ଏସିଆନ ପାରା ଗେମ୍ସ: ଦୃଷ୍ଟିବାଧିତ ଚେସରେ ସ୍ଵର୍ଣ୍ଣ ଜିତିଲେ ଓଡ଼ିଆ ପୁଅ ସୌନ୍ଦର୍ଯ୍ୟ ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନର ହାଙ୍ଗଝୌଉରେ ଚାଲିଥିବା ଏସିଆନ ପାରା ଗେମ୍ସରେ ସ୍ଵର୍ଣ୍ଣ ଜିତିଛନ୍ତି ଓଡ଼ିଆ ପୁଅ ସୌନ୍ଦର୍ଯ୍ୟ ପ୍ରଧାନ। ସେ ପ୍ରତିଯୋଗିତାର ଦୃଷ୍ଟିବାଧିତ ଚେସ ଇଭେଣ୍ଟରେ ସ୍ଵର୍ଣ୍ଣ ପଦକ ସହ ଏକ ରୌପ୍ୟ ପଦକ...

ଆଜି କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ହେବ ସ୍ଵତନ୍ତ୍ର ନୀତିକାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି କୁମାର ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ରଗ୍ରହଣ। ଏହି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ଶନିବାର ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଗ୍ରହଣ ଆରମ୍ଭ ହେବାର ୯ ଘଣ୍ଟା ପୂର୍ବରୁ ଶ୍ରୀମନ୍ଦିରରେ...

ଭାରତୀୟ ଗୁଇନ୍ଦା ବିଭାଗରେ ୬୭୭ଟି ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ନଭେମ୍ବର ୧୩ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧିନରେ ଥିବା ଭାରତୀୟ ଗୁଇନ୍ଦା ବିଭାଗ (ଆଇବି) ପକ୍ଷରୁ ମଲ୍ଟି ଟାସ୍କିଂ ଷ୍ଟାଫ’ ଓ ‘ସୁରକ୍ଷା ସହାୟକ (ଡ୍ରାଇଭର)’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି।...

ଓଡ଼ିଶାରେ ଷ୍ଟ୍ରୋକ ମୃତ୍ୟୁ ସଂଖ୍ୟା କମାଇବା ଲାଗି ଆଇଏଫ୍‌ଆଇ ଫାଉଣ୍ଡେସନ ପକ୍ଷରୁ ବିଶେଷ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଷ୍ଟ୍ରୋକ ସମ୍ପର୍କରେ ଘରେ ଘରେ ସଚେତନତାର ବାର୍ତ୍ତା ପହଞ୍ଚିବା ଦରକାର - ମେୟର ଷ୍ଟ୍ରୋକ ନିୟନ୍ତ୍ରଣ, ପ୍ରତିଷେଧକ ଓ ପରିଚାଳନା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ - ସ୍ୱାସ୍ଥ୍ୟ ନିର୍ଦେଶକ (ଭୁବନେଶ୍ୱର): ବ୍ରେନ୍‌ ଷ୍ଟ୍ରୋକ...

ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ‘ଫ୍ଲୋରିଆ’ ପକ୍ଷରୁ ପାଳନ ହେଲା ଦୁର୍ଗାପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ (ଫ୍ଲୋରିଡା): ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ‘ଫ୍ଲୋରିଆ’ ପକ୍ଷରୁ ଧୁମଧାମର ସହ ପାଳନ ହୋଇଯାଇଛି ଦୁର୍ଗାପୂଜା। ଆମେରିକାର ଦକ୍ଷିଣପୂର୍ବରେ ଥିବା ଫ୍ଲୋରିଡା ରାଜ୍ୟର ଟାମ୍ପା ସହରରେ ମା’ଙ୍କ ଆରାଧନା କରିଛନ୍ତି ପ୍ରବାସୀ ଓଡ଼ିଆ। ଏଠାରେ...

ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ, ଡିସେମ୍ବର ୯ ଯାଏଁ କରିହେବ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ କାର୍ଯ୍ୟ। ଆସନ୍ତା ୨୦୨୪ ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ ପାଇଁ ଶୁକ୍ରବାର ଦିନଠାରୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଆସନ୍ତା...

ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ସ୍ଵରୂପ ନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ପରଲୋକରେ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ସ୍ଵରୂପ ନାୟକ। ଦୀର୍ଘଦିନ ଧରି ସେ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଦିନ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗ ଓଡ଼ିଶା...

ସ୍କ୍ରବ ଟାଇଫସ୍‌କୁ ନେଇ କେନ୍ଦ୍ରୀୟ ଟିମ୍‌ର ପ୍ରାଥମିକ ରିପୋର୍ଟ: ବାହ୍ୟ ମଳତ୍ୟାଗ ଓ ଖାଲି ପାଦରେ ବୁଲିବା ସଂକ୍ରମଣର...

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାରେ ମଳତ୍ୟାଗ କରିବା, ଘାସରେ ଶୋଇବା, ବସିବା ଏବଂ ଖାଲିପାଦରେ ବୁଲିବା ସ୍କ୍ରବ ଟାଇଫସ୍ ସଂକ୍ରମଣର ମୁଖ୍ୟ କାରଣ ବୋଲି କେନ୍ଦ୍ରୀୟ ଟିମ୍‌ର ପ୍ରାଥମିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଆହୁରି ମଧ୍ୟ...

କଟକ ଐତିହାସିକ ବାଲିଯାତ୍ରା ପାଇଁ ଅକ୍ଟୋବର ୩୦ରୁ ଆରମ୍ଭ ହେବ ପ୍ଲଟ ବୁକିଂ ପ୍ରକ୍ରିୟା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ଐତିହାସିକ ବାଲିଯାତ୍ରା ଆସନ୍ତା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହା ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଅକ୍ଟୋବର ୩୦ରୁ ଆରମ୍ଭ ହେବ ପ୍ଲଟ...

ଆଜି ଓଡ଼ିଶାରୁ ବିଦାୟ ନେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଓଡ଼ିଶାରୁ ବିଦାୟ ନେବେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ। ରାଜ୍ୟପାଳ ଭାବେ ଶୁକ୍ରବାର ହେଉଛି ତାଙ୍କର ଶେଷ କାର୍ଯ୍ୟ ଦିବସ। ତାଙ୍କ ପରେ ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଝାଡ଼ଖଣ୍ଡର...