ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ। ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ।
ମିଳିଥିବା ସୂଚନା ଅନୁସାରେ ଏହି ବୈଠକରେ...
ଆଜିଠୁ ଆରମ୍ଭ ହେବ ନ୍ୟୁଜିଲାଣ୍ଡ କ୍ରିକେଟ୍ ସିରିଜ: ହାର୍ଦ୍ଦିକ ଓ ଧଓ୍ୱନଙ୍କ ନେତୃତ୍ୱରେ ଖେଳିବ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଆରମ୍ଭ ହେଉଛି ଭାରତ ନ୍ୟୁଜିଲାଣ୍ଡ କ୍ରିକେଟ୍ ସିରିଜ। ନ୍ୟୁଜିଲାଣ୍ଡରେ ହେବାକୁ ଥିବା ଏହି ଆନ୍ତର୍ଜାତିକ ସିରିଜରେ ଦୁଇ ଦେଶ ଉଭୟ ଟି-ଟ୍ୱେଣ୍ଟି ଏବଂ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ ଖେଳିବେ। ଟି-ଟ୍ୱେଣ୍ଟି...
ନଭେମ୍ବର ୩୦ରୁ ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ, ତୃତୀୟ ସଂସ୍କରଣ ପାଇଁ ଚାଲିଛି ପ୍ରସ୍ତୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=hPuBqE_TESw]
ଦେଶ ବିଦେଶର ପୁଞ୍ଜି ନିବେଶକାରୀଙ୍କୁ ଓଡ଼ିଶାକୁ ଆକର୍ଷିତ କରିବା ଲାଗି ରାଜ୍ୟ ସରକାରଙ୍କର ଏକ ଅନନ୍ୟ ପ୍ରୟାସ ହେଉଛି 'ମେକ୍ ଇନ୍ ଓଡ଼ିଶା କନକ୍ଲେଭ’। ୨୦୧୬ ମସିହାରୁ ଭୁବନେଶ୍ୱରଠାରେ ଆରମ୍ଭ...
ପଦ୍ମପୁର ଉପନିର୍ବାଚନ: ସରିଲା ପ୍ରାର୍ଥିପତ୍ର ଦାଖଲ, ଏବେ ପ୍ରଚାର ହେବ ଜୋରଦାର
ଓଡ଼ିଶାଲାଇଭ୍ ବ୍ୟୁରୋ
ସରିଲା ଛକାପଞ୍ଝା, ଶେଷ ଦିନରେ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ୪ ପ୍ରାର୍ଥୀ। ଏବେ ପ୍ରଚାର ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।
ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲକୁ...
ଅର୍ବାନ୍ ଇନ୍ଫ୍ରା ଗ୍ରୁପ୍ ଦ୍ଵାରା କ୍ରୁଟ୍ ସମ୍ମାନିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଅଭିନବ ନଗର ପରିବହନ ପ୍ରକଳ୍ପ ପରିଚାଳନା କରିବା ନିମନ୍ତେ ‘ମୋ ବସ’ ପରିଚାଳନା ସଂସ୍ଥା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାଂସପୋର୍ଟ୍ (କ୍ରୁଟ୍)କୁ ସମ୍ମାନିତ କରାଯାଇଛି।
ଦ୍ଵିତୀୟ ଅର୍ବାନ୍ ଇନଫ୍ରା ବିଜନେସ୍ ସମିଟ୍...
ରାଉରକେଲା ଗସ୍ତରେ ଯାଇ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଏବଂ ରାଉରକେଲା ବିମାନ ବନ୍ଦର ନିର୍ମାଣ କାର୍ଯ୍ୟର...
ଓଡ଼ିଶାଲାଇଭ୍ ବ୍ୟୁରୋ
ନଭେମ୍ବର ୩୦ ସୁଦ୍ଧା ହକି ଷ୍ଟାଡିୟମ ଏବଂ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ
ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର...
ଡାଏବେଟିସ୍ ନିୟନ୍ତ୍ରଣ ପାଇଁ ଡାଏଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=FzA6QWUYV3I]ଡାଏବେଟିସ୍ ବା ମଧୁମେହ ଆଜି ଏକ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ବର୍ତ୍ତମାନ ଘରେ ଘରେ ଡାଏବେଟିସ୍ ରୋଗୀ। ଏହାକୁ କାବୁ କରିବାର ସବୁଠାରୁ ବଡ଼ ଉପାୟ...
ଏବେ ଗ୍ୟାସ ସିଲିଣ୍ଡରରେ ଲାଗିବ କ୍ୟୁଆର୍ କୋଡ୍ : ଗ୍ୟାସ ଚୋରି ରୋକିବାକୁ ସରକାରଙ୍କ ପଦକ୍ଷେପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ୟାସ ଚୋରିକୁ ରୋକିବା ପାଇଁ କେନ୍ଦ୍ର ସରକାର ଗ୍ୟାସ ସିଲିଣ୍ଡରରେ କ୍ୟୁଆର୍ କୋଡ୍ ଲଗାଇବାକୁ ଯାଉଛନ୍ତି। ଏହା ଦ୍ୱାରା ଗ୍ୟାସ ଚୋରି କରିଥିବା ଲୋକଙ୍କୁ ଟ୍ରାକ କରାଯାଇପାରିବ। ଏହି ସୂଚନା ଦେଇଛନ୍ତି...
ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଛାତ୍ରୀଙ୍କୁ ରାଗିଂ ଘଟଣା: ୨ ଗିରଫ, ବିଦାହେବେ ୧୨ ଛାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ଘଟଣାରେ କଡ଼ା ପଦକ୍ଷେପ ନେଲେ କଲେଜ କର୍ତ୍ତୃପକ୍ଷ। ରାଗିଂ କରିଥିବା ଛାତ୍ରମାନଙ୍କୁ କଲେଜରୁ ବାହାର କରାଯିବ ବୋଲି ଡିସିପ୍ଲିନ୍ କମିଟି ଓ ଆଂଟି ରାଗିଂ...
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ଆଣ୍ଡାମନ ଉପକୂଳ ସଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହି...





















