ବିଶ୍ୱରେ ପ୍ରତିଦିନ ନଷ୍ଟ ହେଉଛି ୧୪ ପ୍ରତିଶତ ଖାଦ୍ୟ: ଜାଣନ୍ତୁ କେମିତି କରିବେ ଏହାର ସଂରକ୍ଷଣ?

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ବିଶ୍ୱରେ ବିନା କାରଣରେ ବହୁତ ଅଧିକ ପରିମାଣର ଖାଦ୍ୟ ନଷ୍ଟ କରାଯାଉଛି। ସେଥିଯୋଗୁଁ ଆମର ପ୍ରାକୃତିକ ସମ୍ପଦ ଉପରେ ଏହାର କୁ-ପ୍ରଭାବ ପଡ଼ୁଛି। ଖାଦ୍ୟକୁ ଫିଙ୍ଗିବା ଦ୍ୱାରା କେବଳ ଖାଦ୍ୟ...

ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଜାତୀୟ ଅନୁବାଦକ ସମ୍ମିଳନୀ-୨୦୨୪ ଉଦଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ସୋମବାରଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ଜାତୀୟ ଅନୁବାଦକ ସମ୍ମିଳନୀ-୨୦୨୪। ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାରତୀୟ ଅନୁବାଦ ସାହିତ୍ୟର ମିଳିତ ସହଯୋଗରେ ସମ୍ମିଳନୀର ତୃତୀୟ ସଂସ୍କରଣ...

ହିଜବୁଲହାକୁ ନିପାତ କରିବା ଲକ୍ଷ୍ୟରେ ଇସ୍ରାଏଲ: ଲେବାନନରେ ଘନ ଘନ ଏୟାର ଷ୍ଟ୍ରାଇକ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲହାକୁ ନିପାତ କରିବା ଲକ୍ଷ୍ୟରେ ଇସ୍ରାଏଲ। ହିଜବୁଲହାର ଗଡ଼ ଲେବାନନର ରାଜଧାନୀ ବେରୁତର ଦକ୍ଷିଣ ପ୍ରାନ୍ତରେ ଘନଘନ ବୋମାମାଡ଼ରେ ବିଧ୍ୱସ୍ତ ହୋଇଛି। ଇସ୍ରାଏଲର ଏହି ଏୟାର ଷ୍ଟ୍ରାଇକରେ...

‘ପ୍ରଜାପତି’ ସାହିତ୍ୟ ଶାଖାର ସାରସ୍ୱତ ସମାବେଶ ଅନୁଷ୍ଠିତ: କଥାକାର ପ୍ରଦୋଷ ମିଶ୍ରଙ୍କୁ ମିଳିଲା ‘ଅକ୍ଷର କଥାକାର ସମ୍ମାନ-୨୦୨୪’

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରେ ‘ପ୍ରଜାପତି’ ସାହିତ୍ୟ ଶାଖା ପକ୍ଷରୁ ରବିବାର ‘ସାରସ୍ଵତ ସମାବେଶ’ ଆୟୋଜିତ ହୋଇଛି। ଏହି ବିଶେଷ କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ପ୍ରଦୋଷ ମିଶ୍ରଙ୍କୁ ‘ଅକ୍ଷର କଥାକାର...

ଦାୟିତ୍ଵ ନେଲେ ଟୁଇନ ସିଟିର ନୂଆ କମିଶନର ସୁରେଶ ଦେବଦତ୍ତ ସିଂହ

ଓଡ଼ିଶାଲାଇଭ୍ ବ୍ୟୁରୋ ଦାୟିତ୍ଵ ନେଲେ କଟକ-ଭୁବନେଶ୍ଵର ଟୁଇନ ସିଟିର ନୂଆ କମିଶନର ସୁରେଶ ଦେବଦତ୍ତ ସିଂହ। ସୋମବାର ଦିନ ପୂର୍ବତନ କମିଶନର ସଞ୍ଜୀବ ପଣ୍ଡା ତାଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି। ସୁରେଶ ଦେବଦତ୍ତ ସିଂହ ହେଉଛନ୍ତି...

ଭାରତରେ ନିମ୍ନମାନର ଔଷଧକୁ ନେଇ ଚିନ୍ତା: ୫୩ ପ୍ରକାର ଔଷଧ ଗୁଣବତ୍ତା ପରୀକ୍ଷାରେ ଫେଲ୍

ମିନତି ମିଶ୍ର ଭାରତରେ ନକଲି ଖାଦ୍ୟ, ନକଲି ତେଲ, ଘିଅ ପରେ ଏବେ ନକଲି ଔଷଧ ଆତଙ୍କ। ଏହା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ନକଲି ଏବଂ ନିମ୍ନମାନର ଔଷଧ ବଜାରରେ...

ଭରତପୁର ଥାନା ମାମଲା: ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭରତପୁର ଥାନା ମାମଲାର ସତ ଜଣାପଡ଼ିବ। ସୋମବାରଠାରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏନେଇ ଭୁବନେଶ୍ଵରସ୍ଥିତ ସର୍କିଟ ହାଉସଠାରେ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ...

ବାରିପଦାରେ ଆୟୋଜିତ ହେଲା ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାରିପଦାସ୍ଥିତ ମହାରାଣୀ ପ୍ରେମକୁମାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ...

ଗ୍ରେଟର ଭୁବନେଶ୍ୱର: କେମିତି ବଦଳିଲା ଓଡ଼ିଶା ରାଜଧାନୀର ରୂପରେଖ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=aBSpLsZm3EQ ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇଥିଲା। ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାପରେ ଏହାର ନୂଆ ରାଜଧାନୀକୁ ନେଇ ଜୋର ସୋରରେ ଚର୍ଚ୍ଚା ଚାଲିଥିଲା। ଦୀର୍ଘଦିନର ପ୍ରଶାସନିକ କସରତ...

ବାଲେଶ୍ଵର: ଫକୀରମୋହନ ବିଶ୍ଵବିଦ୍ୟାଳୟରେ ଉଦ୍ୟୋଗ ଦିବସ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପାଳିତ ହୋଇଛି ଉଦ୍ୟୋଗ ଦିବସ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଟି.ବି.ଆଇ ଓ ମହାବିଦ୍ୟାଳୟ ଉନ୍ନୟନ ପରିଷଦ ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ...