ଜାଣନ୍ତୁ ମଶାକୁ ଦୂରେଇବାର ଘରୋଇ ଉପାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆପଣ ମଶା ଦାଉରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ କେତୋଟି ଘରୋଇ ଉପାୟ... ମଶାକୁ ଦୂରେଇବା ପାଇଁ ନିମ୍ବ ତେଲ ରାମ ବାଣ ଭଳି କାର୍ଯ୍ୟ କରିଥାଏ। ସେଥିପାଇଁ...

ମୋବାଇଲ ପାଇଁ ହାନିକାରକ ଏହି ୧୩ଟି ଖେଳ ଆପ୍ !

  ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଟରନେଟ୍ ଦୁନିଆରେ ମେଲୱେର ଭାଇରସ୍ ସବୁଠାରୁ ବଡ଼ ବିପଦ ଅଟେ। ଏହି ଭାଇରସ୍ ଆପଣଙ୍କ ମୋବାଇଲ୍, କମ୍ପ୍ୟୁଟର କିମ୍ବା ଅନ୍ୟ କୌଣସି ଡିଭାଇସରେ ପଶି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିନେଇଥାଏ।...

ଶୀତତାପ ନିୟନ୍ତ୍ରଣ କରିବ ସ୍ମାର୍ଟ ପୋଷାକ! ମୋବାଇଲରେ କରିହେବ ଆଡ୍‌ଜଷ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଟେକ୍ନୋଲୋଜି ଜରିଆରେ ବର୍ତମାନ ସମୟରେ ସବୁକିଛି ସ୍ମାର୍ଟ ହେବାରେ ଲାଗିଛି। ଏବେ ପୋଷାକ ବି ସ୍ମାର୍ଟ ହେବାରେ ଲାଗିଛି। କାନାଡାର କିଛି ଇଂଜିନିୟର ଏଭଳି କମାଲ କରି ଦେଖାଇଛନ୍ତି। ଏମାନେ ଏଭଳି...

ଶୀତ ଋତୁରେ କିପରି ନେବେ ତ୍ୱଚାର ଯତ୍ନ, ଆପଣାନ୍ତୁ କିଛି ଟିପ୍ସ

ଓଡିଶାଲାଇଭ୍ ବ୍ୟୁରୋ ଆସନ୍ତୁ ଜାଣିବା ଶୀତଦିନେ କିପରି ନେବେ ନିଜ ତ୍ୱଚାର ଯତ୍ନ। ଆରମ୍ଭ ହୋଇଗଲାଣି ଶୀତଋତୁ। ଏହି ଋତୁରେ ଥଣ୍ଡା ପବନ ବହିବା ଦ୍ୱାରା ତ୍ୱଚାରେ ଶୁଷ୍କତା ଦେଖାଯାଏ ଏବଂ ଧିରେ ଧିରେ ଫାଟିବାକୁ...

ନଭେମ୍ବର ୨୨ରେ ଭାରତରେ ଲଞ୍ଚ ହେବ ରେଡ୍‌ମି ନୋଟ ୬ ପ୍ରୋ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଜିଓମିର ରେଡ୍‌ମି ନୋଟ୍ ସିରିଜ୍ ସ୍ମାର୍ଟଫୋନ ବେଶ୍ ଲୋକପ୍ରିୟତା ହାସଲ କରିଥିବା ଦେଖାଯାଇଛି। ତେବେ ନଭେମ୍ବର ୨୨ରେ ଚୀନ ସ୍ମାର୍ଟଫୋନ ମେକର ଶାଓମି, ଭାରତରେ ରେଡମି ନୋଟ ୬ ପ୍ରୋ...

କର୍କଟ ଜାଲରେ ଭାରତ, ମୁଖ କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତମାଖୁ ଖାଉଥିଲେ ସାବଧାନ! ଗତ ୬ ବର୍ଷର ୧୧୪ ପ୍ରତିଶତ ବଢ଼ିଛି ମୁଖ କର୍କଟ। ମାତ୍ରାଧିକ ପ୍ରଦୂଷଣ ଓ ତମାଖୁ ଖାଇବା କାରଣରୁ ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ...

ପ୍ରଦୂଷଣ ଜନିତ ରୋଗରୁ ରକ୍ଷା ପାଇବା ପାଇଁ ଖାଆନ୍ତୁ ଗୁଡ଼

ଓଡ଼ିଶାଲାଇଭ ବ୍ୟୁରୋ ଶୀତଋତୁ ଆରମ୍ଭ ହେବା କ୍ଷଣି ପ୍ରଦୂଷଣର ପ୍ରକୋପ ବୃଦ୍ଧି ପାଇଥାଏ। ଏହି କାରଣରୁ ପିଲାଠୁ ବୟସ୍କ ସମସ୍ତେ ବିଭିନ୍ନ ପ୍ରଦୂଷଣ ଜନିତ ରୋଗର ଶିକାର ହୋଇଥାନ୍ତି। ଅଧିକାଂଶଙ୍କ ନିକଟରେ  ଅସ୍ଥମା(ଶ୍ୱାସ), ନିମୋନିଆ...

ଅଦାକୁ ଆପଣାନ୍ତୁ, ସ୍ୱାସ୍ଥ୍ୟ ସମସ୍ୟା ଦୂର କରନ୍ତୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଦା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଅଦାରେ ଅନେକ ଔଷଧୀୟ ଗୁଣ ରହିଛି। ସମସ୍ତେ ଅଦାକୁ ମସଲା ଭାବେ ବ୍ୟବହାର କରନ୍ତି। କିନ୍ତୁ ଅଦା ଶରୀରକୁ ସୁସ୍ଥ...

ଆଜି ବିଶ୍ୱ ମଧୁମେହ ଦିବସ, ଦ୍ୱିତୀୟ ସ୍ଥାନରେ ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ବିଶ୍ୱ ମଧୁମେହ ଦିବସ। ଚଳିତବର୍ଷର ବିଷୟବସ୍ତୁ ରହିଛି 'ପରିବାର ଓ ମଧୁମେହ'। ସାରା ବିଶ୍ୱରେ ୪ ଶହ ମିଲିୟନ ମଧୁମେହ ରୋଗୀ ଅଛନ୍ତି। ମଧୁମେହ ରୋଗୀ ତାଲିକାରେ ଭାରତ ଦ୍ୱିତୀୟ...

ମାଡ଼ି ଆସୁଛି ଘୂର୍ଣ୍ଣିଝଡ଼ ‘ଗାଜା’ – ଓଡ଼ିଶାରେ କୋହଲା ପାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣିଥରେ ଲଘୁଚାପ ସୃଷ୍ଟି ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଡିପ ଡିପ୍ରେସନ ରୂପ ନେବାକୁ ଯାଉଛି। ନଭେମ୍ବର ୧୫ ତାରିଖ ମଧ୍ୟରେ...