ଶିଶୁ ଜନ୍ମ ହେବା ପର ସମୟ ମା’ ପାଇଁ ଗୁରୁତ୍ୱପୂର୍ଣ୍ଣ, ନିଅନ୍ତୁ ନିଜର ଯତ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ଗର୍ଭବସ୍ଥା ସମୟରେ ଗର୍ଭବତୀ ମହିଳାଙ୍କ ବହୁ ଭଲ ଭାବରେ ଯତ୍ନ ନିଆଯାଏ। ଶିଶୁ ଜନ୍ମ ହେବା ପରେ ପିଲାଟିର ସ୍ୱାସ୍ଥ୍ୟ କିପରି ଠିକ୍ ରହିବ ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଉଠେ। ହେଲେ...

ଦେହରେ ପିପିଇ କିଟ, ସାଙ୍ଗରେ ଜୀବନସାଥୀ – କରୋନା ଯୁଦ୍ଧ ଲଢ଼ୁଛନ୍ତି ନବ ବିବାହିତ ଡାକ୍ତର ଦମ୍ପତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି ଡାକ୍ତର ଦମ୍ପତ୍ତି। ଦିଲ୍ଲୀର ଲୋକ ନାୟକ ଜୟପ୍ରକାଶ ଡାକ୍ତରଖାନାର ଡ୍ୟୁଟି କରୁଥିବା ଏହି ଡାକ୍ତର ଦମ୍ପତ୍ତି ବିବାହ ପରଠୁ କରୋନା ପାଇଁ ନିଜକୁ ସମର୍ପି ଦେଇଛନ୍ତି। ୪...

ରାଜ୍ୟରେ ସୁସ୍ଥ ହେଲେ ଆଉ ୯୯ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ପାଇଁ ଖୁସି ଖବର। ସୁସ୍ଥ ହେଲେ ଆଉ ୯୯ କରୋନା ଆକ୍ରାନ୍ତ। ଏହାସହ ରାଜ୍ୟରେ ୧,୯୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ...

ଶେଷ ସେମିଷ୍ଟାର ବାତିଲ୍ କରିବାକୁ ଦାବି କଲେ ଉତ୍କଳ ଓ ରମାଦେବୀ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପିଜି ଓ +୩ର ଶେଷ ସେମିଷ୍ଟାର ପରୀକ୍ଷା ବାତିଲ କରିବାକୁ ଦାବି କଲେ ରମାଦେବୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରାଛାତ୍ରୀ। କରୋନା ସଂକ୍ରମଣ ସମୟରେ ପରୀକ୍ଷା କରିବା ବିପଦଜନକ ବୋଲି କହି...

ପୁରୀରେ ସ୍ନାନଯାତ୍ରା ବେଳେ ମାସ୍କ ପିନ୍ଧିଲେନି ସେବାୟତ – ହାଇକୋର୍ଟରେ ମାମଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନଯାତ୍ରା ଶେଷ ହୋଇଥିଲେ ମଧ୍ୟ ଏହାକୁ ନେଇ ଏବେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ସେବାୟତମାନେ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି...

ଭୁବନେଶ୍ଵରରେ ଆଉ ଜଣେ ପଜିଟିଭ୍‌ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଭୁବନେଶ୍ଵରରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ହେଲେ ଡମଣା ଅଞ୍ଚଳର ୨୫ ବର୍ଷିୟ ଯୁବକ। ନିକଟରେ ସେ ମୁମ୍ଵାଇରୁ ଫେରିଥିଲେ। ଏନେଇ ସୂଚନା ଦେଇଛି...
rose water

ସତେଜ ଏବଂ ଚମକଦାର ତ୍ୱଚା ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଗୋଲାପ ଜଳ ଫେସ୍ ସ୍ପ୍ରେ

ଓଡ଼ିଶାଲାଇଭ୍ ବ୍ୟୁରୋ ଖରାଦିନେ ତାପମାତ୍ରା ତଥା ଅଧିକ ମାତ୍ରାରେ ଝାଳ ବହୁଥିବାରୁ ତ୍ୱଚାଜନିତ ଅନେକ ସମସ୍ୟା ଦେଖାଦିଏ। ପୋଷକ ତତ୍ତ୍ୱର ଅଭାବ ଏବଂ ତ୍ୱଚାର ସଠିକ୍ ଯତ୍ନ ନ ନେଇପାରିଲେ ତ୍ୱଚା ମଳିନ ଦିଶେ।...

ପୁଣି ସାମାଜିକ ଦୂରତା ନିୟମ ଭାଙ୍ଗିଲେ ଅପରାଜିତା, ଭିଡ଼ ଭିତରେ ଭୂମିପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି କୋଭିଡ୍ ୧୯ ନିୟମ ଭାଙ୍ଗିଲେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ। ସୋମବାର ହଂସପାଳ ଓଭରବ୍ରିଜର ଶିଳାନ୍ୟାସ ସମୟରେ ଅପରାଜିତା ଏହି ନିୟମ ଭାଙ୍ଗିଥିବା ଦେଖିବାକୁ ମିଳିଛି। ସୋମବାର ସାଂସଦ ଅପରାଜିତା ଷଡଙ୍ଗୀ...

ଦିଲ୍ଲୀ ସରକାରଙ୍କ ନୂଆ ନିୟମ – କରୋନା ଚିକିତ୍ସା ପାଇଁ ଦେଖାଇବାକୁ ପଡ଼ିବ ପରିଚୟପତ୍ର

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ସରକାରଙ୍କ ଆଉ ଏକ ପଦକ୍ଷେପ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଣିକି ଦିଲ୍ଲୀରେ କରୋନା ରୋଗୀଙ୍କୁ ଚିକିତ୍ସା ହେବା ଲାଗି ଆଧାରକାର୍ଡ, ଭୋଟର...

World Brain Tumour Day : କେମିତି ଚିହ୍ନଟ କରିବେ ବ୍ରେନ୍ ଟ୍ୟୁମର? ଜାଣନ୍ତୁ ଏହାର ଲକ୍ଷଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଜୁନ୍‌ ୮, ଓ୍ୱାର୍ଲ୍ଡ ବ୍ରେନ ଟ୍ୟମୁର ଡେ’। ଏହି ରୋଗ ବିଷୟରେ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିନ ପାଳନ କରାଯାଏ। ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା। କିନ୍ତୁ ଲଗାତର ଭାବେ...