ବରଗଡ଼: ଅତାବିରା ଏନଏସି ନିର୍ବାଚନ ପାଇଁ ଚାଲିଛି ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବରଗଡ଼): ବରଗଡ଼ ଜିଲ୍ଲା ଅତାବିରା ଏନଏସି ନିର୍ବାଚନ ପାଇଁ ସୋମବାର ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲିବ। ଆଜି ସକାଳୁ ସକାଳୁ ବିଭିନ୍ନ...
ଭୁବନେଶ୍ୱରରେ ବିଶ୍ୱ ଅଟିଜିମ୍ ସଚେତନତା ଦିବସ – ‘‘ଅଟିଜିମ୍ ଏକ ଭିନ୍ନତା, ସମାଜ ପାଇଁ ବୋଝ ନୁହେଁ’’
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=UluwI0bYF80]
ଭୁବନେଶ୍ୱରଠାରେ ବିଶ୍ଵ ଅଟିଜିମ ସଚେତନତା ଦିବସ ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ଦିନ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।...
ଇଗ୍ନୋ ପକ୍ଷରୁ ‘ଜୁନିୟର ଆସିଷ୍ଟାଣ୍ଟ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଏପ୍ରିଲ ୨୦
ଓଡ଼ିଶାଲାଇଭ୍ ବ୍ୟୁରୋ
ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ଵବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଇଗ୍ନୋର ବିଭିନ୍ନ ଶାଖାରେ ଖାଲିଥିବା ୨୦୦ଟି ଜୁନିୟର ଆସିଷ୍ଟାଣ୍ଟ ତଥା...
ଆର୍ଥିକ ବର୍ଷ ୨୦୨୨-୨୩ରେ କୋଇଲା ଉତ୍ପାଦନରେ ସର୍ବକାଳୀନ ରେକର୍ଡ କଲା ଏମସିଏଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମସିଏଲ୍) ଆର୍ଥିକ ବର୍ଷ ୨୦୨୨-୨୩ରେ କୋଇଲା ଉତ୍ପାଦନ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ କରିଛି। ଚଳିତ ଆର୍ଥିକ ବର୍ଷରେ କମ୍ପାନି ୧୯୩.୩ ମିଲିଅନ ଟନ୍ ଉତ୍ପାଦନ କରିଛି। ଏହା...
୪୩ ଲକ୍ଷ କୃଷକଙ୍କୁ ‘କାଳିଆ’ ସହାୟତା ପ୍ରଦାନ କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଦିବସ ଅବସରରେ ଓଡ଼ିଶାର କୃଷକମାନଙ୍କୁ ‘କାଳିଆ ଯୋଜନା’ର ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏହି ଅବସରରେ ରାଜ୍ୟ ସରକାର ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୮୭୭ କୋଟି...
ଓଡ଼ିଶା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ସମସ୍ତ ଓଡ଼ିଶାବାସୀ ପାଳୁଛନ୍ତି ଉତ୍କଳ ଦିବସ ବା ଓଡ଼ିଶା ଦିବସ। ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉତ୍କଳ ଦିବସରେ...
ଆଜି ଓଡ଼ିଶା ଦିବସ: ଗର୍ବରେ କହିବା ଆମେ ଓଡ଼ିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=VbyxM2XPSg4]
ଆଜି ଓଡ଼ିଶା ଦିବସ। ଆଜି ଆମ ସମସ୍ତଙ୍କ ପାଇଁ ଗର୍ବ ଏବଂ ଗୌରବର ଦିନ। ଜଣେ ଓଡ଼ିଆ ହିସାବରେ ଆସନ୍ତୁ ସମସ୍ତେ ଗର୍ବରେ କହିବା ‘ଆମେ ଓଡ଼ିଆ’।
ଆଜି ହେଉଛି ଉତ୍କଳ...
ଭୁବନେଶ୍ଵରରେ ଗଡ଼ିବ ମେଟ୍ରୋ ଟ୍ରେନ୍, ବରିଷ୍ଠ ଅଧିକାରୀମାନେ କଲେ ସ୍ଥିତି ସମୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ରାଜଧାନୀ ଭୁବନେଶ୍ଵରରେ ଗଡ଼ିବ ମେଟ୍ରୋ ଟ୍ରେନ୍। ଏଥିଲାଗି ରାଜ୍ୟ ସରକାର ସମୀକ୍ଷା ଆରମ୍ଭ କରିଛନ୍ତି। ଶନିବାର ସକାଳେ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଏନେଇ ସର୍ଭେ କରିଥିଲେ।...
୬ ଦିନ ପୂର୍ବରୁ ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ, ଶେଷ ଦିନରେ ବ୍ୟୟମଞ୍ଜୁରି ବିଲ୍ ପାରିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶେଷ ହୋଇଯାଇଛି ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ। ଏପ୍ରିଲ ୬ ତାରିଖ ଯାଏଁ ଚାଲିବାକୁ ଥିବା ବଜେଟ ଅଧିବେଶନ ଶୁକ୍ରବାର ୬ ଦିନ ପୂର୍ବରୁ ଶେଷ ହୋଇଛି। ଏନେଇ ବାଚସ୍ପତି ବିକ୍ରମ...
ଆଜି ଓଡ଼ିଶା ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଓଡ଼ିଶା ଦିବସ। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତ୍ତିରେ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା। ଆଜି ଓଡ଼ିଆ ତଥା ଓଡ଼ିଶାବାସୀଙ୍କ ଲାଗି ଏକ ଗର୍ବ କରିବାର ଦିନ। ଯେଉଁମାନଙ୍କର...





















