ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା, ୪ ଦିନରେ ୮୫୦ ରୋଗୀଙ୍କ ଚିକିତ୍ସା
ଓଡ଼ିଶାଲାଇଭ୍ ବ୍ୟୁରୋ
ଉପାନ୍ତ ଅଞ୍ଚଳର ରୋଗୀଙ୍କୁ ଏଣିକି ଚିକିତ୍ସା ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ। ଦୁରାରୋଗରେ ପୀଡ଼ିତ ରୋଗୀଙ୍କ ପାଖରେ ପହଞ୍ଚିବ ସ୍ଵାସ୍ଥ୍ୟସେବା। ଏଥିପାଇଁ ଆରମ୍ଭ ହୋଇଛି ମୁଖ୍ୟମନନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟସେବା।...
ଗଞ୍ଜାମ ଜିଲ୍ଲା ମାଣ୍ଡିଆପଲ୍ଲୀ ଦୁର୍ଘଟଣା: ମୃତକଙ୍କ ପରିବାର ଲାଗି ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା...
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀଠାରେ ମଙ୍ଗଳବାର ରାତିରେ ଏକ ବିବାହ ଉତ୍ସବ ଚାଲିଥିବାବେଳେ ଦ୍ରୁତଗତିରେ ଆସୁଥିବା ଏକ ସ୍କର୍ପିଓ ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ...
ଫେବ୍ରୁଆରି ୧୮ରେ ମହାଶିବରାତ୍ରି, ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୧୮ ତାରିଖରେ ମହାଶିବରାତ୍ରି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ମହାଶିବରାତ୍ରି ପାଇଁ ମନ୍ଦିରରେ ରାତି ୧୦ଟା ବେଳେ ମହାଦୀପ ଉଠିବ। ବୁଧବାର ମନ୍ଦିରରେ...
ମୟୂରଭଞ୍ଜ: ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ଦୁଷ୍କର୍ମ ମାମଲାରେ ବାଦାମପାହାଡ଼ ଥାନା ଅନ୍ତର୍ଗତ କୁଷୁମୀ...
ବିଶ୍ଵ କ୍ରିକେଟ୍ ରାଙ୍କିଙ୍ଗ: ପ୍ରଥମଥର ପାଇଁ ସବୁ ଫର୍ମାଟରେ ୧ ନମ୍ବର ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିକେଟରେ ଭାରତୀୟ ପୁରୁଷ ଦଳ ହାସଲ କରିଛି ଐତିହାସିକ ଉପଲବ୍ଧି। କ୍ରିକେଟର ୩ଟି ଯାକ ଫର୍ମାଟ ଟି-ଟ୍ୱେଣ୍ଟି, ଦିନିକିଆ ଓ ଟେଷ୍ଟରେ ପ୍ରଥମଥର ପାଇଁ ବିଶ୍ଵରେ ଏକ ସମୟରେ ଶୀର୍ଷ ସ୍ଥାନ...
ଫୁଲବାଣୀ: ମିଗୁନପଦରରେ ପ୍ରତିଷ୍ଠା ହେଲା ଜିଲ୍ଲାର ପ୍ରଥମ ବିଏସଏଫ କ୍ୟାମ୍ପ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସମରବନ୍ଧ ପଞ୍ଚାୟତ ମିଗୁନପଦର ଗ୍ରାମରେ ପ୍ରତିଷ୍ଠା ହେଲା ଜିଲ୍ଲାର ପ୍ରଥମ ବିଏସଏଫ କ୍ୟାମ୍ପ। ଏହା ପୂର୍ବରୁ ମାଓବାଦୀଙ୍କ ମୁକାବିଲା ଲାଗି...
ବଜେଟ ଅଧିବେଶନ ପାଇଁ ଫେବ୍ରୁଆରି ୨୦ରେ ବିଧାନସଭା ସର୍ବଦଳୀୟ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ଫେବ୍ରୁଆରି ୨୦ ତାରିଖରେ ବସିବ ସର୍ବଦଳୀୟ ବୈଠକ। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ବଜେଟ ଅଧିବେଶନକୁ ସୁଚାରରୂପେ...
ଗଞ୍ଜାମ: ବିବାହ ଉତ୍ସବରେ ଅଘଟଣ, ସ୍କର୍ପିଓ ମାଡ଼ିଯିବାରୁ ୩ ଜଣଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହ ଉତ୍ସବକୁ ନେଇ ହସଖୁସି ଚାଲିଥିବାବେଳେ ମାଡ଼ି ଆସିଲା ମୃତ୍ୟୁ। ବାଟବରଣୀ ଚାଲିଥିବାବେଳେ ଦ୍ରୁତ ଗତିରେ ଆସୁଥିବା ଏକ ସ୍କର୍ପିଓ ଗାଡ଼ି ଚଢ଼ିଯାଇଥିଲା ବରଯାତ୍ରୀଙ୍କ ଉପରେ। ଫଳରେ ୩ ଜଣଙ୍କର ଘଟଣାସ୍ଥଳରେ...
ଦିଲ୍ଲୀ ଘଟଣା: ରାତିରେ ପ୍ରେମିକାକୁ ହତ୍ୟା, ସକାଳେ ଅନ୍ୟ ଝିଅକୁ ବିବାହ କଲା ପ୍ରେମିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଦିଲ୍ଲୀରୁ ଆସିଲା ଛାତିଥରା ଖବର। ଶ୍ରଦ୍ଧା ହତ୍ୟା ଘଟଣାକୁ ଲୋକେ ଭୁଲି ନଥିବାବେଳେ ସେହିଭଳି ଜଘନ୍ୟ ଘଟଣାର ପୁନରାବୃତ୍ତି ହୋଇଛି।
ଦୀର୍ଘ ଦିନର ପ୍ରେମିକାକୁ ରାତିରେ ହତ୍ୟା କରି ତା’ର ଶବକୁ...
ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପ: ଦ୍ଵିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ ସହ ମୁକାବିଲା କରିବ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ଦ୍ଵିତୀୟ ମ୍ୟାଚ ଖେଳିବ। ବିଶ୍ଵକପର ଗ୍ରୁପ୍ ‘ବି’ ମ୍ୟାଚରେ ବୁଧବାର ଦୁଇ ଦଳ ମୁହାଁମୁହିଁ ହେବେ। ଦକ୍ଷିଣ ଆଫ୍ରିକାର...





















