ଶୀତରେ ଥରୁଛି ଓଡ଼ିଶା – ଭୁବନେଶ୍ୱରରେ ୯.୮, ସମ୍ବଲପୁରରେ ୮.୧ ଏବଂ ଦାରିଙ୍ଗିବାଡ଼ିରେ ୬

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୯.୮ ଡିଗ୍ରୀ, କଟକରେ ୯.୪ ଡିଗ୍ରୀ, ସମ୍ବଲପୁରରେ ୮.୧ ଡିଗ୍ରୀ, ବାଲେଶ୍ୱରରେ ୮.୫ ଡିଗ୍ରୀ, ଫୁଲବାଣୀ ୭ ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ୬ ଡିଗ୍ରୀ। ଶୀତରେ...

ହଳଦିଆ ଦାନ୍ତକୁ ନେଇ ଚିନ୍ତିତ କି? ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ହସ ବ୍ୟକ୍ତିତ୍ୱର ପ୍ରତୀକ ବୋଲି ବିଶ୍ୱାସ କରାଯାଏ। ହସ ମଣିଷର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ। ତେଣୁ ସୁସ୍ଥ ରହିବା ପାଇଁ ହସିବା ନିହାତି ଆବଶ୍ୟକ ହୋଇଥାଏ। ଅଧିକାଂଶ...

୧ମିନିଟ୍‌ରେ ଜାଣନ୍ତୁ ଆପଣଙ୍କୁ ହୃଦଘାତ୍‌ ଓ କ୍ୟାନସର୍‌ ହୋଇଛି କି ନାହିଁ!

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ଲୋକେ ନିଜ ସ୍ୱାସ୍ଥ୍ୟର ଯତ୍ନ ଠିକ୍‌ ସେ ନେଇ ପାରୁନାହାନ୍ତି। ଆଉ ଏଥିପାଇଁ ଲୋକମାନେ ପୂର୍ବ ଅପେକ୍ଷା ଅଧିକ ଯତ୍ନବାନ ବି ହେଉଛନ୍ତି। ଆଜି ଏମିତି ଏକ...

ଶୀତ ଋତୁରେ ହୃଦଘାତର ଆଶଙ୍କା ଅଧିକ – ଜାଣନ୍ତୁ କେମିତି ପାଇବେ ମୁକ୍ତି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖରା ଦିନ ଅପେକ୍ଷା ଶୀତ ଦିନରେ ହୃଦଘାତର ଆଶଙ୍କା ଅଧିକ ଥାଏ। ଆସନ୍ତୁ ଜାଣିବା ଏହାର କାରଣ ଓ ପ୍ରତିକାର। ପ୍ରତିବର୍ଷ ଶୀତ ଋତୁରେ ହୃଦ ଜନିତ ରୋଗ ଖାସ୍‌ କରି ହୃଦଘାତରେ...

ପୁଣି କଡ଼ ଲେଉଟାଇବ ଶୀତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିସେମ୍ବର ୨୨ରେ ଲେଉଟିବ ଶୀତ। ପଶ୍ଚିମ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ରାତିର ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ଘଟିବ। ୨୪ ତାରିଖ...

ଶୀତଦିନେ କେମିତି ନେବେ କେଶର ଯତ୍ନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତୁ ଜାଣିବା ଶୀତ ଋତୁରେ ଆପଣ କିପରି ନିଜ କେଶର ଯତ୍ନ ନେବେ। ମହିଳା ତଥା ପୁରୁଷମାନଙ୍କ କ୍ଷେତ୍ରରେ କେଶ ଝଡିବା ଏକ ନିୟମିତ ସମସ୍ୟାରେ ପରିଣତ ହେଲାଣି। ବଭିନ୍ନ କାରଣରୁ କେଶ...

‘ପେଥାଇ’ ପାଇଁ ଆନ୍ଧ୍ର ଉପକୂଳରେ ହାଇ ଆଲର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ 'ପେଥାଇ' ବାତ୍ୟା ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରୁ ୨୦୦ କିଲୋମିଟରଠାରୁ ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ସୋମବାର ଅପରାହ୍‌ଣ ୨ଟା୩୦ରୁ ୫ଟା ମଧ୍ୟରେ କାକିନାଡା ତୁନୀ ମଧ୍ୟରେ ସ୍ତଳଭାଗ ଛୁଇଁବ। ବାତ୍ୟା 'ପେଥାଇ' ଯୋଗୁଁ ଘଣ୍ଟାକୁ...

‘ପେଥାଇ’ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ‘ପେଥାଇ’ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି ସୋମବାର ଅପରାହ୍ନ ସୁଦ୍ଧା...

ବଦହଜମୀ ସମସ୍ୟାରେ ପୀଡ଼ିତ କି? ଆପଣାନ୍ତୁ କିଛି ଘରୋଇ ଉପାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଦହଜମୀ ଭଳି ସମସ୍ୟା ହେଲେ ବାନ୍ତି ଲାଗିବା, ପେଟ ଯନ୍ତ୍ରଣା ହେବା ସହ ଛାତି ପୋଡ଼ିବା ଭଳି ସମସ୍ୟା ଦେଖାଦିଏ। ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଠିକ୍‌ ସମୟରେ ଖାଇବା ପିଇବାରେ ଅନିୟମିତତା...

ସାରା ରାଜ୍ୟରେ କୋହଲା ପାଗ, ୧୬ ଓ ୧୭ ଦୁଇଦିନ  ପ୍ରବଳ ବର୍ଷିବ

ଓଡ଼ିଶାଲାଇଭ ବ୍ୟୁରୋ ଓଡ଼ିଶା ଆଡ଼କୁ ମାଡିଆସୁଛି ବାତ୍ୟା। ଯାହାଫଳରେ ୧୬ ଏବଂ ୧୭ ଦୁଇଦିନ ଧରି ପ୍ରବଳ ବର୍ଷା ହେବା। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ବର୍ଷାଯୋଗୁଁ...