ଫିଟନେସକୁ ନେଇ ଲୋକମାନେ କରୁଥିବା ଭୁଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିକାଲି ବହୁ ଲୋକ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେଲେଣି। ତଥାପି ମଧ୍ୟ ଫିଟନେସ ନେଇ ଭାରତୀୟମାନେ ବହୁତ ଭୁଲ୍ କରୁଛନ୍ତି। -ମଧୁମେହ ହେବା ଭୟରେ ଲୋକମାନେ ଆଜିକାଲି ଚିନି ଖାଇବା କମାଇ ଦେଉଛନ୍ତି।...

ଆଜି ଭୀଷଣ ବଜ୍ରପାତ ସହ ଝଡ଼ତୋଫାନ ହେବ – ୧୨ ଜିଲ୍ଲାକୁ ସତର୍କ ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ ମୌସୁମୀ ଓଡ଼ିଶାକୁ ଛୁଇଁ ଦେଇ କେଉଁଠି ହଜିଯାଇଛି। ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତେବେ ଆସନ୍ତା ୩୦ ତାରିଖରୁ ମୌସୁମୀ ବର୍ଷାରେ ଓଦା ହେବ ଓଡ଼ିଶା। ତେବେ...

ଜୁନ୍ ୩୦ରୁ ବର୍ଷାରେ ଭିଜିବ ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ମୌସୁମୀ ଆରମ୍ଭରୁ ହିଁ ରାଜ୍ୟରେ ଏତେଟା ବର୍ଷା ହୋଇ ନଥିଲା। ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଜାରି ରହିଛି। ପ୍ରବଳ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଜୁନ୍ ପ୍ରଥମ ସପ୍ତାହରୁ...

ଜୀବନ ନେଇପାରେ ହର୍ପିସ, ଜାଣନ୍ତୁ ଏହାର ଲକ୍ଷଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଅନେକ ସମୟରେ ଆମ ଶରୀରରେ ଛୋଟ ଛୋଟ ପାଣିଫୋଟକା ଭଳି ଦେଖାଯାଏ। ସେଥିରୁ ପାଣି ବାହାରିବା ସହ ଲୋକମାନେ ଏହାକୁ ଆଲର୍ଜି ବା ଫଙ୍ଗାଲ ଇନଫେକସନ୍ ବୋଲି ଭାବି ନଜରଅନ୍ଦାଜ କରି...

ପିଲାଙ୍କ ମୋଟାପାକୁ ଏଭଳି କରନ୍ତୁ ନିୟନ୍ତ୍ରିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଖରାପ ଖାଦ୍ୟାଭ୍ୟାସ ଯେପରିକି ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ, ସ୍ନାକ୍ସ, ଜଙ୍କଫୁଡ୍, ଅଧିକ ମିଠା ଖାଇବା ଯୋଗୁଁ ଆଜିକାଲି ଛୋଟ ପିଲାମାନେ ମୋଟାପା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଏହାକୁ କିପରି ନିୟନ୍ତ୍ରିତ କରିବେ...

ଆଜିର ମୁଖ୍ୟ ଖବର @10PM (ଜୁନ୍ ୨୬, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ଏଣିକି ଟ୍ରେନ ଭିତରକୁ କିନ୍ନର ମନା ଏଣିକି ଟ୍ରେନ ଭିତରେ କିମ୍ଵା ପ୍ଲାଟଫର୍ମରେ କିନ୍ନରମାନେ ଭିକ୍ଷାବୃତ୍ତି କରିପାରିବେ ନାହିଁ। ହେଲେ ସେମାନେ ଯାତ୍ରୀ ହିସାବରେ ଟ୍ରେନରେ ଯାଇ...

ବଜ୍ରପାତ ସହ ଝଡ଼ବର୍ଷା ହେବ – ୬ଟି ଜିଲ୍ଲାକୁ ସତର୍କ

ଓଡ଼ିଶାଲାଇଭ୍‌ ବ୍ୟୁରୋ କାଳବୈଶାଖି ପ୍ରଭାବରୁ ବୁଧବାର ରାଜ୍ୟର କେତେକ ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ହେବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। ପାଣିପାଗ କେନ୍ଦ୍ର ବରଗଡ଼,...

‘ଆଣ୍ଡ୍ରଏଡ୍‌’କୁ ହାତଛଡ଼ା କରିବା ସବୁଠୁ ବଡ଼ ଭୁଲ ଥିଲା – ବିଲ୍‌ ଗେଟ୍‌ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱର ଶ୍ରେଷ୍ଠ ଧନୀ ତଥା ବିଶ୍ୱର ସର୍ବଶ୍ରେଷ୍ଠ ଆଇଟି ଏବଂ ସଫ୍ଟୱେରା କମ୍ପାନି ମାଇକ୍ରୋସଫ୍ଟ୍‌ର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ନିକଟରେ ତାଙ୍କ ଜୀବନ ବଡ଼ ଭଲ ବିଷୟରେ କହିଛନ୍ତି। ମୋବାଇଲ ଅପରେଟିଂ...

ବର୍ଷାଦିନରେ କେମିତି ନେବେ ତ୍ୱଚାର ଯତ୍ନ?

ଓଡ଼ିଶାଲାଇଭ ବ୍ୟୁରୋ ଖରାଦିନର ପ୍ରବଳ ତାତି ପରେ ସମସ୍ତଙ୍କ ନଜର ବର୍ଷାୠତୁ ଉପରେ ଥାଏ। କିଛି ଲୋକ ଏହି ୠତୁକୁ ମନଭରି ଉପଭୋଗ କରୁଥିବା ବେଳେ କିଛି ଲୋକ କିପରି ଭାବରେ ନିଜର ତ୍ୱଚାର...

ଗରମ ଦିନରେ ଥକା ଲାଗୁଛି କି? ଆପଣାନ୍ତୁ ଏହିସବୁ ଉପାୟ

 ଓଡ଼ିଶାଲାଇଭ୍ ବ୍ୟୁରୋ ଗରମ ଦିନରେ ସାଧାରଣତଃ କୌଣସି କାମ କରିବାକୁ ଇଚ୍ଛା ହୁଏନାହିଁ। ଶରୀରରୁ ଝାଳ ବାହାରିବା ସହିତ ଅତ୍ୟଧିକ ତାତି ଶରୀରକୁ ନିସ୍ତେଜ କରିଦିଏ। ଏପରିସ୍ଥଳେ କିପରି ନିଜର କାର୍ଯ୍ୟକ୍ଷମତାକୁ ବଢ଼ାଇବେ ତାହା...