ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ଟ୍ରେଡରେ ସେପ୍ଟେମ୍ବର ସେସନ ପାଇଁ ନାମଲେଖା
ଓଡ଼ିଶାଲାଇଭ୍ ବ୍ୟୁରୋ
ସେପ୍ଟେମ୍ବର ସେସନ ଲାଗି ମୋଟ ୭ଟି ବିଷୟରେ ନାମଲେଖା ପାଇଁ ଘୋଷଣା
ଅନଲାଇନ ମାଧ୍ୟମରେ ପ୍ରବେଶିକା ପରୀକ୍ଷା ଲାଗି ଆବେଦନର ଶେଷ ତାରିଖ ଅଗଷ୍ଟ ୧୫
ଅତ୍ୟାଧୁନିକ ପାଠ୍ୟକ୍ରମ ଓ...
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ସୁପାରିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋଲିବ ଶ୍ରୀମନ୍ଦିରର ରତ୍ନଭଣ୍ଡାର। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି। ଏହାପୂର୍ବରୁ ଏଏସଆଇ ଦ୍ୱାରା ରତ୍ନଭଣ୍ଡାରର ଯାଞ୍ଚ କରାଯିବ।...
୬ ସପ୍ତାହ ମଧ୍ୟରେ ଏଏସଓ ପରୀକ୍ଷାର ଚୟନ ପ୍ରକ୍ରିୟା ସାର – ଓଡ଼ିଶା ହାଇକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ହାଇକୋର୍ଟ ୬ ସପ୍ତାହ ମଧ୍ୟରେ ଏଏସଓ ପରୀକ୍ଷାର ଚୟନ ପ୍ରକ୍ରିୟା ସାରିବାକୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ ନିର୍ଦେଶ ଦେଇଛନ୍ତି। ଶୁକ୍ରବାର ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ଶୁଣାଣି କରି...
ବଢ଼ୁଛି ହୀରାକୁଦ ଜଳସ୍ତର, ସନ୍ଧ୍ୟା ସୁଦ୍ଧା ଖୋଲିବ ୧୦ଟି ଗେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଗୁରୁବାର ଦିନ ୨ଟି ଗେଟ ଖୋଲା ଯାଇଥିବାବେଳେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଆଉ ୧୦ଟି ଗେଟ ଖୋଲାଯିବ। ଏ ନେଇ ସୂଚନା...
ଲଗାଣ ବର୍ଷା ପରେ ଓଡ଼ିଶାରେ ବନ୍ୟା: ୧୫ ଜିଲ୍ଲାର ଦେଢ଼ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଲଗାଣ ବର୍ଷା ପରେ ଏବେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀ, ବୈତରଣୀ ଓ ବ୍ରାହ୍ମଣୀ ଭଳି ରାଜ୍ୟର ବଡ଼ ନଦୀରେ ଜଳସ୍ତର ବଢ଼ିଛି। ଏହା ଫଳରେ...
୨୦୨୪ ନିର୍ବାଚନ ପାଇଁ ରଣନୀତି: ଓଡ଼ିଶା ବିଜେପି ଗଠନ କଲା ନୂଆ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ବିଜେପି ପକ୍ଷରୁ ୩୫ ଜଣିଆ ନୂଆ ଟିମ୍ ଘୋଷଣା
ଟିମରେ ୧୦ ଉପସଭାପତି ଏବଂ ୫ ସାଧାରଣ ସମ୍ପାଦକ ସାମିଲ
ଦଳ ପକ୍ଷରୁ ବିଭିନ୍ନ ମୋର୍ଚ୍ଚା ସଭାପତିଙ୍କ ନାଁ...
ଆଇବିପିଏସ୍ ପକ୍ଷରୁ ‘ବ୍ୟାଙ୍କିଂ ପିଓ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଅଗଷ୍ଟ ୨୧
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ବିଭିନ୍ନ ବ୍ୟାଙ୍କରେ ଅନେକ ବ୍ୟାଙ୍କିଂ ପ୍ରୋବେସନାରି ଅଫିସର (ପିଓ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ୩ ହଜାର ୪୯ଟି ପଦବୀ ପୂରଣ ପାଇଁ ଇନ୍ସଷ୍ଟିଚ୍ୟୁଟ୍ ଅଫ...
ବନ୍ୟା ଭୟ: ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାକୁ ହାଇ ଆଲର୍ଟ ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ୧୨ଟି ଜିଲ୍ଲାର ୮୨ଟି ବ୍ଲକର ୨୬୪ଟି ପଞ୍ଚାୟତ ଅନ୍ତର୍ଗତ ୪୮୧ଟି ଗାଁ ପ୍ରଭାବିତ ହୋଇଛି। ବର୍ଷା ଛାଡ଼ିଲେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ...
ଦିଲ୍ଲୀ ସେବା ବିଲ୍ ଲୋକସଭାରେ ପାରିତ, ସମର୍ଥନ କଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ସେବା ବିଲ୍ ଗୁରୁବାର ଲୋକସଭାରେ ପାରିତ ହୋଇଛି। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଏବଂ ହୋହଲ୍ଲା ମଧ୍ୟରେ ଏହି ବିଲ୍ ପାରିତ ହୋଇଥିଲା। ଏହି ବିଲକୁ ବିଜେଡି ପକ୍ଷରୁ ସମର୍ଥନ କରାଯାଇଛି।...
ଖୋଲିଲା ମାର୍କେଟ ବିଲ୍ଡିଂ, ସୋ’ରୁମ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୧୭ ଦିନ ପରେ ଗୁରୁବାର ଦିନ ଖୋଲିଲା ଭୁବନେଶ୍ଵର ୟୁନିଟ-୨ ମାର୍କେଟ ବିଲ୍ଡିଂ। ହେଲେ ଖୋଲିଲାନି ସୋ’ରୁମ। ମାର୍କେଟ ବିଲ୍ଡିଂର ସ୍ଥାୟୀ ଓ ଉଠା ଦୋକାନୀଙ୍କ ମଧ୍ୟରେ ଲାଗି ରହିଥିବା...





















