ଛତିଶଗଡ଼: ଆଇଇଡି ବିସ୍ଫୋରଣରେ ଏଏସପି ଆକାଶ ରାଓ ଗିରିପୁଞ୍ଜେ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ ସୁକୁମା ଜିଲ୍ଲାର କୋଣ୍ଟା-ଏରାବୋରା ରାସ୍ତାରେ ମାଓବାଦୀ ବିଛାଇଥିବା ଆଇଇଡି ବିସ୍ଫୋରଣରେ ଏଏସପି ଆକାଶ ରାଓ ଗିରିପୁଞ୍ଜେ ସହିଦ ହୋଇଛନ୍ତି। ଏହି ବିସ୍ଫୋରଣରେ କୋଣ୍ଟା ଟିଆଇ ଓ ଏସଡିପିଓ ଏବଂ ଅନ୍ୟ...

ଭୁବନେଶ୍ଵରରେ ପାଳିତ ହେଲା ବିଶ୍ୱ ପରିବେଶ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ (କୃଷ୍ଣ କୁମାର ମହାନ୍ତି): ‘କଳିଙ୍ଗ ଆଡଭାନ୍ସ ଚାରିଟେବୁଲ ଟ୍ରଷ୍ଟ’ ଓ ‘ସେଭ୍‌ ଏନଭାୟରନମେଣ୍ଟ, ସେଭ୍‌ ଗ୍ଲୋବ୍’ର ମିଳିତ ପ୍ରୟାସରେ ଭୁବନେଶ୍ଵରଠାରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି...

ଏନଡିଏର ପ୍ରଥମ ବ୍ୟାଚର ୧୭ ସଫଳ ମହିଳା କ୍ୟାଡେଟ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/I9_9Fj10UDE ଭାରତୀୟ ସଶସ୍ତ୍ର ବାହିନୀରେ ମହିଳାଙ୍କ ପାଇଁ ଏକ ଐତିହାସିକ ଅଧ୍ୟାୟ ଆରମ୍ଭ ହୋଇଛି। ପୁନେର ଜାତୀୟ ପ୍ରତିରକ୍ଷା ଏକାଡେମୀ ବା ଏନଡିଏର ୧୪୮ତମ କୋର୍ସରେ ପ୍ରଥମ ମହିଳା ବ୍ୟାଚରେ ୧୭ ଜଣ...

କଟ୍ରାରୁ ଶ୍ରୀନଗରକୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ କଟ୍ରାରୁ ଶ୍ରୀନଗରକୁ ଗଡ଼ିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଏହାର ଶୁଭାରମ୍ଭ କରିଥିବା ବେଳେ ଆଜି, ଶନିବାର ସକାଳେ କଟ୍ରାରୁ ଯାତ୍ରୀଙ୍କୁ ଧରି ଶ୍ରୀନଗରକୁ ଯାତ୍ରା...

ଓଡ଼ିଶାରେ ଜୁନ ୧୨ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ!

ଓଡ଼ିଶାଲାଇଭ୍ ବ୍ୟୁରୋ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରୁ ମିଳିବ ସାମାନ୍ୟ ଆଶ୍ଵସ୍ତି। ଜୁନ ୧୨ ତାରିଖ ଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଓ୍ଵାର୍ଣ୍ଣିଂ ଜାରି...

ଆଧାର ଅପବ୍ୟବହାର ହେଉଛି କି ନାହିଁ କିପରି ଯାଞ୍ଚ କରିବେ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/Aj21wd9VK0c ଆଧାର ନମ୍ବର ଏବେ ସବୁକ୍ଷେତ୍ରରେ ବାଧ୍ୟତାମୂଳକ ହୋଇଗଲାଣି। ବ୍ୟାଙ୍କ ଖାତାରେ ଆଧାର ସଂଯୋଗ ନଥିଲେ କୌଣସି କାରବାର କରିବା ଖୁବ କଷ୍ଟକର। ଏପରି ସ୍ଥିତିରେ ଆଧାରର ଅପବ୍ୟବହାର ମଧ୍ୟ ବୃଦ୍ଧି ପାଉଛି।...

‘କହ୍ନେଇ କଥା ପୁରସ୍କାର’ ପାଇବେ ଗାଳ୍ପିକ ସରୋଜ ବଳ

 ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ଵରଠାରେ ଜୁନ ୨୫ ତାରିଖରେ ଅନୁଷ୍ଠିତ ହେବ କହ୍ନେଇଲାଲ ଦାସ ଜୟନ୍ତୀ ସମାରୋହ। ଏହି ଅବସରରେ ଯୁବପିଢ଼ିର ପ୍ରମୁଖ କଥାକାର ଭାବେ ସ୍ଵତନ୍ତ୍ର ସ୍ଥାନ ଅଧିକାର...

ବସ୍‌ ତୁଳନାରେ କାହିଁକି ଟ୍ରେନ ଭଡ଼ା କମ୍ ହୋଇଥାଏ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/ezV8ipLEZ1Y ଦୂର ଯାତ୍ରା ପାଇଁ ଲୋକେ ସାଧାରଣତଃ ଟ୍ରେନକୁ ଅଧିକ ପସନ୍ଦ କରନ୍ତି। କାରଣ ଟ୍ରେନର ଭଡ଼ା ଅନ୍ୟ ଯାତାୟାତ ମାଧ୍ୟମ ତୁଳନାରେ କମ୍ ଓ ସୁବିଧାଜନକ ହୋଇଥାଏ। ଟ୍ରେନରେ ସ୍ଲିପର ଓ...

ମୟୂରଭଞ୍ଜ ଜିଲ୍ଲା ପରିବେଶ ସମିତି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ପରିବେଶ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ବାରିପଦା ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ...

ବାଲେଶ୍ଵର: ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ କର୍ମଶାଳା ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକମାନଙ୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଯୋଗ ଦେଇଥିବା...