ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ, ଡିସେମ୍ବର ସୁଦ୍ଧା ସରିବ ବାକି ୧୭୭୧ ହାଇସ୍କୁଲର କାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଚତୁର୍ଥ ପର୍ଯ୍ୟାୟ ୨୦୨୩ ଡିସେମ୍ବର ମାସ ସୁଦ୍ଧା ଶେଷ ହେବ। ଏହି ପର୍ଯ୍ୟାୟରେ ରାଜ୍ୟରେ ବାକିଥିବା ଆଉ ୧ ହଜାର ୭୭୧ଟି ହାଇସ୍କୁଲର ରୂପାନ୍ତରଣ...
ଭାରତୀୟ ରେଳବାଇର ପଶ୍ଚିମ ଜୋନରେ ୩୬୨୪ଟି ଆପ୍ରେଣ୍ଟିସ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଜୁଲାଇ ୨୬ ଶେଷ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଳବାଇ ପକ୍ଷରୁ ପଶ୍ଚିମାଞ୍ଚଳ ରେଳ (ଡବ୍ଲୁଆର) ଡିଭିଜନରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଉତ୍ତରପୂର୍ବାଞ୍ଚଳ ଡିଭିଜନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୩୬୨୪ଟି ପଦବୀ ପୂରଣ...
ସିଙ୍ଗାପୁରରୁ ୬ ମାସିଆ ‘ପେଡ୍-ଇଣ୍ଟର୍ଣ୍ଣସିପ୍’ କରି ଓଡ଼ିଶା ଫେରିଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ସଫଳତାର ସହ ୬ ମାସିଆ ‘ପେଡ୍ ଇଣ୍ଟର୍ଣ୍ଣସିପ୍’ ଶେଷକରି ଓଡ଼ିଶା ଫେରିଛନ୍ତି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀ। ଭୁବନେଶ୍ୱରରେ ପହଞ୍ଚିବା ପରେ...
ସନ୍ତାନ ଜନ୍ମରେ କ’ଣ ରହିଛି ଆଇଭିଏଫ୍ର ଭୂମିକା?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=76mxmeZm7AI]
ବିବାହ ପରେ ସମସ୍ତେ ସନ୍ତାନଟିଏ ଚାହିଁଥାନ୍ତି। ଅନେକ ସମୟରେ ଗର୍ଭଧାରଣରେ ସମସ୍ୟା ଯୋଗୁଁ କେତେକ ଦମ୍ପତି ସନ୍ତାନ ସୁଖରୁ ବଞ୍ଚିତ ହୁଅନ୍ତି। ଏବେ ଏହି ସମସ୍ୟାର ସମାଧାନ ଆସିଯାଇଛି।...
ରାୟଗଡ଼ା ଜିଲ୍ଲାକୁ ‘ଭୂମି ସମ୍ମାନ-୨୦୨୩’ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଅଧୁନିକୀକରଣ କାର୍ଯ୍ୟକ୍ରମର ଲକ୍ଷ୍ୟ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାୟଗଡ଼ା ଜିଲ୍ଲାକୁ ମିଳିଛି ‘ଭୂମି ସମ୍ମାନ-୨୦୨୩’ ପୁରସ୍କାର।
ମଙ୍ଗଳବାର...
ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ସିବିଆଇ କୋର୍ଟରେ ହାଜର ହେବାକୁ ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟଙ୍କ ନିର୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲକାମେଲିଂ ମାମଲାରେ ସିବିଆଇ କୋର୍ଟରେ ହାଜର ହେବା ଲାଗି ବୁଧବାର ଦିନ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ନିର୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ।
ପୂର୍ବରୁ ବାରମ୍ବାର ସିବିଆଇ କୋର୍ଟରେ ହାଜର...
ଫକୀରମୋହନ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗରେ ଦୁଇ ଦିନିଆ କର୍ମଶାଳା ଆୟୋଜିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗ ପକ୍ଷରୁ ‘ଟିଭି ନ୍ୟୁଜ୍ ସ୍କ୍ରିପ୍ଟିଂ’ ଓ ‘ମୋବାଇଲ୍ ସାମ୍ବାଦିକତା’ ଉପରେ ଦୁଇଦିନିଆ କର୍ମଶାଳା ଆୟୋଜିତ ହୋଇଯାଇଛି। ସାମ୍ବାଦିକତା ବିଭାଗର ଅଡିଓ-ଭିଜୁଆଲ୍...
ଓଡ଼ିଶାରେ ମୌସୁମୀ ପ୍ରଭାବରେ ଆହୁରି ୩ ଦିନ ପ୍ରବଳ ବର୍ଷା, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ଅଧିକାଂଶ ଅଞ୍ଚଳରେ ଜାରି ରହିଛି ମୌସୁମୀ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରାଜ୍ୟରେ ମୌସୁମୀକୁ ଆହୁରି ସକ୍ରିୟ କରିଛି। ଆଗକୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ...
ଭୁବନେଶ୍ଵର ଜୟଦେବ ଭବନରେ ‘ହେ ଚକାନୟନ’ କାର୍ଯ୍ୟକ୍ରମ, ଶ୍ରୀଜଗନ୍ନାଥଙ୍କ ଭକ୍ତି ରସରେ ଭିଜିଲେ ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
'ହେ ଚକାନୟନ', 'ମୁଁ ଯେ ଦେଉଳ ବେଢ଼ା ଦୀପ', 'ମୁଁ ପାଣି ହେଲେ ତୁ ଚନ୍ଦନ' ଆଦି ଶ୍ରୀଜଗନ୍ନାଥଙ୍କ ଭକ୍ତି ରସରେ ଭକ୍ତିମୟ ହୋଇଯାଇଥିଲା ଭୁବନେଶ୍ଵରର ଜୟଦେବ ଭବନ ପ୍ରେକ୍ଷାଳୟ। ଶାନ୍ତିଲତା...
ଓଡ଼ିଶାର କେନ୍ଦୁପତ୍ର ହିତାଧିକାରୀଙ୍କ ନିମନ୍ତେ ତୃତୀୟ ପର୍ଯ୍ୟାୟ ଆର୍ଥିକ ସହାୟତା ଘୋଷଣା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦୁପତ୍ର ହିତାଧିକାରୀ ତୃତୀୟ ପର୍ଯ୍ୟାୟରେ ପାଇବେ ୫୬ କୋଟି ୨୩ ଲକ୍ଷ ଟଙ୍କାର ବୋନସ୍ ଓ ପ୍ରୋତ୍ସାହନ
ଉପକୃତ ହେବେ ୮ ଲକ୍ଷରୁ ଊର୍ଦ୍ଧ୍ଵ ହିତାଧିକାରୀ
ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ନିମନ୍ତେ...





















