IRCTC ଓ୍ଵେବସାଇଟରେ ସମସ୍ୟା – ସନ୍ଧ୍ୟା ୬ଟାରେ ହେବ ଟିକେଟ ବୁକିଂ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରାୟ ୪୮ ଦିନ ପରେ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍ ସେବା ମଙ୍ଗଳବାରଠୁ ଆରମ୍ଭ ହେବାକୁ ଯାଉଛି। ଏନେଇ ଆଜି ଅପରାହ୍‌ଣ ୪ଟାରୁ ଟ୍ରେନ୍ ଟିକେଟ ବୁକିଂ ଆରମ୍ଭ ହୋଇଛି। କିନ୍ତୁ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ଆଉ ୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ରାଜ୍ୟରେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୮୫ରେ ପହଞ୍ଚିଛି। ସେହିପରି ଏବେ ୩୦୩ ଜଣ ସକ୍ରିୟ ରହିଛନ୍ତି। ଏନେଇ...

ଭୁବନେଶ୍ଵର ଏମ୍ସର ୪ ଡାକ୍ତରଙ୍କୁ ପଠାଗଲା କ୍ଵାରେଣ୍ଟିନ୍‌

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭୁବନେଶ୍ଵର ଏମ୍ସର ୪ ଡାକ୍ତରଙ୍କୁ ବାଧ୍ୟତାମୂଳକ ଭାବେ କ୍ଵାରେଣ୍ଟିନ ପଠାଯାଇଛି। ଡାକ୍ତରଙ୍କ ସହ ୨ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ କ୍ଵାରେଣ୍ଟିନ୍‌ ନିର୍ଦ୍ଦେଶ ଦିଆଯାଇଛି। ଜଣେ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରଙ୍କ ଚିକିତ୍ସା କରିଥିଲେ ଏହି...

ମାଲକାନଗିରି ଆଇଟିଆଇ ତିଆରି କଲା ଅତ୍ୟାଧୁନିକ ହ୍ୟାଣ୍ଡ ସାନିଟାଇଜର ମେସିନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଶିଳ୍ପ ତାଲିମ ଅନୁଷ୍ଠାନର ପ୍ରଶିକ୍ଷକମାନେ ମିଳିତ ଭାବେ ଏକ ଅତ୍ୟାଧୁନିକ ସାନିଟାଇଜର ମେସିନ ତିଆରି କରିଛନ୍ତି। ସାନିଟାଇଜର କିମ୍ବା ହ୍ୟାଣ୍ଡ...

ସମ୍ପୂର୍ଣ୍ଣ ମୁହଁ ଘୋଡ଼ାଇବା ଲାଗି ନବରଙ୍ଗପୁର ସରକାରୀ ଆଇଟିଆଇ ପକ୍ଷରୁ ପ୍ରସ୍ତୁତ କରାଗଲା ମାସ୍କ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ନାକ, ପାଟି ଓ ମୁହଁ ଘୋଡ଼ାଇବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି...

ପ୍ରବାସୀଙ୍କୁ ନେଇ ଗଞ୍ଜାମରେ ପହଞ୍ଚିଲା ପ୍ରଥମ ଟ୍ରେନ, ଆସୁଛି ଆହୁରି ୩

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚେନ୍ନାଇରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଜଗନ୍ନାଥପୁରରେ ପହଞ୍ଚିଲା ପ୍ରଥମ ଟ୍ରେନ। ଟ୍ରେନରେ ପ୍ରାୟ ୧୨ ଶହ ପ୍ରବାସୀ ଓଡ଼ିଆ ଫେରିଥିବା ସୂଚନା ମିଳିଛି। ବର୍ତ୍ତମାନ ଷ୍ଟେସନରେ ସମସ୍ତ ପ୍ରବାସୀଙ୍କ ସ୍କ୍ରିନିଂ...

କରୋନା ଯୁଦ୍ଧ: କରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ ପାଇଁ ରକ୍ତଦାନ କଲେ ବଲିଉଡ ଅଭିନେତ୍ରୀ

ଓଡ଼ଶାଲାଇଭ୍‌ ବ୍ୟୁରୋ ବଲିଉଡ ଫିଲ୍ମ ନିର୍ମାତା କରିମ ମୋରାନୀଙ୍କ ଝିଅ ଜୋଆ ମୁମ୍ବାଇର ନାଇର ହସ୍ପିଟାଲରେ ରକ୍ତ ଦାନ କରିଛନ୍ତି। କୋଭିଡ -୧୯ର ପ୍ଲାଜମା ଥେରାପି ପରୀକ୍ଷା ପାଇଁ ସେ ଏହି ରକ୍ତ ଦେଇଛନ୍ତି।...

ଗଞ୍ଜାମରେ ୧୩୭ ଛୁଇଁଲା କରୋନା ପଜିଟିଭ୍ ସଂଖ୍ୟା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଗଞ୍ଜାମ ଜିଲ୍ଲାରେ ଜଣକ ପରେ ଜଣେ ସୁରତ ଫେରନ୍ତା କରୋନା ପଜିଟିଭ୍ ହେଉଥିବା ଦେଖିବାକୁ ମିଳୁଛି। ସୋମବାର ଜିଲ୍ଲାରେ ଆଉ ୧୨ ଜଣ ପଜିଟିଭ୍ ଚିହ୍ନଟ ହେବା ସହ ପଜିଟିଭ୍...

ବିଶ୍ୱ ନର୍ସ ଦିବସ – କ’ଣ ଏହାର ଇତିହାସ, ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

ଓଡ଼ିଶାଲାଇଭ ବ୍ୟୁରୋ ପ୍ରତି ବର୍ଷ ମେ’୧୨କୁ ସାରା ବିଶ୍ୱରେ ଆନ୍ତର୍ଜାତିକ ନର୍ସ ଦିବସ ବା ଆନ୍ତର୍ଜାତିକ ସେବିକା ଦିବସ ଭାବେ ପାଳନ କରାଯାଏ।   ସ୍ୱାସ୍ଥ୍ୟ କ୍ଷେତ୍ରରେ ନର୍ସଙ୍କର ବଡ଼ ଯୋଗଦାନ ରହିଥାଏ। ତାଙ୍କର ଏହି...

ଦେଶରେ ୬୭ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୬୭,୧୫୨ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୨,୨୦୬କୁ ବୃଦ୍ଧି ହୋଇଛି। ଏହାସହ ଗତ ୨୪ ଘଣ୍ଟା...