୪ ହଜାର ଟଙ୍କା ଯାଏଁ ଶସ୍ତା ହେଲା Vivo V15 Pro ସ୍ମାର୍ଟଫୋନ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଶସ୍ତା ହେଲା ଭିଭୋର ଦୁଇଟି ସ୍ମାର୍ଟଫୋନ। ଚୀନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ Vivo V15 Pro ଏବଂ Vivo S1 ସ୍ମାର୍ଟଫୋନ ଉପରେ ଭାରି ମାତ୍ରାରେ ରିହାତି ଦିଆଯାଉଛି। Vivo...

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ପ୍ରୋସ୍ଥେଟିକ୍ସ ଏବଂ ଅର୍ଥୋଟିକ୍ସ ବିଭାଗ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଥିଲା। ଓଡ଼ିଶା ସରକାରଙ୍କର ସାମାଜିକ...

ମଧ୍ୟାହ୍ନ ଭୋଜନ ଖାଇବାରେ ବିଳମ୍ବ କରୁଛନ୍ତି କି? ବଢ଼ିବ ଓଜନ

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନକୁ ଠିକ୍‌ ସମୟରେ ନ ଖାଇଲେ ଓଜନ ବଢ଼ିବାର ଆଶଙ୍କା ଅଧିକ ଥାଏ। ଓଜନ ନିୟନ୍ତ୍ରଣରେ ରଖିବା ଓ କମ୍ କରିବା ଯେମିତି ଆଜିକା ସମୟରେ ପ୍ରତିଟି...

ଖାଦ୍ୟରେ ସାମିଲ କରନ୍ତୁ ଏହି ପାଞ୍ଚ ପ୍ରକାର ଶାଗ, ଥଣ୍ଡା-ଜ୍ୱରରୁ ମିଳିବ ମୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣତଃ ଶୀତଦିନେ ଥଣ୍ଡା ଜ୍ୱର ହେବାର ଆଶଙ୍କା ଅଧିକ ଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଶାଗ ବେଶ୍‌ ଲାଭଦାୟକ। ଏଥିପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ ପ୍ରକାର ଶାଗ। ପାଳଙ୍ଗ: ଆଇରନ୍‌,...

ଜାଣନ୍ତୁ, କାହିଁକି କରାଯାଏ ରକ୍ତ ପରୀକ୍ଷା?

ଓଡ଼ିଶାଲାଇଭ୍ ବ୍ୟୁରୋ ରୋଗ ଚିହ୍ନଟର ପ୍ରଥମ ମାର୍ଗ ହେଲା ରକ୍ତ ପରୀକ୍ଷା। ଶରୀରର ସମସ୍ତ ଅଙ୍ଗ ସୁସ୍ଥ କି ନାହିଁ, ଗ୍ଲୁକୋଜ୍, ପ୍ଲେଟଲେଟ୍, ଶ୍ୱେତରକ୍ତ କଣିକା ଏବଂ ପ୍ଲାଜ୍ମା କେତେ ପରିମାଣରେ ରହିଛି କେବଳ...

ସ୍ମାର୍ଟଫୋନକୁ ନିଆଁ ଲାଗିବାରୁ କେମିତି ବଞ୍ଚାଇବେ? ଜାଣନ୍ତୁ, ୬ଟି ଉପାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ମାର୍ଟଫୋନରେ ନିଆଁ ଲାଗିବା ଘଟଣା ଏବେ ଅଧିକରୁ ଅଧିକ ଶୁଣିବାକୁ ମିଳୁଛି। ଏହିଭଳି ଅନେକ ଘଟଣା ଘଟୁଛି ଯେଉଁଠି ବ୍ୟବହାରକାରୀଙ୍କ ଜୀବନ ବି ଚାଲିଯାଉଛି। ବିଶେଷ କରି ସାଓମି ସ୍ମାର୍ଟଫୋନଗୁଡ଼ିକ ଅଧିକ...

ତ୍ୱଚାର ସମସ୍ତ ସମସ୍ୟା ପାଇଁ କମଳାଚୋପା

ଗାୟତ୍ରୀ ଦାସ ସମସ୍ତ ତ୍ୱଚା ସମସ୍ୟା ପାଇଁ କମଳାଚୋପା ମ୍ୟାଜିକ୍‌ ଭଳି କାମ କରିଥାଏ। ଭଲ ସ୍ଵାସ୍ଥ୍ୟ ଓ ସୁନ୍ଦର ଚେହେରା ପାଇବା ପାଇଁ ସମସ୍ତେ ଚେଷ୍ଟିତ ଥା’ନ୍ତି। ଏଥିପାଇଁ ସମସ୍ତେ ବିଭିନ୍ନ ପ୍ରଡକ୍ଟ ଏବଂ...

ଲଞ୍ଚ୍‌ ପୂର୍ବରୁ Oppo Reno 3 5G ସ୍ମାର୍ଟଫୋନ୍‌ର ଫଟୋ ଲିକ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଓପୋ ଆସନ୍ତା ମାସରେ ଏହାର Reno 3 5G ସ୍ମାର୍ଟଫୋନ ଲଞ୍ଚ୍‌ କରିପାରେ। ଫୋନ୍‌ର ଲଞ୍ଚ୍‌କୁ ନେଇ ଗତ କିଛି ଦିନଧରି ଚର୍ଚ୍ଚା ଲାଗି ରହିଛି।...

ସଫଳ ହେଲା ଅଗ୍ନି-୩ର ରାତ୍ରୀ ପରୀକ୍ଷଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ଚାନ୍ଦବାଲି ଅବ୍‌ଦୁଲ କଲାମ ଦ୍ୱୀପରୁ ଶନିବାର ଶକ୍ତିଶାଳୀ ଅଗ୍ନି-୩ ବାଲାଷ୍ଟିକ୍‌ ମିସାଇଲର ସଫଳତାର ସହ ରାତ୍ରୀକାଳୀନ ପରୀକ୍ଷଣ ହୋଇଛି। ସମଗ୍ର ଦେଶରେ ରାତିରେ ସଫଳ ପରୀକ୍ଷଣ ହୋଇଥିବା ଏହା ହେଉଛି...

ଡିସେମ୍ବର ୯ରେ ଭାରତରେ ଲଞ୍ଚ୍‌ ହେବ Vivo V17 ସ୍ମାର୍ଟଫୋନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଭାରତରେ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ୍‌ କରିବାକୁ ଯାଉଛି। ଏହାର ନାଁ ହେଉଛି Vivo V17। ଆସନ୍ତା ଡିସେମ୍ବର ୯ରେ ଏହି ସ୍ମାର୍ଟଫୋନକୁ ଭାରତରେ...