ଏଥର ରଥଯାତ୍ରାକୁ ନେଇ ଚିନ୍ତା – ଅକ୍ଷୟ ତୃତୀୟାରେ ହେବନି ରଥକାଠ ଅନୁକୂଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶ୍ରୀମନ୍ଦିର ବାହାର ପର୍ବ ପର୍ବାଣୀକୁ ନେଇ ଆଲୋଚନା ଅକ୍ଷୟ ତୃତୀୟାରେ ହେବନି ରଥ ନିର୍ମାଣ ମେ’ ୩ ଯାଏଁ ଶ୍ରୀମନ୍ଦିର ବାହାରେ କୌଣସି ନୀତି...

ଭଦ୍ରକରେ ପୁଣି ୪ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୯୪କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭଦ୍ରକରେ ପୁଣି ଚିହ୍ନଟ ହେଲେ ୪ ଜଣ କରୋନା ପଜିଟିଭ୍। ଶୁକ୍ରବାର ଜିଲ୍ଲାର ତିହିଡ଼ି ଓ ଧାମନଗର ବ୍ଲକରୁ ଚାରିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ...
corona test

କରୋନା ଭାଇରସର ଲକ୍ଷଣ କ’ଣ, ଜାଣନ୍ତୁ କେମିତି ହୁଏ ପରୀକ୍ଷା?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ https://www.youtube.com/watch?v=fbYkoY8WDoE&feature=emb_logo କରୋନା ଭୂତାଣୁର ଲକ୍ଷଣ ଓ ଏହାର ପରୀକ୍ଷା କେମିତି ହୁଏ? ଜାଣନ୍ତୁ କ’ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ। କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ କାଶ, ସର୍ଦ୍ଦି ତଥା ନାକରୁ ପାଣିଗଡ଼ିବା ଭଳି...

ଲକ୍‌ଡାଉନ୍‌ ଡାଏରି: ଘର ଭିତରେ ସଙ୍ଗୀତ ସାଧନାରେ ବିତୁଛି ସମୟ – ପ୍ରଶାନ୍ତ ପାଢ଼ୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମେ ଯେତେ ବିଜ୍ଞାନ ପଛରେ ଧାଇଁଲେ ବି ଗୋଟିଏ ଭାଇରସ ସାରା ପୃଥିବୀକୁ ଗ୍ରାସ କରିଦେଇଛି ଆଉ ଆମେ କିଛି କରିପାରୁ ନାହୁଁ - ପଢ଼ନ୍ତୁ ନିଜର ଲକଡାଉନ୍‌ ଅନୁଭୂତି...

କମ୍ପାନି ଚାକିରି ବଞ୍ଚାଇବା ପାଇଁ ଆସୁଛି ଅନେକ ପଦକ୍ଷେପ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଯୋଗୁଁ ଦେଶରେ କମ୍ପାନିଗୁଡ଼ିକରେ ଚାକିରି ଯିବାର ଯେଉଁ ଆଶଙ୍କା ସୃଷ୍ଟି ହୋଇଛି। ଏଥିପାଇଁ କେନ୍ଦ୍ର ସରକାର ଅନେକ ଗୁଡ଼ିଏ କଥା ଚିନ୍ତା କରୁଛନ୍ତି। ସରକାରଙ୍କ ଲକ୍ଷ୍ୟ ଆଗାମୀ ଦିନରେ...
stop corona

କେମିତି ବ୍ୟାପୁଛି କରୋନା ଭାଇରସ, ଜାଣନ୍ତୁ ଏହାକୁ କେମିତି ରୋକିବା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭୂତାଣୁ କେମିତି ବ୍ୟାପୁଛି ଓ ଏହାକୁ ଆମେ କିପରି ରୋକିପାରିବା? ଆସନ୍ତୁ ଜାଣିବା ଏନେଇ କ’ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ। ଥଣ୍ଡା, ସର୍ଦ୍ଦି ଭଳି ଯେମିତି...

ଅନିୟମିତ ଋତୁଚକ୍ର ଓ ସ୍ୱାସ୍ଥ୍ୟ ସମସ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଋତୁସ୍ରାବ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ବହୁତ କିଛି କହିପାରେ। ମହିଳାମାନଙ୍କର ଋତୁଚକ୍ର ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚାଇଥାଏ। ଋତୁଚକ୍ର ଆରମ୍ଭରୁ ମେନୋପଜ୍‌ ପର୍ଯ୍ୟନ୍ତ ନିୟମିତ ଋତୁଚକ୍ର ହେବା ଅର୍ଥ ହେଉଛି ଶରୀର...

ଲକ୍‌ଡାଉନ୍‌ରେ ଖାଦ୍ୟ ପାଇଁ ସଂଘର୍ଷ – ଗର୍ଭବତୀ ମହିଳାଙ୍କୁ ରିକ୍ସାରେ ବସାଇ ରାସନ ସାମଗ୍ରୀ ଖୋଜୁଛି ପରିବାର

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଲକ୍‌ଡାଉନ୍‌ ବେଳେ ଖାଦ୍ୟ ପାଇଁ ସଂଘର୍ଷ କରୁଛି ପଞ୍ଜାବର ଏକ ପରିବାର। ରିକ୍ସାରେ ଗର୍ଭବତୀଙ୍କୁ ବସାଇ ରାସନ ସାମଗ୍ରୀ ଖୋଜୁଛନ୍ତି ପରିବାର ଲୋକେ।   କରୋନା ଯୋଗୁଁ ସାରା ଦେଶ ଏବେ...

‘ସ୍ୱାମୀତ୍ୱ’ ଯୋଜନା – ଗାଁ ଜମିକୁ ମ୍ୟାପିଂ କରିବ ଡ୍ରୋନ୍, ମିଳିପାରିବ ବ୍ୟାଙ୍କ ଲୋନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ସହରାଞ୍ଚଳ ଭଳି ଗାଁ ଜମିକୁ ଏଣିକି ମିଳିପାରିବ ବ୍ୟାଙ୍କ ଲୋନ୍‌। କରୋନା ସଙ୍କଟ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ଘୋଷଣା କରିଛନ୍ତି। ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ସବୁ ସରପଞ୍ଚମାନଙ୍କ ସହ...

ଅନ୍ୟ ରାଜ୍ୟରୁ ଓଡ଼ିଶା ଫେରୁଛନ୍ତି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକଡାଉନ୍ ସରିବା ପରେ ଅନ୍ୟ ରାଜ୍ୟରୁ ଓଡ଼ିଶା ଫେରୁଥିବା ଲୋକମାନଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ବିନା ପଞ୍ଜୀକରଣରେ କୌଣସି ଲୋକଙ୍କୁ ଓଡ଼ିଶା ଭିତରେ ପ୍ରବେଶ କରିବାକୁ...