ଦିଗପହଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା, ୨ ବସର ମୁହାଁମୁହିଁ ଧକ୍କାରେ ୧୨ ଯାତ୍ରୀ ମୃତ ଓ ୧୫ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ରବିବାର ମଧ୍ୟରାତ୍ରିରେ ଘଟିଛି ମର୍ମନ୍ତୁଦ ବସ ଦୁର୍ଘଟଣା। ଏଠାରେ ଦୁଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୬...

ଓଡ଼ିଶାରେ ୫୫୫ଟି ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଜୁଲାଇ ୧୭

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୫୫୫ଟି ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ (ପିଜିଟି) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହା ମାଧ୍ୟମରେ ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ...

‘ସିମ୍‌ଲା ରାଜିନାମା’ ଉପରେ ଅଟକିଛି ବିରୋଧୀ ମହାମେଣ୍ଟର ଭବିଷ୍ୟତ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ପାଟଣାରେ ଏକାଠି ବସିଲେ, କିନ୍ତୁ ରାଜିନାମା ହେବ ସିମ୍‌ଲାରେ। ବିରୋଧୀ ମହାମେଣ୍ଟର ପରବର୍ତ୍ତୀ ସିମ୍‌ଲା ବୈଠକ ଉପରେ ପୂରା ଦେଶବାସୀଙ୍କ ନଜର। ପାଟଣାରେ ବିରୋଧୀ ଏକାଠି ବସିଲେ। ଜୁନ ୨୩ ତାରିଖରେ...

ଆହାର ସମିତିକୁ ୧୧ କୋଟି ୧୭ ଲକ୍ଷ ଟଙ୍କା ପ୍ରଦାନ କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ସମସ୍ତ ପୌରାଞ୍ଚଳରେ ଥିବା ୩୪ ଜିଲ୍ଲା ଆହାର ସମିତି ଓ ସିଟି ଆହାର ସମିତିକୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୧ କୋଟି ୧୭ ଲକ୍ଷ...

ପତ୍ନୀ ହତ୍ୟା ମାମଲା: ୨୮ ବର୍ଷ ପରେ ଦୋଷୀ ସାବ୍ୟସ୍ତ ହେଲେ ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ନିଜ ପତ୍ନୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭୁବନେଶ୍ୱର ସ୍ପେଶାଲ କୋର୍ଟ ଶନିବାର ଦିନ ରାମମୂର୍ତ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ହତ୍ୟା ଘଟଣାର...

ବନ୍ଧା ହେଲେ କୁବେର ସରକାରୀ ବାବୁ ପ୍ରଶାନ୍ତ ରାଉତ

ଓଡ଼ିଶାଲାଇଭ୍ ବ୍ୟୁରୋ ବେଆଇନ ଭାବେ ସମ୍ପତ୍ତି ଠୁଳ କରିବା ମହଙ୍ଗା ପଡ଼ିଲା, ବନ୍ଧା ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ...

ଭାରତରେ ବିଦ୍ୟୁତ ଶୁଳ୍କ ନିୟମରେ ପରିବର୍ତ୍ତନ, ଦିନରେ ଶସ୍ତା ଓ ରାତିରେ ମହଙ୍ଗା ହେବ ବିଜୁଳି ଦର

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ବିଦ୍ୟୁତ ଶୁଳ୍କ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଆଗକୁ ଦେଶରେ ବିଦ୍ୟୁତ୍ ଦର ସ୍ଥିର କରିବାକୁ ‘ଟାଇମ୍ ଅଫ୍ ଡେ’ (ଟିଓଡି) ନିୟମ ଲାଗୁ ହେବାକୁ...

ଏଫଆଇଏଚ ଜୁନିୟର ମହିଳା ହକି ବିଶ୍ଵକପ ୨୦୨୩: ପ୍ରଥମ ମ୍ୟାଚରେ କାନାଡାକୁ ଭେଟିବ ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଫଆଇଏଚ ଜୁନିୟର ମହିଳା ହକି ବିଶ୍ଵକପ ୨୦୨୩ ପାଇଁ ଶୁକ୍ରବାର ଦିନ ଖେଳସୂଚୀ ଘୋଷଣା ହୋଇଛି। ଚଳିତବର୍ଷ ନଭେମ୍ବର ୨୯ରୁ ଡିସେମ୍ବର ୧୦ ତାରିଖ ଯାଏଁ ଚିଲିର ସାଣ୍ଟିଆଗୋ ଠାରେ ଖେଳାଯିବ...

ଓଡ଼ିଶାରେ ଚାରି ଦିନ ପ୍ରବଳ ବର୍ଷିବ: ୧୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ପ୍ରବେଶ କରିଛ ମୌସୁମୀ। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା...

ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଯାଞ୍ଚ କଡ଼ାକଡ଼ି, ନଥିଲେ ଲାଗିବ ଜୋରିମାନା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ (ଏଚଏସଆରପି) ନଲାଗିଥିବା ମୋଟର ଗାଡ଼ିଗୁଡ଼ିକରେ ଶୁକ୍ରବାରଠାରୁ ଫାଇନ ଲାଗିବା ଆରମ୍ଭ ହୋଇଛି। ଏଚଏସଆରପି ନଥିବା ଗାଡ଼ିର ଚାଳକଙ୍କଠୁ ଇ-ଚାଳାଣ କରାଯାଇ ୫ ହଜାରରୁ ୧୦...