ଓଡ଼ିଶାଲାଇଭ୍ ବ୍ୟୁରୋ

ମିଆଁମାର ଓ ଭାରତ (ଅରୁଣାଚଳ ପ୍ରଦେଶ) ସୀମାରେ ବୁଧବାର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୫ ରହିଛି।

ଏହି ଭୂମିକମ୍ପନରେ ସ୍ଥାନୀୟ କେତେକ ସହର ପ୍ରଭାବିତ ହୋଇଛି। ଏହି ସହରଗୁଡ଼ିକ ମଧ୍ୟରେ ଦେବୃଗଡ଼, ଦିମାପୁର ସର୍ଦ୍ଦାର, ଇମ୍ଫାଲ, ନାଗାଓଁ, ସିଲଚର ସହର ରହିଛି।

ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ଘଟିନଥିବା ସୂଚନା ରହିଛି।

Comment