉଥିବା ବେଳେ ଆଗଧାଡ଼ିର ଯୋଦ୍ଧାମାନେ ବି ଆକ୍ରାନ୍ତ ହେଉଛନ୍ତି।...

ରାଜ୍ୟର ଆଉ ୧୩୧ କରୋନା ଆକ୍ରାନ୍ତ ସୁସ୍ଥ, ଗଞ୍ଜାମରୁ ସର୍ବାଧିକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟର ଆଉ ୧୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପଟାଲରୁ ଡିସଚାର୍ଜ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା...

ପାରଳାଖେମୁଣ୍ଡି ସହର ତିନିଦିନିଆ ସଟ୍‌ଡାଉନ୍‌, ୨୮ରୁ ୩୦ ବନ୍ଦ ରହିବ ଦୋକାନ ବଜାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାରଳାଖେମୁଣ୍ଡି ସହରକୁ ୩ ଦିନିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଗଜପତି ଜିଲ୍ଲାପାଳ। ଏହାସହ ଗୋଷାଣୀ ଏବଂ ଗୁମ୍ମା ବ୍ଲକ ସମେତ କାଶୀନଗର ବ୍ଲକର ରାଣୀପେଣ୍ଠ ପଞ୍ଚାୟତ ସଟ୍‌ଡାଉନ୍‌ ରହିବ। ଗଜପତି ଜିଲ୍ଲାରେ...
exercise

ବ୍ୟାୟାମ କରୁଛନ୍ତି କି? ଜାଣନ୍ତୁ ଡାଏଟରେ ସାମିଲ୍ କରିବେ କେଉଁ ସବୁ ଖାଦ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବାକୁ ହେଲେ ବ୍ୟାୟାମ ସହ ଖାଦ୍ୟପେୟର ମଧ୍ୟ ସଠିକ୍ ଧ୍ୟାନ ରଖିବାକୁ ହୁଏ। ବର୍ତ୍ତମାନ ବଡିର ଫିଟନେସ ପାଇଁ ଅନେକ ଲୋକ ଜିମ୍ ଯାଉଛନ୍ତି ବା...

ବ୍ରହ୍ମପୁରରେ କରୋନା କଟକଣା – କାଲିଠୁ ମଙ୍ଗଳବାର ଯାଏଁ ୪ ଦିନିଆ ସଟ୍‌ଡାଉନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ କାଲିଠାରୁ ଆସନ୍ତା ମଙ୍ଗଳବାର ଯାଏଁ ୪ ଦିନିଆ ସଟ୍‌ଡାଉନ୍‌ ରହିବ ବ୍ରହ୍ମପୁର ସହର। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ...

ରାଜ୍ୟରେ ୨୧୮ ନୂଆ ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ୨୧୮ ନୂଆ ପଜିଟିଭ୍ ଚିହ୍ନଟ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୧୮୦କୁ ବୃଦ୍ଧି ରାଜ୍ୟରେ ଏବେ ବି ୧୮୬୫ ଜଣ ଆକ୍ରାନ୍ତ ସକ୍ରିୟ ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍...

ଖାଇବା ପରେ ତୁରନ୍ତ ପାଣି ପିଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନେକ ଲୋକ ଖାଇବା ପରେ ସଙ୍ଗେ ସଙ୍ଗେପାଣି ପିଅନ୍ତି। ଏହା ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ। ଏପରିକି ହୃଦଘାତ ଭଳି ସମସ୍ୟା ଦେଖାଯିବାର ସମ୍ଭାବନା ଥାଏ ବୋଲି ଖାଦ୍ୟ ବିଶେଷଜ୍ଞମାନେ...

କେନ୍ଦ୍ରାପଡ଼ା – ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଅସୁସ୍ଥ, କଟକ ଯିବା ବେଳେ ଗଲା ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କିଛିଦିନ ତଳେ ମାର୍ଶାଘାଇ ମହାବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରୁ ଜଣେ ଅସୁସ୍ଥ ପ୍ରବାସୀଙ୍କୁ କଟକ ଚିକିତ୍ସା ପାଇଁ ପଠାଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ପୁଣି ସେମିତି ଡେରାବିଶ ବ୍ଲକ ଅଞ୍ଚଳର...

ନୟାଗଡ଼ରେ ୧୩୯ କରୋନା ପଜିଟିଭ୍, ସୁସ୍ଥ ହେଲେଣି ୧୧୫

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟ ୧୩୯ ହୋଇଛି ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫  ଜଣ ସୁସ୍ଥ ହୋଇଛନ୍ତି। ୨୪ ଜଣ ଆକ୍ରାନ୍ତ ଏବେ ଚିକିତ୍ସାଧୀନ ରହିଥିବା ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁ...

ଅଗଷ୍ଟ ୧୨ ଯାଏ ରେଗୁଲାର ଟ୍ରେନ୍‌ ବାତିଲ, କେବଳ ଚାଲିବ ସ୍ପେଶାଲ ଟ୍ରେନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ବୋର୍ଡ ବଡ଼ ଘୋଷଣା କରିଛି। ଜୁଲାଇ ୧ ତାରିଖରୁ ଅଗଷ୍ଟ ୧୨ ତାରିଖ ଯାଏଁ ଦେଶରେ ସମସ୍ତ ରେଗୁଲାର ଟାଇମ୍‌ ଟେବୁଲ ଟ୍ରେନ୍‌...