କରୋନା ସଚେତନତା – ଅଭିନେତା ଆକାଶ ଶିଖାଇଲେ ହାତ ଧୁଆ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ [youtube https://www.youtube.com/watch?v=Sa9UwRJXVS4] ବଲିଉଡରୁ ଓଲିଉଡ ସବୁଠି କରୋନା ଚର୍ଚ୍ଚା। କିଏ ଗୀତ ଗାଇ ତ କିଏ ଅଭିନୟ କରି ଭିନ୍ନ ଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରାଉଛନ୍ତି ସେଲିବ୍ରିଟି। ଏହି କ୍ରମରେ...

ଦିଲ୍ଲୀରେ ଆଜିଠୁ କର୍ଫ୍ୟୁ – ନିର୍ମାଣ ଶ୍ରମିକଙ୍କୁ ୫ ହଜାର ଟଙ୍କା ଲେଖାଁଏ ସହାୟତା ଦେବ ସରକାର

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ପାଇଁ ଦିଲ୍ଲୀରେ ଲାଗୁ ହେଲା କଟକଣା। ଆଜିଠୁ ରାଜଧାନୀ ଦିଲ୍ଲୀରେ କର୍ଫ୍ୟୁ ଲାଗୁ ହୋଇଛି। ଲୋକମାନଙ୍କୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଉଛି। କେବଳ ଜରୁରୀକାମ ପାଇଁ ଲୋକମାନେ ବାହାରକୁ...

ଗରମ ପାଣିରେ ଗାଧୋଇଲେ କରୋନା ସଂକ୍ରମଣରୁ ରକ୍ଷା ମିଳେ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଆପଣ ଭାବୁଛନ୍ତି କି ଗରମ ପାଣିରେ ଗାଧୋଇଲେ କରୋନା ସଂକ୍ରମଣରୁ ରକ୍ଷା ମିଳିପାରିବ? ଏହା ଭୁଲ। କାରଣ ସାଧାରଣତଃ ଆମ ଶରୀରର ତାପମାତ୍ରା ପ୍ରାୟ ୩୬.୫ରୁ ୩୭ ଡିଗ୍ରୀ ସେଲସିୟସ...

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କଲେ ତାରା ପଟ୍ଟନାୟକ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧କୋଟି ଟଙ୍କା ଦାନ କରିଛନ୍ତି ଫାଲକନ୍ ଗ୍ରୁପର ଅଧ୍ୟକ୍ଷ ତାରା ରଞ୍ଜନ ପଟ୍ଟନାୟକ। ଏଭଳି ପରିସ୍ଥିତିରେ ସମସ୍ତ ଶିଳ୍ପପତିମାନଙ୍କୁ...

କରୋନା ପ୍ରକୋପ – ବାପା, ମା’ଙ୍କ ପାଇଁ କିଛି ଜାଣିବା କଥା?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଭାଇରସ ସମସ୍ତଙ୍କ ଚିନ୍ତା ବଢ଼ାଇଛି। କରୋନା ସଂକ୍ରମଣ ପାଇଁ ଦେଶର ପ୍ରାୟ ଅଧିକାଂଶ ରାଜ୍ୟରେ ଏବେ ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିଛି। ଫଳରେ ପିଲାମାନେ...

କେନ୍ଦ୍ରାପଡ଼ା ଲକ୍‌ଡାଉନ୍‌ – ମାନସିକ ବିକୃତ ଲୋକଙ୍କୁ ଖାଦ୍ୟ ଯୋଗାଇଲେ ସ୍ଥାନୀୟ ଯୁବକ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଲକ୍‌ଡାଉନ୍‌ ବେଳେ ବାହାରେ ବୁଲୁଥିବା ମାନସିକ ବିକୃତ ଲୋକଙ୍କୁ ଖାଦ୍ୟ ଯୋଗାଇଲେ ସ୍ଥାନୀୟ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ। ଲକ୍‌ଡାଉନ୍‌ ଯୋଗୁଁ...

କରୋନା ମୁକାବିଲା ପାଇଁ ନବୀନ ଶୁଭାରମ୍ଭ କଲେ ‘ମୋ ଜୀବନ’ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଭାଇରସ୍‌ଠାରୁ ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ପ୍ରତିଦିନ ଶପଥପାଠ କରିବାକୁ ଆହ୍ୱାନ ଦେଲେ ନବୀନ। କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି...

କରୋନା ମୁକାବିଲା ପାଇଁ ଦରମା ଦାନ କଲେ ମନ୍ତ୍ରୀ ଓ ବିଧାୟକ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସର ମୁକାବିଲା ପାଇଁ ୩ମାସର ଦରମା ଦାନ କରିଛନ୍ତି ମନ୍ତ୍ରୀ ଓ ବିଧାୟକ। ବିଧାୟକ ପ୍ରଣବ ପ୍ରକାଶ ଦାସ, ରାଜେନ୍ଦ୍ର ସାହୁ, ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ...

ଟୁଇଟ୍ କରି ସ୍ପଷ୍ଟ କଲେ ପୋଲିସ କମିସନର – ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଦରକାର ନାହିଁ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକ୍‌ଡାଉନ୍‌ ବେଳେ ଯାତୟାତ କରିବା ପାଇଁ ଦରକାର ହେଉଥିବା ପାସ୍‌ ବଣ୍ଟନକୁ ବାତିଲ କରାଯାଇଛି। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ପାସ୍‌ ପାଇଁ...

କରୋନା କଟକଣା – ବନ୍ଦ ହେଲା ଆହାରକେନ୍ଦ୍ର, କେବଳ ଡାକ୍ତରଖାନା ପରିସରରେ ରହିବ ଖୋଲା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟର ସମସ୍ତ ଆହାରକେନ୍ଦ୍ର ଉପରେ ଲାଗିଲା କଟକଣା। କରୋନା ପାଇଁ ସବୁ ଆହାରକେନ୍ଦ୍ର ବନ୍ଦ ରଖିବାକୁ ଅତିରିକ୍ତ ସଚିବ ସଂଗ୍ରାମଜିତ ନାୟକ ସବୁ ଜିଲ୍ଲାପାଳ ଏବଂ ପୌର ପରିଷଦ କମିସନରମାନଙ୍କୁ...