କୃଷକମାନଙ୍କୁ ସଚେତନ କରିବା ପାଇଁ ୧୦ଟି ଗ୍ରାମରେ ପ୍ରଶିକ୍ଷଣ ଶିବିର ଆୟୋଜନ କଲେ କୃଷି ମହାବିଦ୍ୟାଳୟ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ, ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍ସର ଚତୁର୍ଥ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭୁବନେଶ୍ୱର ଉପକଣ୍ଠସ୍ଥିତ ୧୦ ଟି ଗ୍ରାମରେ ଗ୍ରାମ ସଂଯୋଗୀକରଣ କର୍ମଶାଳା...

କୋରାପୁଟ: ହାଟପଦା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲୋକାର୍ପିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଜୟପୁର ସହର ହାଟପଦାଠାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲୋକାର୍ପିତ ହୋଇଛି। ବୁଧବାର ଦିନ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ...

କୋରାପୁଟ: ଠେଲାପେଲାରୁ ଚାଲିଗଲା ମହିଳାଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କଳି ତୁଟାଇବାକୁ ଯାଇ ଠେଲାପେଲା ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ଥାନା ଅନ୍ତର୍ଗତ ବାରିଣିପୁଟ ଗାଁରେ। ମୃତ ମହିଳା...

ସୁନ୍ଦରଗଡ଼: ତୁମୁଳିଆଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ୍ ଆରୋହୀ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ବସ୍-ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ତୁମୁଳିଆଠାରେ। ସମସ୍ତ ମୃତକ ବାଇକ୍ ଆରୋହୀ...

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ଇନଫୋସିଟି ଥାନାରେ ହାଜର ହେଲେ ମନଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଇନଫୋସିଟି ଥାନାରେ ହାଜର ହୋଇଛନ୍ତି ଆନନ୍ଦଙ୍କ ବାନ୍ଧବୀ ମନଜିତ ଟେଟେ। ଆନନ୍ଦଙ୍କ ମୃତ୍ୟୁ ମାମଲାରେ ମନଜିତଙ୍କୁ ଜେରା କରାଯାଇଛି। ଏହା ପୂର୍ବରୁ ମଙ୍ଗଳବାର ଦିନ ଆନନ୍ଦ...

ପାଇଖାନା ଟାଙ୍କିରେ ପଡ଼ି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଇଖାନା ଟାଙ୍କିରେ ପଡ଼ି ଦୁଇ ଶିଶୁକନ୍ୟା ମୃତ। ଗଞ୍ଜାମ ବଡ଼ଗଡ଼ ଥାନା ତାକରଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଶିଶୁ ଦୁଇଜଣ ହେଲେ ସିଦ୍ଧପୁର ଗାଁର ବସୁମତୀ ସେଠୀ...

୨୦୨୩ ଜାନୁଆରିରୁ ରାଉରକେଲାରେ ‘ମୋ ବସ’ ସେବା: ହକି ଦର୍ଶକଙ୍କ ପାଇଁ ମାଗଣା ଯାତ୍ରା ସୁବିଧା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆୟୋଜନ ହେବାକୁ ଯାଉଛି ପୁରୁଷ ହକି ବିଶ୍ଵକପ ୨୦୨୩। ଏଥିପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି। ଆସନ୍ତା ଜାନୁଆରି ୧୩ ତାରିଖରେ ହେବାକୁ ଥିବା ହକି ମହାକୁମ୍ଭ ପାଇଁ ରାଜଧାନୀ ଭୁବନେଶ୍ଵର...

ଦିଲ୍ଲୀରେ ଚାଞ୍ଚଲ୍ୟ: ସ୍କୁଲ ଯାଉଥିବାବେଳେ ନାବାଳିକା ଉପରେ ଏସିଡ୍ ମାଡ଼ କଲେ ଦୁଇ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ନାବାଳିକା ଉପରେ ଏସିଡ ଆକ୍ରମଣ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବୁଧବାର ସକାଳ ପ୍ରାୟ ୭ଟାରେ ନାବାଳିକା ଜଣଙ୍କ ସ୍କୁଲ ଯାଉଥିବାବେଳେ ଦୁଇ ଦୁବୃତ୍ତ ବାଇକରେ ଆସି...

ରାଜ୍ୟରେ ସ୍ଵାସ୍ଥ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ହେବ ସରଳ, ଜାରି ହେଲା ନୂତନ ନିୟମାବଳୀ

ଓଡ଼ିଶାଲାଇଭ୍ ବ୍ୟୁରୋ   ରାଜ୍ୟରେ ସ୍ଵାସ୍ଥ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଓଡ଼ିଶା ସରକାର ନୂତନ ନିୟମାବଳୀ ଜାରି କରିଛନ୍ତି। ଏବେ ରାଜ୍ୟରେ ନୂଆ ସ୍ଵାସ୍ଥ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ଆହୁରି ସହଜ ହେବ। ନୂତନ ସ୍ଵାସ୍ଥ୍ୟ ଶିକ୍ଷାନୁଷ୍ଠାନ...

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ଖାରଜ କଲେ ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁର ଓକିଲ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ମାମଲାର ଶୁଣାଣି କରି ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାସହ ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୋଲିସ...