ଜିଓ,ଏୟାରଟେଲ୍ ଓ ଭୋଡାଫୋନ୍ ଜାରି କଲେ ନୂଆ ରିଚାର୍ଜ ପ୍ଲାନ – ଜାଣନ୍ତୁ କାହାର କେତେ ଦମ୍?
ଓଡ଼ିଶାଲାଇଭ୍ ବ୍ୟୁରୋ
ଟେଲିକମ୍ କମ୍ପାନି ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍-ଆଇଡିଆ ନିଜ ନିଜର ନୂଆ ରିଚାର୍ଜ ପ୍ଲାନ ଘୋଷଣା କରିଛନ୍ତି। ପୂର୍ବ ପ୍ଲାନ ତୁଳନାରେ ନୂଆ ପ୍ଲାନର ଦାମ୍ ୪୦ ପ୍ରତିଶତ ଅଧିକ ରହିଛି।...
ମହାକାଶରେ ହୋଟେଲ କରିବ ନାସା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକା ମହାକାଶ ବିଜ୍ଞାନ ସଂସ୍ଥା ନାସା ଗୋଟିଏ ରୋବୋଟ ହୋଟେଲକୁ ମହାକାଶକୁ ପଠାଇବ।
କୌଣସି ଅଜଣା ଅଚିହ୍ନା ସ୍ଥାନକୁ ଗଲେ ସେଠାରେ ଖାଇବା ଓ ରହିବା ପାଇଁ ଆପଣ ପ୍ରଥମେ ଗୋଟିଏ ହୋଟେଲ...
ଏଣିକି ମାତ୍ର ୩ ଦିନରେ କରିପାରିବେ ମୋବାଇଲ୍ ନମ୍ବର ପୋର୍ଟାବିଲିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋବାଇଲ୍ ନମ୍ବର ପୋର୍ଟାବିଲିଟି କରିବାକୁ ଚାହୁଁଛନ୍ତି କି? ଏବେ ଆଉ ୭ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବନି। ମାତ୍ର ୩ଦିନ ଭିତରେ ନିଜ ନମ୍ବରକୁ ପୋର୍ଟାବିଲିଟି କରିପାରିବେ।
ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ)ର ନୂଆ ଗାଇଡଲାଇନ୍...
୪ ହଜାର ଟଙ୍କା ଯାଏଁ ଶସ୍ତା ହେଲା Vivo V15 Pro ସ୍ମାର୍ଟଫୋନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶସ୍ତା ହେଲା ଭିଭୋର ଦୁଇଟି ସ୍ମାର୍ଟଫୋନ। ଚୀନ୍ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ Vivo V15 Pro ଏବଂ Vivo S1 ସ୍ମାର୍ଟଫୋନ ଉପରେ ଭାରି ମାତ୍ରାରେ ରିହାତି ଦିଆଯାଉଛି। Vivo...
ସ୍ମାର୍ଟଫୋନକୁ ନିଆଁ ଲାଗିବାରୁ କେମିତି ବଞ୍ଚାଇବେ? ଜାଣନ୍ତୁ, ୬ଟି ଉପାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ମାର୍ଟଫୋନରେ ନିଆଁ ଲାଗିବା ଘଟଣା ଏବେ ଅଧିକରୁ ଅଧିକ ଶୁଣିବାକୁ ମିଳୁଛି। ଏହିଭଳି ଅନେକ ଘଟଣା ଘଟୁଛି ଯେଉଁଠି ବ୍ୟବହାରକାରୀଙ୍କ ଜୀବନ ବି ଚାଲିଯାଉଛି। ବିଶେଷ କରି ସାଓମି ସ୍ମାର୍ଟଫୋନଗୁଡ଼ିକ ଅଧିକ...
ଲଞ୍ଚ୍ ପୂର୍ବରୁ Oppo Reno 3 5G ସ୍ମାର୍ଟଫୋନ୍ର ଫଟୋ ଲିକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନ୍ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଓପୋ ଆସନ୍ତା ମାସରେ ଏହାର Reno 3 5G ସ୍ମାର୍ଟଫୋନ ଲଞ୍ଚ୍ କରିପାରେ। ଫୋନ୍ର ଲଞ୍ଚ୍କୁ ନେଇ ଗତ କିଛି ଦିନଧରି ଚର୍ଚ୍ଚା ଲାଗି ରହିଛି।...
ସଫଳ ହେଲା ଅଗ୍ନି-୩ର ରାତ୍ରୀ ପରୀକ୍ଷଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଚାନ୍ଦବାଲି ଅବ୍ଦୁଲ କଲାମ ଦ୍ୱୀପରୁ ଶନିବାର ଶକ୍ତିଶାଳୀ ଅଗ୍ନି-୩ ବାଲାଷ୍ଟିକ୍ ମିସାଇଲର ସଫଳତାର ସହ ରାତ୍ରୀକାଳୀନ ପରୀକ୍ଷଣ ହୋଇଛି। ସମଗ୍ର ଦେଶରେ ରାତିରେ ସଫଳ ପରୀକ୍ଷଣ ହୋଇଥିବା ଏହା ହେଉଛି...
ଡିସେମ୍ବର ୯ରେ ଭାରତରେ ଲଞ୍ଚ୍ ହେବ Vivo V17 ସ୍ମାର୍ଟଫୋନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନ୍ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଭାରତରେ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ୍ କରିବାକୁ ଯାଉଛି। ଏହାର ନାଁ ହେଉଛି Vivo V17। ଆସନ୍ତା ଡିସେମ୍ବର ୯ରେ ଏହି ସ୍ମାର୍ଟଫୋନକୁ ଭାରତରେ...
ଫ୍ଲିପକାର୍ଟରେ ବିଗ୍ ସପିଂ ଡେଜ୍ – ହେଡ୍ଫୋନ ଏବଂ ସ୍ପିକର ଉପରେ ୭୦ ପ୍ରତିଶତ ଯାଏଁ ଛାଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରେ ପୁଣି ଫେରିଲା 'ବିଗ୍ ସପିଂ ଡେଜ୍'। ଏଥର ବିଗ୍ ସପିଂ ଡେଜ୍ ଡିସେମ୍ବର ୧ରୁ ଆରମ୍ଭ ହୋଇ ଡିସେମ୍ବର ୫ ଯାଏଁ ୫ଦିନ ଧରି ଚାଲିବ। ଏହି...
ଜାଣନ୍ତୁ, ବିଏସ୍-୪ ଓ ବିଏସ୍-୬ ଇଞ୍ଜିନ ମଧ୍ୟରେ କ’ଣ ରହିଛି ଫରକ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ୨୦୨୦ରେ ବନ୍ଦ ହେବ ବିଏସ୍-୪ ଇଞ୍ଜିନଯୁକ୍ତ ଗାଡ଼ି, ଆସିବ ବିଏସ୍-୬ ଗାଡ଼ି। ଜାଣନ୍ତୁ, ବିଏସ୍-୪ ଓ ବିଏସ୍-୬ ଇଞ୍ଜିନ ମଧ୍ୟରେ କ’ଣ ରହିଛି ଫରକ?
ଦେଶରେ ଚଳାଚଳ କରୁଥିବା ବିଭିନ୍ନ ଯାନବାହନର...





















