Science & Technology

ଇସ୍ରୋ ପକ୍ଷରୁ ଇଓଏସ୍‌-୦୮ ସାଟେଲାଇଟର ସଫଳ ଉତକ୍ଷେପଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସଫଳତାର ସହ ଉତକ୍ଷେପଣ କରିଛି ଆର୍ଥ ଅବଜରଭେସନ ସାଟେଲାଇଟ୍ ଇଓଏସ୍‌-୦୮। ଶୁକ୍ରବାର ସକାଳ ୯ଟା ୧୭ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ...

ଇସ୍ରୋ ପକ୍ଷରୁ ଆଇଆଇଟି ଭୁବନେଶ୍ଵରରେ ଭାରତୀୟ ମହାକାଶ ଦିବସ ଉପଲକ୍ଷେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ  ଆଇଆଇଟି ଭୁବନେଶ୍ଵରରେ ଭାରତୀୟ ମହାକାଶ ଦିବସ ଉପଲକ୍ଷେ ସ୍ଵତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଛି। ଜୁଲାଇ ୨୨ ଓ ୨୩ ତାରିଖରେ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଇସ୍ରୋର ସତୀଶ...

ବିଶ୍ଵବ୍ୟାପୀ ମାଇକ୍ରୋସଫ୍ଟ ସର୍ଭର ଠପ୍: ଭାରତ ସମେତ ବିଭିନ୍ନ ଦେଶରେ ବ୍ୟାଙ୍କିଂ ଓ ବିମାନ ସେବା ପ୍ରଭାବିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ବିଶ୍ଵରେ ମାଇକ୍ରୋସଫ୍ଟ କମ୍ପାନିର ସର୍ଭର ଠପ୍ ହୋଇ ଯାଇଛି। ଭାରତ ସମେତ ଅଷ୍ଟ୍ରେଲିଆ, ଜର୍ମାନୀ, ଆମେରିକା ଓ ବ୍ରିଟେନ ଭଳି ଅଧିକାଂଶ ଦେଶରେ ଏହାର ପ୍ରଭାବ ପଡ଼ିଛି। ମାଇକ୍ରୋସଫ୍ଟର ୱିଣ୍ଡୋଜ୍...

ଆଜିଠାରୁ ଭାରତରେ ସିମ୍ କାର୍ଡ ପୋର୍ଟିଂ ପାଇଁ ନୂଆ ନିୟମ ଲାଗୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ମୋବାଇଲ ସିମ୍ କାର୍ଡକୁ ନେଇ ସୋମବାରଠାରୁ ଲାଗୁ ହୋଇଛି ନୂଆ ନିୟମ। ସିମ୍ ପୋର୍ଟିଂ କ୍ଷେତ୍ରରେ ଏହି ନୂଆ ନିୟମ କାର୍ଯ୍ୟକାରୀ ହୋଇଛି। ଏନେଇ ଟେଲିକମ ରେଗୁଲେଟୋରି ଅଥରିଟି ଅଫ୍...

ଭାରତର ଆଧୁନିକ ଲଢ଼ୁଆ ବିମାନ ତେଜସ୍ ମାର୍କ-୧ଏର ସଫଳ ପରୀକ୍ଷଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ବାୟୁସେନାର ନୂଆ ଲଢ଼ୁଆ ବିମାନ ତେଜସ୍ ମାର୍କ-୧ଏ ସଫଳତାର ପ୍ରଥମ ଉଡ଼ାଣ ଭରିଛି। ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ (ଏଚଏଏଲ) ପକ୍ଷରୁ ଗୁରୁବାର ବେଙ୍ଗାଳୁରୁରେ ଏହାର ସଫଳ ପରୀକ୍ଷଣ କରାଯାଇଛି। ଏହି...

ରାଜ୍ୟର ଯୁବପିଢ଼ିଙ୍କ ଦକ୍ଷତାକୁ ବିଶ୍ଵସ୍ତରୀୟ କରିବ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା

ଅଭିଷେକ ରାୟ ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା ‘ଓଡ଼ିଶା ସ୍କିଲ୍ସ’ ୨୦୨୩-୨୪ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିଷୟରେ ଓଡ଼ିଶାର ଯୁବପିଢ଼ିଙ୍କୁ ସେମାନଙ୍କ ଦକ୍ଷତାର ପ୍ରଦର୍ଶନ କରିବା ସହ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଫଳିତ କରିବା...

ସିପେଟ୍ ଭୁବନେଶ୍ଵରରେ ‘ଗ୍ରୀନ୍ ଇକୋନୋମି ୱିଥ୍ ଗ୍ରୀନ୍ ପ୍ଲାଷ୍ଟିକ୍’ କାର୍ଯ୍ୟକ୍ରମ, ସମୃଦ୍ଧ ଭବିଷ୍ୟତ ପାଇଁ ସବୁଜ ପ୍ଲାଷ୍ଟିକକୁ ପ୍ରୋତ୍ସାହନ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=WlRXnrFe3KQ ପ୍ଲାଷ୍ଟିକ ଆମ ଜୀବନ ଏବଂ ବ୍ୟବସାୟର ଏକ ଅଭିନ୍ନ ଅଂଶ ପାଲଟିଛି ସତ ହେଲେ ଏହା ଆଜି ମନୁଷ୍ୟ ସମାଜ ଓ ପରିବେଶ ପାଇଁ ବିପଦ ସୃଷ୍ଟି କରିଛି। ତେବେ ସ୍ପଷ୍ଟ...

ରାଜ୍ୟସ୍ତରୀୟ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା ଆରମ୍ଭ: ୮ଟି ସ୍ଥାନରେ ୪୫ଟି ଦକ୍ଷତାରେ ଛାତ୍ରଛାତ୍ରୀଙ୍କ ଅନନ୍ୟ ପ୍ରଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ • ବିଶ୍ୱ ଦକ୍ଷତା କେନ୍ଦ୍ର ସହିତ ୮ଟି ସ୍ଥାନରେ ପ୍ରତିଯୋଗିତା• ପ୍ରାରମ୍ଭିକ ପର୍ଯ୍ୟାୟରେ ଭାଗନେଲେ ୭୦୦ରୁ ଅଧିକ ପ୍ରତିଯୋଗୀ• ୧୪ ତାରିଖରେ ହେବ ଚୂଡ଼ାନ୍ତ ପର୍ଯ୍ୟାୟ ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’...

କିଟ୍ ବିଶ୍ଵବିଦ୍ୟାଳୟରେ ‘ବ୍ଲୁ ଇକୋନୋମି ନାସନାଲ କନଫରେନ୍ସ’: ସମୁଦ୍ରକୁ ନେଇ ଅର୍ଥନୈତିକ ଅଭିବୃଦ୍ଧି ଉପରେ ହେଲା ମାନସମନ୍ଥନ

ଅଭିଷେକ ରାୟ ଭୁବନେଶ୍ଵର ସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ‘ବ୍ଲୁ ଇକୋନୋମି ନାସନାଲ କନଫରେନ୍ସ’। ଏହି ଦୁଇଦିନିଆ ସମ୍ମିଳନୀରେ ସମୁଦ୍ରକୁ ନେଇ ଅର୍ଥନୈତିକ ଅଭିବୃଦ୍ଧି ଉପରେ ବିଭିନ୍ନ ଆଲୋଚନା କରାଯାଇଥିଲା। ଓଡ଼ିଶା ବିଜ୍ଞାନ...

ପାଣିପାଗ ପୂର୍ବାନୁମାନ ହେବ ଆହୁରି ସହଜ, ଆଜି ଇସ୍ରୋ ଲଞ୍ଚ କରିବ ଇନସାଟ୍-୩ଡିଏସ୍ ସାଟେଲାଇଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶନିବାର ଲଞ୍ଚ କରିବାକୁ ଯାଉଛି ଇନସାଟ୍-୩ଡିଏସ୍ ସାଟେଲାଇଟ୍। ଏହା ଦ୍ଵାରା ପାଣିପାଗ ସମ୍ବନ୍ଧୀୟ ସୂଚନା ଜାଣିବା ଆହୁରି ସହଜ ହେବ। ଏହା ଇନସାଟ୍ ସିରିଜର...