ଆଇପିଏଲ୍ ଇତିହାସର ସବୁଠୁ ଦାମୀ ଖେଳାଳି ହେଲେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚଲ୍ ଷ୍ଟାର୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ ୨୦୨୪ ପାଇଁ ମଙ୍ଗଳବାର ଦୁବାଇରେ ଚାଲିଛି ଖେଳାଳି ନିଲାମ। ୩୩୨ ଖେଳାଳିଙ୍କୁ ନେଇ ହେଉଥିବା ଏହି ନିଲାମ ପ୍ରକ୍ରିୟାରେ ଭାଗ ନେଇଛନ୍ତି ଆଇପିଏଲର ୧୦ଟି ଦଳ। ଏ ଯାଏଁ ଚାଲିଥିବା...

ଶୀତରେ ଥରୁଛି ଓଡ଼ିଶା, ଜି.ଉଦୟଗିରିରେ ରାତି ତାପମାତ୍ରା ୬.୫ ଡିଗ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପାରଦ ତଳକୁ ଖସୁଥିବାରୁ ଓଡ଼ିଶାରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟର ସବୁଠାରୁ ଶୀତୁଆ ସହର ପାଲଟିଛି ଜି.ଉଦୟଗିରି। ସୋମବାର ରାତିରେ ଜି.ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ଵର...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଦିନିକିଆ, ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବା ଦିନିକିଆ କ୍ରିକେଟ ସିରିଜର ଦ୍ଵିତୀୟ ମ୍ୟାଚ। ଅଧିନାୟକ କେଏଲ୍‌ ରାହୁଲଙ୍କ ନେତୃତ୍ଵରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ପ୍ରଥମ ମ୍ୟାଚରେ ଆକର୍ଷଣୀୟ ବିଜୟ ହାସଲ...

ଆଜିଠୁ ୫ ଦିନିଆ ରିମାଣ୍ଡରେ କଶ୍ମୀରର ମୋଷ୍ଟ ଓ୍ଵାଣ୍ଟେଡ ଈଶାନ ବୁଖାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋଲିବ ଯାଜପୁରରୁ ଗିରଫ ହୋଇଥିବା କଶ୍ମୀରର ମୋଷ୍ଟ ଓ୍ଵାଣ୍ଟେଡ ଈଶାନ ବୁଖାରୀର ରହସ୍ୟ। କ୍ରାଇମବ୍ରାଞ୍ଚ ଏସଟିଏଫ ମଙ୍ଗଳବାରଠାରୁ ଈଶାନ ବୁଖାରୀଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ କରିବ। ସୋମବାର ଦିନ ସନ୍ଦିଗ୍ଧ...

ଆଜି ନୂଆଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ଚତୁର୍ଥ ବୈଠକ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣନୀତି!

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀରେ ମଙ୍ଗଳବାର ହେବାକୁ ଯାଉଛି ଇଣ୍ଡିଆ ମେଣ୍ଟର ଚତୁର୍ଥ ବୈଠକ। ଦୀର୍ଘ ସାଢ଼େ ୩ ମାସ ପରେ ଏକାଠି ହେଉଛନ୍ତି ବିରୋଧୀ ଦଳର ପ୍ରମୁଖ ନେତା। ୨୦୨୪ ସାଧାରଣ ନିର୍ବାଚନ ପାଇଁ...

ରାଉରକେଲାରେ ଥମୁନି ଝାଡ଼ାବାନ୍ତି, ମୃତକଙ୍କ ସଂଖ୍ୟା ୯କୁ ବଢ଼ିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାରେ ବ୍ୟାପିଥିବା ଝାଡ଼ାବାନ୍ତି ଥମିବାର ନାଁ ଧରୁନି। ସୋମବାର ଏଥିରେ ଆକ୍ରାନ୍ତ ହୋଇ ପୁଣି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୪ ଦିନ ମଧ୍ୟରେ ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଲାଣି।...

ରେଳବାଇର ପଶ୍ଚିମ କେନ୍ଦ୍ରୀୟ ଜୋନରେ ୩୦୧୫ଟି ଆପ୍ରେଣ୍ଟିସ ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଜାନୁଆରି ୧୪

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳବାଇର ପଶ୍ଚିମ କେନ୍ଦ୍ରୀୟ ଜୋନରେ (ଡବ୍ଲୁସିଆର) ଅନେକ ଆପ୍ରେଣ୍ଟିସ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ପଶ୍ଚିମ କେନ୍ଦ୍ରୀୟ ଜୋନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୩,୦୧୫ଟି ପଦବୀ...

ପୁଣି ଚିନ୍ତା ବଢ଼ାଇଲାଣି କୋଭିଡ, ସତର୍କ ରହିବାକୁ କେନ୍ଦ୍ରର ପରାମର୍ଶ  

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି କୋଭିଡକୁ ନେଇ ଚିନ୍ତା ଆରମ୍ଭ ହୋଇଛି। ସୋମବାର ଦିନ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁସାରେ ଦେଶରେ ୩୩୫ ଜଣଙ୍କଠାରେ କୋଭିଡର ନୂଆ ଭାରିଏଣ୍ଟ ଚିହ୍ନଟ...

ଡିସେମ୍ବର ୨୨ରେ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେବ ଶୁଭସ୍ତମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୨୦୨୪ ମସିହା ଜାନୁଆରି ୧୫ ତାରିଖରୁ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏଥିଲାଗି ଡିସେମ୍ବର ୨୨ ତାରିଖରେ ସ୍ଥାପନ ହେବ ଶୁଭମ୍ତମ୍ଭ। ବରଗଡ଼ର ହାଟପଦାସ୍ଥିତ ଧନୁଯାତ୍ରା ସଞ୍ଚାର ମଣ୍ଡଳୀ...

ଓମ୍ବାଡସି ସହାୟତାରେ ସୁନ୍ଦରଗଡ଼ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ କ୍ୟାରିୟର ସ୍ୱପ୍ନ ପୂରଣ ପାଇଁ ସ୍କୁଲ ଶିକ୍ଷାରେ ରୂପାନ୍ତରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ବିଭିନ୍ନ ସରକାରୀ ହାଇସ୍କୁଲର ରୂପରେଖ ବଦଳୁଛି। (ସୁନ୍ଦରଗଡ଼): ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତର କ୍ୟାରିୟର ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ...