ଆଜିର ମୁଖ୍ୟ ଖବର @10PM (ଜୁନ୍ ୨୬, ୨୦୧୯)
ଓଡ଼ିଶାଲାଇଭ୍ ବ୍ୟୁରୋ
ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।
ଏଣିକି ଟ୍ରେନ ଭିତରକୁ କିନ୍ନର ମନା
ଏଣିକି ଟ୍ରେନ ଭିତରେ କିମ୍ଵା ପ୍ଲାଟଫର୍ମରେ କିନ୍ନରମାନେ ଭିକ୍ଷାବୃତ୍ତି କରିପାରିବେ ନାହିଁ। ହେଲେ ସେମାନେ ଯାତ୍ରୀ ହିସାବରେ ଟ୍ରେନରେ ଯାଇ...
ବଜ୍ରପାତ ସହ ଝଡ଼ବର୍ଷା ହେବ – ୬ଟି ଜିଲ୍ଲାକୁ ସତର୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
କାଳବୈଶାଖି ପ୍ରଭାବରୁ ବୁଧବାର ରାଜ୍ୟର କେତେକ ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ହେବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି।
ପାଣିପାଗ କେନ୍ଦ୍ର ବରଗଡ଼,...
‘ଆଣ୍ଡ୍ରଏଡ୍’କୁ ହାତଛଡ଼ା କରିବା ସବୁଠୁ ବଡ଼ ଭୁଲ ଥିଲା – ବିଲ୍ ଗେଟ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱର ଶ୍ରେଷ୍ଠ ଧନୀ ତଥା ବିଶ୍ୱର ସର୍ବଶ୍ରେଷ୍ଠ ଆଇଟି ଏବଂ ସଫ୍ଟୱେରା କମ୍ପାନି ମାଇକ୍ରୋସଫ୍ଟ୍ର ପ୍ରତିଷ୍ଠାତା ବିଲ୍ ଗେଟ୍ସ ନିକଟରେ ତାଙ୍କ ଜୀବନ ବଡ଼ ଭଲ ବିଷୟରେ କହିଛନ୍ତି। ମୋବାଇଲ ଅପରେଟିଂ...
ବର୍ଷାଦିନରେ କେମିତି ନେବେ ତ୍ୱଚାର ଯତ୍ନ?
ଓଡ଼ିଶାଲାଇଭ ବ୍ୟୁରୋ
ଖରାଦିନର ପ୍ରବଳ ତାତି ପରେ ସମସ୍ତଙ୍କ ନଜର ବର୍ଷାୠତୁ ଉପରେ ଥାଏ। କିଛି ଲୋକ ଏହି ୠତୁକୁ ମନଭରି ଉପଭୋଗ କରୁଥିବା ବେଳେ କିଛି ଲୋକ କିପରି ଭାବରେ ନିଜର ତ୍ୱଚାର...
ଗରମ ଦିନରେ ଥକା ଲାଗୁଛି କି? ଆପଣାନ୍ତୁ ଏହିସବୁ ଉପାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗରମ ଦିନରେ ସାଧାରଣତଃ କୌଣସି କାମ କରିବାକୁ ଇଚ୍ଛା ହୁଏନାହିଁ। ଶରୀରରୁ ଝାଳ ବାହାରିବା ସହିତ ଅତ୍ୟଧିକ ତାତି ଶରୀରକୁ ନିସ୍ତେଜ କରିଦିଏ। ଏପରିସ୍ଥଳେ କିପରି ନିଜର କାର୍ଯ୍ୟକ୍ଷମତାକୁ ବଢ଼ାଇବେ ତାହା...
କୋଷ୍ଠକାଠିନ୍ୟ ଦୂର କରେ ପୋଟଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁଜ ପନିପରିବା କଥା ଆସିଲେ ପୋଟଳ ଲୋକମାନଙ୍କର ଖୁବ୍ ପ୍ରିୟ ପରିବା ମଧ୍ୟରେ ଗୋଟିଏ। ଏହାକୁ ତରକାରୀ ବା ଭଜା ଭାବେ ଖାଦ୍ୟରେ ବ୍ୟବହାର କରାଯାଏ। କିନ୍ତୁ ଆପଣ ଜାଣିଛନ୍ତି କି...
ଜାଣନ୍ତୁ ଚର୍ମ କର୍କଟର ଲକ୍ଷଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ବେକ, ମୁଣ୍ଡ, ଗାଲ ଏବଂ ଆଖିର ଆଖପାଖରେ ଅଚାନକ ଜ୍ୱଳନ ହେଲେ ଏହାକୁ ନଜରଅନ୍ଦାଜ କରିବା କଥା ନୁହେଁ। ଏହା ଚର୍ମ କର୍କଟର କାରଣ ହୋଇପାରେ।
-ଯଦି ଆପଣଙ୍କର ଚେହେରାରେ ଅଚାନକ କିଛି...
ମୌସୁମୀର ଲୁଚକାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁନ୍ ୨୧ରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଓଡ଼ିଶା ଉପକୂଳ ଛୁଇଁବା ପରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଥିଲା। ଦୁଇ ଦିନ ବର୍ଷା ହେବା ପରେ ସୋମବାରଠୁ...
ତମ୍ବା ପାତ୍ରରେ କେଉଁ ଖାଦ୍ୟ ହୋଇଥାଏ ବିଷାକ୍ତ?
ଓଡ଼ିଶାଲାଇଭ୍ ବ୍ୟୁରୋ
ତମ୍ବା ପାତ୍ରରେ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ସମସ୍ତ ଜାଣିଥିବେ। ଲୋକେମାନେ ସାଧାରଣତଃ ତମ୍ବାପାତ୍ରରେ ରଖାଯାଉଥିବା ପାଣି ପିଇଥା’ନ୍ତି। ତମ୍ବା ପାତ୍ରରେ ପାଣି ପିଇଲେ ବିଭିନ୍ନ ସ୍ୱାସ୍ଥ୍ୟ ଜନିତ...
ବର୍ଷା, ଝଡ଼ତୋଫାନ ନେଇ ୫ ଜିଲ୍ଲାକୁ ସତର୍କ ସୂଚନା ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
କାଳବୈଶାଖି ପ୍ରଭାବରୁ ସୋମବାର ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା, ଝଡ଼ତୋଫାନ ହେବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ରାଜ୍ୟର ୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି।
ସତର୍କ ସୂଚନା...





















