ପୁଣି କୋଭିଡ ଡର: ଆତଙ୍କିତ ନହୋଇ ସତର୍କ ରହିବାକୁ କେନ୍ଦ୍ରର ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଥରେ କୋଭିଡକୁ ନେଇ ଚିନ୍ତା ବଢ଼ିଛି। ଦେଶରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଲୋକଙ୍କ ମନରେ ଛନକା ପଶିଛି। କୋଭିଡର ନୂଆ ଭାରିଏଣ୍ଟ ଜେଏନ-୧ ଭାରତରେ ଚିହ୍ନଟ...

ରାଉରକେଲାରେ ଝାଡ଼ାବାନ୍ତି ସ୍ଥିତି ଅଣାୟତ୍ତ, ଆଜି ସ୍ଥିତି ଅନୁଧ୍ୟାନ କରିବେ ବରିଷ୍ଠ ପ୍ରଶାସନିକ ଅଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାରେ ଝାଡ଼ାବାନ୍ତି ସ୍ଥିତି ଅଣାୟତ ହେବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ...

ଶୀତରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୧୩ ସହର

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଓଡ଼ିଶାରେ ବଢ଼ୁଛି ଶୀତ। ଅଧିକାଂଶ ଅଞ୍ଚଳରେ ପ୍ରବଳ ଥଣ୍ଡାରେ ଥରୁଛନ୍ତି ରାଜ୍ୟବାସୀ। ମଙ୍ଗଳବାର ରାତିରେ ଓଡ଼ିଶାର ୧୩ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ୫ ଡିଗ୍ରୀ ସହ...

୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେନି ଡୋନାଲ୍ଡ ଟ୍ରମ୍ପ!

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାରେ ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ବଡ଼ ଝଟକା। ସେ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରିବା ଲାଗି ଅଯୋଗ୍ୟ ଘୋଷିତ ହୋଇଛନ୍ତି। ତାଙ୍କ...

ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ପ୍ରକଳ୍ପ: ସୋନପୁରରୁ ବଲାଙ୍ଗିର ମଧ୍ୟରେ ହେଲା ସ୍ପିଡ୍‌ ଟ୍ରାଏଲ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ପ୍ରକଳ୍ପର କାମ ଆଉ ପାଦେ ଆଗେଇଛି। ଏଥିରେ ସୋନପୁର ଜିଲ୍ଲାରେ ଗଡ଼ିଛି ଟ୍ରେନ। ଏହି ରେଳଲାଇନରେ ମଙ୍ଗଳବାର ସୋନପୁରରୁ ବଲାଙ୍ଗିରକୁ ସ୍ପିଡ୍‌ ଟ୍ରାଏଲ୍‌ କରାଯାଇଛି। ଏଥିରେ ଶୀଘ୍ର...

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଏଥିପାଇଁ ୪ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ମାର୍ଗଶିର ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀଜିଉଙ୍କ ବନକଲାଗି ନୀତି...

ଭୁବନେଶ୍ୱରରେ ୨୦୨୪ ଫେବ୍ରୁଆରିରେ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୨୦୨୪ ମସିହା ଫେବ୍ରୁଆରି ମାସରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ହେବ। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଐତିହ୍ୟ କ୍ୟାବିନେଟ ବୈଠକରେ...

ଓଡ଼ିଶାର ଯୁବପିଢ଼ିଙ୍କ କ୍ୟାରିୟର ସ୍ୱପ୍ନ ପୂରଣରେ ବିଶେଷ ସହାୟକ ହେଉଛି ବିଶ୍ୱ ଦକ୍ଷତା କେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ‘‘ବିଦେଶରେ ଏକ ପ୍ରତିଷ୍ଠିତ କମ୍ପାନିରେ ଚାକିରି କରିବା ମୋ’ ପାଇଁ ସ୍ୱପ୍ନ ଥିଲା। ହେଲେ ତାହା ଆଜି ସତ ହୋଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅତ୍ୟାଧୁନିକ ତାଲିମ ନେବା ଫଳରେ...

ସଂସଦ ସୁରକ୍ଷା ପ୍ରସଙ୍ଗରେ ହଟ୍ଟଗୋଳ, ଶୀତକାଳୀନ ଅଧିବେଶନରୁ ଏ ଯାଏଁ ନିଲମ୍ବିତ ହେଲେଣି ୧୪୧ ସାଂସଦ

ଓଡ଼ିଶାଲାଇଭ୍ ବ୍ୟୁରୋ ସଂସଦର ସୁରକ୍ଷା ଭଙ୍ଗ ପ୍ରସଙ୍ଗକୁ ନେଇ ଦେଶରେ ଏଯାଏଁ ରାଜନୈତିକ ଉଷ୍ମତା ଲାଗି ରହିଛି। ଏହି ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିବୃତି ଦାବିରେ ଉଭୟ ‌ଲୋକସଭା ଏବଂ ରାଜ୍ୟସଭାରେ ବିରୋଧୀ ସାଂସଦଙ୍କ...

ରାଉରକେଲାରେ ଝାଡ଼ାବାନ୍ତି ମୃତ୍ୟୁ ପଛରେ କଲେରା ଜୀବାଣୁ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ମାର୍ଟସିଟି ରାଉରକେଲାରେ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଛି। ଏଠାରେ ଝାଡ଼ାବାନ୍ତିରେ ମୃତ୍ୟୁ ପଛରେ କଲେରା ଜୀବାଣୁ ଥିବା ସ୍ପଷ୍ଟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଉରକେଲା ଆଇଜିଏଚ ସୁପରିଟେଣ୍ଡେଣ୍ଟ ସୁଧା...