History

ପାପଡାହାଣ୍ଡି ସହିଦ ସ୍ତମ୍ଭ ସହିଦଙ୍କ ତ୍ୟାଗର ମୂକ ସାକ୍ଷୀ: ସାଂସଦ ରମେଶ ଚନ୍ଦ୍ର ମାଝି

(ନବରଙ୍ଗପୁରରୁ କୁନା ପାତ୍ର): ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉଦ୍ଦେଶ୍ୟରେ ପାପଡାହାଣ୍ଡିଠାରେ ସହିଦ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଯୋଗଦେଇ ଇତିହାସକୁ ପରିବର୍ତ୍ତନ କରିବାର...

ସ୍ଵାଧୀନତା ପରେ ବି ଭାରତରେ ମିଶିନଥିଲା ଗୋଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋଆ, ଏହାର ସୁନ୍ଦର ବେଳାଭୂମି ଏହା ସମଗ୍ର ବିଶ୍ଵରେ ଜଣାଶୁଣା। ପ୍ରତିବର୍ଷ ଲକ୍ଷ ଲକ୍ଷ ବିଦେଶୀ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି। ୧୯୪୭ ମସିହାରେ ଭାରତ ଇଂରେଜଙ୍କ କବଳରୁ ମୁକ୍ତ ହୋଇଥିଲେ...

ଭାରତର ସ୍ୱାଧୀନତା ସଂଗ୍ରାମ ଓ ଆଜାଦ୍ ହିନ୍ଦ ଫୌଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୨୦୦ ବର୍ଷ ଧରି ଇଂରେଜମାନଙ୍କ ଶାସନ ପରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନ ହୋଇଥିଲା। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସା ନୀତିରେ...

ଦେଶ ସ୍ଵାଧୀନ ହେବା ଆଗରୁ ୧୯୦୬ରେ ହୋଇଥିଲା ପ୍ରଥମ ତ୍ରିରଙ୍ଗା ପତାକା ଉତ୍ତୋଳନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ସାରା ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ। ପ୍ରତିଥର ଭଳି ଏଥର ମଧ୍ୟ ତ୍ରିରଙ୍ଗା ଉତ୍ତୋଳନ ହୋଇଛି। ତେବେ ଆପଣ ଜାଣନ୍ତି କି ବର୍ତ୍ତମାନ ତ୍ରିରଙ୍ଗାର ଯେଉଁ ସ୍ୱରୂପ ରହିଛି,...

ସ୍ମୃତିର ସ୍ମାରକୀ ‘ସତୀଚଉରା’ର କାହାଣୀ

ବିଶ୍ଵଜିତ ସାହୁ ଐତିହ୍ୟର ସହର କଟକ। ହଜାରେ ବର୍ଷର ଇତିହାସ ଭିତରେ ଏ ସହର ସାଇତିଛି ଅନେକ ପୃଷ୍ଠା। ସେହିଭଳି ଏକ ପୃଷ୍ଠା ହେଉଛି ‘ସତୀଚଉରା’। ଏହା କଟକ ସହରର ସର୍ବପୁରାତନ ଶ୍ମଶାନ। ଏହିଠାରେ ଓଡ଼ିଶାର...

ଓଡ଼ିଶାରେ କଳା ଶିକ୍ଷା

କପିଳାସ ଭୂୟାଁ ଆଜିକା ଦିନରେ ଓଡ଼ିଶାରେ କଳା ଶିକ୍ଷା ବ୍ୟବସ୍ଥା ଏକ ଉନ୍ନତ ଅବସ୍ଥାରେ ପହଞ୍ଚିଛି ବୋଲି ନିର୍ଦ୍ଵନ୍ଦ୍ଵରେ କୁହାଯାଇପାରେ। ଖଲ୍ଲିକୋଟ ସରକାରୀ କଳା ମହାବିଦ୍ୟାଳୟ ସମେତ ରାଜ୍ୟ ରାଜଧାନୀ ଭୁବନେଶ୍ଵରରେ ସରକାରୀ...

ସ୍ମୃତିର ସ୍ମାରକୀ କଟକର ‘ସତୀଚଉରା’

ବିଶ୍ଵଜିତ ସାହୁ ଐତିହ୍ୟର ସହର କଟକ। ହଜାରେ ବର୍ଷର ଇତିହାସ ଭିତରେ ଏ ସହର ସାଇତିଛି ଅନେକ ପୃଷ୍ଠା। ସେହିଭଳି ଏକ ପୃଷ୍ଠା ହେଉଛି 'ସତୀଚଉରା'। ଏହା କଟକ ସହରର ସର୍ବପୁରାତନ ଶ୍ମଶାନ। ଏହିଠାରେ...

ଇତିହାସ ଆଇନାରେ ଜୟପୁର ଦଶହରା – ରୁପା ବିମାନରେ ବସି ୯ ଦିନ ସହର ପରିକ୍ରମା କରୁଥିଲେ ଦେବୀ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଜା ବିକ୍ରମଦେବ ନିଜ ରାଜଧାନୀ ଜୟପୁରକୁ ଆଣିବା ପରେ ସେଠାରେ ପ୍ରତିଷ୍ଠା ପାଇଲେ ଦେବୀ କନକଦୁର୍ଗା। ସେବେଠାରୁ ଦେବୀଙ୍କ ଆରାଧନା ସହ ଜୟପୁରରେ ପାଳିତ ହୋଇ ଆସୁଛି ଶାରଦୀୟ ଦଶହରା। ଶସ୍ତ୍ରପୂଜା...

ଦିନେ ମା’ କଟକ ଚଣ୍ଡୀଙ୍କ ପୀଠ ଥିଲା କନିକା ରାଜାଙ୍କ ମେଣ୍ଢାଶାଳ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ସହରର ଅତ୍ୟନ୍ତ ପ୍ରାଚୀନତମ ଓ ଐତିହାସିକ ପୀଠ ଭାବେ ମା’ କଟକଚଣ୍ଡୀଙ୍କ ପୀଠ ବେଶ୍‌ ପରିଚିତ। ପ୍ରାଚୀନଯୁଗରୁ କଟକର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ କଟକ ଚଣ୍ଡୀଙ୍କୁ ପୂଜା କରାଯାଏ।...

କଟକ ଦଶରା’ – ଚାନ୍ଦିମେଢ଼ର ଏମିତି ଥିଲା ଇତିହାସ, ଝଲସୁଥିଲା ପାର୍ବଣର ସହର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାର୍ବଣର ସହର କଟକରେ ଦଶହରା ଉତ୍ସବର ଏକ ସୁଦୀର୍ଘ ଇତିହାସ ରହିଛି। ଏହି ଐତିହ୍ୟ ସହରରେ ବହୁ କାଳରୁ ଚାଲିଆସୁଛି ଦେବୀ ପୂଜାର ପରମ୍ପରା। କଟକ ଦଶରା’, ଚାନ୍ଦିମେଢ଼ ପଛରେ ରହିଛି...