ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ – ଭାରତ ଅନ୍ୟ ଦେଶ ପାଇଁ ଉଦାହରଣ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସାରେ ପୋତି ପକାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO)। କରୋନା ମୁକାବିଲା ପାଇଁ ଭାରତ ସରକାର ଯେଭଳି ପନ୍ଥା ଆପଣାଇଛନ୍ତି ତାହା ସାରା ବିଶ୍ୱ ପାଇଁ ଉଦାହରଣ। ସମସ୍ତ...

ସ୍ୱାସ୍ଥ୍ୟ ବିଭାଗର ଖୋଳତାଡ଼ – କାହା ସଂସ୍ପର୍ଶରେ ଆସିଥିଲେ ଓଡ଼ିଶାର ପଞ୍ଚମ କରୋନା ଆକ୍ରାନ୍ତ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ https://www.youtube.com/watch?v=4rj599iWHrQ&list=PLI0zWE2pkn8BdYXmTpXdiiOyud0GAGNXL ଓଡ଼ିଶାରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଓଡ଼ିଶାରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ମାର୍ଚ୍ଚ ମାସରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ ଆରମ୍ଭରୁ...

ଲକ୍‌ଡାଉନ୍‌ ପ୍ରଭାବ: କେଉଁଠି କେମିତି ପାଳନ ହେଉଛି ନିୟମ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱର ଅଧିକାଂଶ ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍ ଘୋଷଣା କରାଯାଇଛି। କିନ୍ତୁ ଲକ୍‌ଡାଉନ୍ ସଫଳ କରିବା ପାଇଁ ଦେଶମାନେ ବିଭିନ୍ନ ଉପାୟ ଆପଣେଇଛନ୍ତି। ଏହି ଦେଶଗୁଡ଼ିକର ଉପାୟଗୁଡ଼ିକୁ...

ସାବଧାନ: ଘରର ଏହି ସ୍ଥାନରେ ଲୁଚି ପାରନ୍ତି ଜୀବାଣୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁସ୍ଥ ରହିବା ପାଇଁ ହେଲେ ନିଜକୁ ପରିଷ୍କାର ପରିଚ୍ଛନ ରଖିବା ଯେତିକି ଜରୁରୀ ନିଜ ଘରକୁ ବି ସଫା ରଖିବା ସେତିତି ଗୁରୁତ୍ୱପୂର୍ଣ୍ଣ। କାରଣ ଆପଣଙ୍କ ଘରେ ଏମିତି କିଛି ସ୍ଥାନ...

ସବୁ ରାଜ୍ୟରେ ପଶିଲା ମହାମାରୀ କରୋନା, ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି  

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭାରତରେ କରୋନା ମୃତକଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଏବେ ଦେଶର ୨୮ଟି ରାଜ୍ୟରେ କରୋନା ପଶିଯାଇଛି। ସରକାରୀ ତଥ୍ୟ ଅନୁସାରେ ଏ ଯାଏଁ ୧୭୬୪ ଲୋକ ଏହି...

କରୋନା ମୁକାବିଲା – ରାଜ୍ୟରେ ଉଦଘାଟନ ହେଲା ଦୁଇଟି କୋଭିଡ୍ ୧୯ ହସ୍ପିଟାଲ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ରାଜ୍ୟରେ ଦୁଇଟି କୋଭିଡ୍ - ୧୯ ହସ୍ପିଟାଲ ଉଦଘାଟନ ହେଲା। ଭୁବନେଶ୍ଵରର କିମ୍‌ସ ଓ କଟକର ଅଶ୍ଵିନୀ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ପାଇଁ ୬୫୦ ଶଯ୍ୟା...

ଓଡ଼ିଶାରେ ପଞ୍ଚମ କରୋନା ଆକ୍ରାନ୍ତ – ୬୧୦ ନମୁନାରୁ ୫ ପଜିଟିଭ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ। ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏଥିସହ ରାଜ୍ୟରେ...

ଲକ୍‌ଡାଉନ୍‌ – ଘରେ ବସି ରହିଥିବାରୁ ଟେନସନ୍‌ କି? କରନ୍ତୁ ଏହି କାମ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ [youtube https://www.youtube.com/watch?v=4rj599iWHrQ?list=PLI0zWE2pkn8BdYXmTpXdiiOyud0GAGNXL] କରୋନା ଭାଇରସ୍ କାରଣରୁ ବର୍ତ୍ତମାନ ସମଗ୍ର ଦେଶରେ ତାଲା ପଡ଼ିଛି। ଅର୍ଥାତ୍ ଏହି ସମୟ ମଧ୍ୟରେ ଲୋକଙ୍କୁ ନିଜ ଘରେ ରହି ଏହି ବିଶ୍ୱସ୍ତରୀୟ ମହାମାରୀ ସହିତ ଲଢିବାକୁ...

କରୋନା ମୁକାବିଲା – ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ମୋଦୀ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ନେଇ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟାମରେ ଏହି ବୈଠକ ହେବ। ବୈଠକରେ କରୋନାକୁ ନେଇ ସମସ୍ତ...

ଭାରତରେ କରୋନା – ମୃତ୍ୟୁ ସଂଖ୍ୟା ୫୦ ଛୁଇଁଲା, ୧୭୬୪ ଜଣ ଆକ୍ରାନ୍ତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ନେଇ ଦେଶରେ ଏବେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଦେଶରେ ୧୭୬୪ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ...