ଭୁବନେଶ୍ୱରରେ ୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପ୍ ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଆରମ୍ଭ ହୋଇଛି ୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପ୍। ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜନ କରାଯାଇଥିବା...

କାଲିଠୁ ଅଚଳ ହେବ ୨ ହଜାର ଟଙ୍କିଆ ନୋଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆରବିଆଇର ପୂର୍ବ ନିଷ୍ପତ୍ତି ଅନୁସାରେ ସେପ୍ଟେମ୍ବର ୩୦ ଅର୍ଥାତ ଆଜି ଦିନକ ପରେ ଆଉ ବଜାରରେ ଚଳିବ ନାହିଁ ୨ ହଜାର ଟଙ୍କିଆ ନୋଟ କାଲିଠୁ ଆଉ ଚଳିବନି ୨ ହଜାର ଟଙ୍କିଆ...

ଓଏସଏସସି ପକ୍ଷରୁ ୨୪ଟି ‘ଫାର୍ମାସିଷ୍ଟ’ ପଦବୀରେ ନିଯୁକ୍ତି ପାଇଁ ସୁଯୋଗ, ଆଜି ସରିବ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସବୋର୍ଡିନେଟ୍ ଷ୍ଟାଫ ସିଲେକସନ କମିଶନ (ଓଏସଏସସି) ପକ୍ଷରୁ ୨୪ଟି ‘ଫାର୍ମାସିଷ୍ଟ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓଡ଼ିଶା କାରାଗାର ବିଭାଗ ଏବଂ କଟକ ସ୍ଥିତ ପ୍ରିଣ୍ଟିଂ ନିର୍ଦେଶାଳୟରେ...

‘ହେ ଚକାନୟନ’ ମତେ ପରିଚୟ ଦେଇଛି – ଶାନ୍ତିଲତା ବାରିକ ଛୋଟରାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=56gOcX2Ok1I] ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାରରେ ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ ଛୋଟରାୟ। ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ମିଠାପଣ...

କୋରାପୁଟର କେସେଲା ଘାଟିରୁ ଖସିଲା ବାଇକ୍, ୩ ଜଣଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ଲଙ୍ଗୋଲବେଡ଼ା ପଞ୍ଚାୟତ ନିକଟ କେସେଲା ଘାଟିରୁ ଏକ ବାଇକ୍ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ଆନ୍ଧ୍ରପ୍ରଦେଶର...

‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ, ଅକ୍ଟୋବର ୧୦ରେ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆସନ୍ତା ଅକ୍ଟୋବର ମାସ ୧୦ ତାରିଖରେ ସାରା ରାଜ୍ୟରେ ବସ୍ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି ଘରୋଇ ବସ୍ ମାଲିକ ସଂଘ। ଆସନ୍ତା ଅକ୍ଟୋବର...

ଭାରତରେ ସଡ଼କ ଦୁର୍ଘଟଣାର ସାଂଘାତିକ ସ୍ଥିତି, ପ୍ରଭାବିତ ହେଉଛି ଲୋକଙ୍କ ଜୀବନ

ଭାସ୍କର ପରିଚ୍ଛା   ବିଗତ କିଛି ବର୍ଷ ଧରି ସମଗ୍ର ଭାରତରେ ସଡ଼କ ଦୁର୍ଘଟଣାର ସଂଖ୍ୟା ବଢ଼ିଚାଲିଛି। ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଭଳି ବଡ଼ ବଡ଼ ରାଜ୍ୟ ସହ ଓଡ଼ିଶା ଭଳି ରାଜ୍ୟରୁ ମଧ୍ୟ...

ସେ ସମୟରେ ଝିଅମାନଙ୍କୁ ଗୀତ ଗାଇବା ବାରଣ ଥିଲା – ଶାନ୍ତିଲତା ବାରିକ୍

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=QELrq7_E2_0] ପିଲାଟି ବେଳରୁ ସଙ୍ଗୀତ ପ୍ରେମରେ ପଡ଼ିଥିଲେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ। କିନ୍ତୁ ତାଙ୍କୁ ସଙ୍ଗୀତ ଶିକ୍ଷା ପାଇଁ ପିଲାବେଳେ ମିଳିନଥିଲା ସୁଯୋଗ। ଏଥିରେ ସେ ହାର ମାନିନଥିଲେ ବାରମ୍ବାର...

ପୁଣି ୫ ଦିନ ଭିଜିବ ଓଡ଼ିଶା, ଆଜି ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଭିଜିବ ଓଡ଼ିଶା। ଆଗାମୀ ୫ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ ୨୪...

ବୌଦ୍ଧ ନଗରରେ ମହାନଦୀ ଆଳତୀ ସହ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୌଦ୍ଧ ଗ୍ରାମୀଣ ୬ ନମ୍ବର ମଣ୍ଡଳ ଏବଂ ବୌଦ୍ଧ ନଗର ୧୦ ନମ୍ବର ମଣ୍ଡଳର ବିଭିନ୍ନ ଗ୍ରାମ ବୁଲି କେନ୍ଦ୍ର ସରକାରଙ୍କ...