ସମାଲୋଚନାମୂଳକ ଭାବନା

ଡକ୍ଟର ହରପ୍ରସନ୍ନ ଦାସ (ଦ୍ୱିତୀୟ ଭାଗ) ସମାଲୋଚନାମୂଳକ ଭାବନାରେ ଯେଉଁସବୁ ବିଷୟଗୁଡ଼ିକ ବାଧା ସୃଷ୍ଟି କରିଥାଏ ସେ ସମ୍ପର୍କରେ ସମ୍ୟକ୍ ସୂଚନା: ସବୁବେଳେ ଆମର ମସ୍ତିଷ୍କରେ କିଛି ନା କିଛି ଭାବନା ଥାଏ ଓ ସେଇ ଅନୁସାରେ...

ସରକାରଙ୍କୁ ଜାପାନୀ ଜ୍ୱର ଚିନ୍ତା: ୨୭ରୁ ୧୩ଟି ଜିଲ୍ଲାରେ ଟିକାକରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୬ରେ ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଥିବା ଜାପାନୀ ଜ୍ୱର। ୧୦୦ରୁ ଅଧିକ ଶିଶୁଙ୍କ ପ୍ରାଣ ନେଇଥିଲା ଏହି ଜ୍ୱର। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ...

ଛୋଟପିଲା ବୁଦ୍ଧିହୀନ ନା ସାଧାରଣ ବୁଦ୍ଧିସମ୍ପନ୍ନ, ଏକଥା ଜାଣିବେ କିପରି?

ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ ଜନ୍ମରୁ ବା ଅତି ପିଲାଦିନୁ ବୁଦ୍ଧିହୀନତା ଦେଖାଗଲେ ଅତି ଛୋଟପିଲା ବୁଦ୍ଧିହୀନ ନା ସାଧାରଣ ବୁଦ୍ଧିସମ୍ପନ୍ନ, ଏକଥା ଜାଣିବେ କିପରି? ୩ ବର୍ଷ ତଳ ପିଲାଙ୍କ ପାଇଁ ସେପରି...

ହ୍ୱାଟସ୍ଆପରୁ ମେସେଜ ଡିଲେଟ୍ କରିବେ କିପରି?

ଓଡ଼ିଶାଲାଇଭ ବ୍ୟୁରୋ ଅନ୍ୟମନସ୍କତା ଯୋଗୁ ହ୍ୱାଟସ୍ଆପ୍‌ରୁ ବେଳେ ବେଳେ ଭୁଲ୍‌ ମେସେଜ୍‌ ପଳାଇଥାଏ। ଭୁଲ୍‌ ମେସେଜକୁ ଡିଲେଟ୍ କରିବା ପାଇଁ କୌଣସି ଅପ୍ସନ ନଥିବାରୁ ବ୍ୟବହାରକାରୀ ଚିନ୍ତାରେ ପଡ଼ୁଥିଲେ। କିନ୍ତୁ ଏବେ ଏହି ଚିନ୍ତା...

ଦିଲ୍ଲୀ ଏମ୍ସରେ ବିସ୍କୁଟ ଖାଉଛି, ବଲ୍ ଖେଳୁଛି ଜଗା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁଧୁରୁଛି ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥା। ମାଆ କୋଳରେ ଜଗା ବସି ଗୀତ ଶୁଣିବା ପରେ ଆଜି ବିସ୍କୁଟ ଖାଇ ବଲ୍‌ ଖେଳିବା ଭଳି ଭଲ ଖବର ଆସିଛି। ଜଗା ଆଜି...

ଲଘୁଚାପ ବର୍ଷା ପାଇଁ ଆଡଭାଇଜରି ଜାରି କଲା ଓୟୁଏଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସୁଛି ଲଘୁଚାପ ବର୍ଷା। ବର୍ଷାକୁ ନେଇ ଆତଙ୍କିତ ଚାଷୀ। ଅମଳ ହୋଇଥିବା ଧାନକୁ ସୁରକ୍ଷିତ ରଖିବା ପାଇଁ ଶୁକ୍ରବାର ଏସ୍‌ଆର୍‌ସି ଚାଷୀଙ୍କୁ ପରାମର୍ଶ ଦେବା ପରେ ଆଜି ଓୟୁଏଟି ଜାରି କରିଛି...

ପ୍ରଦୂଷଣରେ ବେହାଲ୍‌ ଦିଲ୍ଲୀ: ଲାଗୁ ହେଲା ଅଡ୍ ଇଭିନ୍‌ ନିୟମ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ୩ ଦିନ ହେଲା ପ୍ରଦୂଷଣ ଯୋଗୁଁ ଯନ୍ତ୍ରଣା ଭୋଗୁଛନ୍ତି ଦିଲ୍ଲୀବାସୀ। କୁହୁଡ଼ି ଓ ଧୂଆଁରେ ପେଶି ହୋଇଗଲେଣି ସହରବାସୀ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଅଡ୍‌ ଇଭିନ୍‌ ନିୟମ ପୁଣି...

୨୦୧୮ରେ ମଙ୍ଗଳ ଗ୍ରହକୁ ଯିବ ଫ୍ଲାଇଟ, ଲକ୍ଷେ ଭାରତୀୟ ବୁକ୍ କରିଛନ୍ତି ଟିକେଟ

(ଓଡ଼ିଶାଲାଇଭ୍‍ ବ୍ୟୁରୋ) ନାସା ପକ୍ଷରୁ ଆସନ୍ତା ବର୍ଷ ମଙ୍ଗଳ ଗ୍ରହକୁ ଏକ ବିମାନ ପଠାଯିବ। ଏଥିରେ ଯାତ୍ରା କରିବା ପାଇଁ ସାଧାରଣ ଲୋକଙ୍କ ପାଖକୁ ଆମନ୍ତ୍ରଣ ପଠାଯାଇଛି। ଚମକେଇବା ଭଳି ଖବର ହେଉଛି ଏକ...

ରୋଗୀଙ୍କୁ ୮ କିମି କାନ୍ଧରେ ବୋହିଥିବା ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ଡାକ୍ତର ଓମ୍‌କାର ହୋତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରି ଜିଲ୍ଲାର ଜଣେ ଗର୍ଭବତୀଙ୍କୁ ୮ କିମି କାନ୍ଧରେ ବୋହିନେଇ ମେଡିକାଲରେ ପହଞ୍ଚାଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଛନ୍ତି। ଡାକ୍ତର...

କାଳିଆର ହେଲା ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ପୁଣିଥରେ କାଳିଆର ହୋଇଛି ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ। ଦୁଇ ଦିନ ତଳେ କାଳିଆର ଚେତା ଫେରିବା ପରେ ଏହି ଅପରେସନ୍‌ ହୋଇଥିବା ଏମ୍‌ସ ତରଫରୁ ସୂଚନା ମିଳିଛି। ଏପଟେ ଜଗାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର...