ଝାରସୁଗୁଡ଼ା ଉପନିର୍ବାଚନ: ଲିଗାସି, ଅନୁକମ୍ପା ବଡ଼ ଫ୍ୟାକ୍ଟର
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ପାଖେଇ ଆସିଲାଣି ଝାରସୁଗୁଡ଼ା ଉପନିର୍ବାଚନ। ସରଗରମ ହୋଇ ଉଠିଛି ଝାରସୁଗୁଡ଼ାର ରାଜନୈତିକ ପାଣିପାଗ। ଭୋଟରଙ୍କୁ ମନେଇବା ପାଇଁ ଚାଲିଛି ପ୍ରାର୍ଥୀମାନଙ୍କ କସରତ। କିଏ କିଣିବ ଭୋଟରଙ୍କ ମନ? କାହାକୁ ମିଳିବ...
ଏନସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଶରଦ ପାୱାରଙ୍କ ଇସ୍ତଫା
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ରର ବରିଷ୍ଠ ନେତା ତଥା ଏନସିପି ମୁଖ୍ୟ ଶରଦ ପାୱାର ଏନସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେବା ନେଇ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି।
ଶରଦ ପାୱାରଙ୍କ ଏହି ଘୋଷଣା ପରେ...
ଅଙ୍ଗନବାଡ଼ି କେନ୍ଦ୍ରରେ ପରିଣତ ହେଲା ୨,୮୩୬ଟି ମିନି ଅଙ୍ଗନବାଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଯୁକ୍ତ ହେବେ ୨,୮୩୬ ଅଙ୍ଗନବାଡ଼ି ସହାୟକ
ବାର୍ଷିକ ଅତିରିକ୍ତ ୧୮.୭୫ କୋଟି ଟଙ୍କା ବହନ କରିବେ ରାଜ୍ୟ ସରକାର
ଉନ୍ନୀତ ହେବ ୨,୮୩୬ଟି ମିନି ଅଙ୍ଗନବାଡ଼ି କର୍ମୀ ପଦବୀ
ରାଜ୍ୟରେ ଥିବା...
ଏସଏସସି ‘ସିଜିଏଲ୍’ ପରୀକ୍ଷା ପାଇଁ ଜାରି ରହିଛି ଆବେଦନ, ମେ’ ୩ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ୭,୫୦୦ଟି ଗ୍ରୁପ୍ ‘ବି’ ଓ ଗ୍ରୁପ୍ ‘ସି’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ସବୁ ପଦବୀଗୁଡ଼ିକ ପାଇଁ ମାସିକ ୨୫ ହଜାରରୁ...
ବ୍ୟାଙ୍କ ଅଫ ବରୋଦାର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେଲେ ଓଡ଼ିଆ ପୁଅ ଦେବଦତ୍ତ ଚାନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଦେବଦତ୍ତ ଚାନ୍ଦ ବ୍ୟାଙ୍କ ଅଫ ବରୋଦାର ନୂଆ ପରିଚାଳନା ନିର୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଆସନ୍ତା ୩ ବର୍ଷ ଯାଏଁ ଏହି ଦାୟିତ୍ଵରେ...
ପରଲୋକରେ ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କର ସୋମବାର ସକାଳେ ମୃତ୍ୟୁ ହୋଇଛି। ସେ କିଛି ଦିନ ହେବ ଅସୁସ୍ଥ ଥିଲେ। ତେବେ ସୋମବାର ତାଙ୍କ ଦେହ ଅଧିକ ଖରାପ ହେବାରୁ ପରିବାର...
ଦମ୍ପତ୍ତିଙ୍କ ସମ୍ପର୍କ ସୁଧୁରିବାର କୌଣସି ଆଶା ନଥିଲେ ତତ୍କାଳ ଛାଡ଼ପତ୍ର ମିଳିପାରିବ – ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ବିବାହ ବିଚ୍ଛେଦକୁ ନେଇ ସୋମବାର ଦିନ ସୁପ୍ରିମକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଭବିଷ୍ୟତରେ ଦମ୍ପତ୍ତିଙ୍କ ସମ୍ପର୍କ ସୁଧୁରିବାର କୌଣସି ଆଶା ନଥିଲେ ନ୍ୟାୟାଳୟ ତତ୍କାଳ ବିବାହକୁ ରଦ୍ଦ କରିପାରିବେ...
ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ ସେଣ୍ଟରରେ ‘ମେକାଟ୍ରୋନିକ୍ସ’ରେ ଅତ୍ୟାଧୁନିକ ଦକ୍ଷତା ବିକାଶ ପାଠ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅତ୍ୟାଧୁନିକ ‘ମେକାଟ୍ରୋନିକ୍ସ’ରେ ଆକର୍ଷଣୀୟ କ୍ୟାରିଅର ସୁଯୋଗ ଆଣିଦେଇଛି ଭୁବନେଶ୍ୱରସ୍ଥିତ ୱାର୍ଲ୍ଡ ସ୍କିଲ ସେଣ୍ଟର। ଆଇଟିଆଇ ବା ଡିପ୍ଲୋମା ଇଞ୍ଜିନିୟରିଂ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଏଥିରେ ତାଲିମ ନେଇ ନିଜ ଭବିଷ୍ୟତର କ୍ୟାରିଅରକୁ...
ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ଇସ୍ତଫା ଦେଲେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର...
ଜାତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ବଡ଼ ଦାୟିତ୍ଵ, ଡକ୍ଟର ଅଜିତ କୁମାର ମହାନ୍ତି ହେଲେ ଆଣବିକ ଶକ୍ତି...
ଓଡ଼ିଶାଲାଇଭ୍ ବ୍ୟୁରୋ
ସର୍ବଭାରତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ମିଳିଛି ବଡ଼ ଦାୟିତ୍ଵ। ଭାରତର ବିଶିଷ୍ଟ ପରମାଣୁ ବିଜ୍ଞାନୀ ଡକ୍ଟର ଅଜିତ କୁମାର ମହାନ୍ତି ଏବେ ଭାରତୀୟ ଆଣବିକ ଶକ୍ତି ବିଭାଗର ନୂଆ ସଚିବ...





















