ବୁଧବାର ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ: ଯୋଗଦେବେ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ଅପରାହ୍ଣ ୫ଟା ସମୟରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଭୁବନେଶ୍ଵର ଜନତା ମଇଦାନରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ।...
କାମଦେଲାନି ଅନୁକମ୍ପା: ସେମିଫାଇନାଲ ଜିତିଲେ, ଫାଇନାଲରେ ଫେଲ୍ ମାରିଲେ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଗତ ୫ ବର୍ଷ ମଧ୍ୟ ଭିତରେ ଓଡ଼ିଶାରେ ସର୍ବାଧିକ ଉପନିର୍ବାଚନ ହୋଇଥିଲା। ଏଥିରେ ସ୍ଵାଭାବିକ ଭାବେ ଶାସକ ଦଳର ପ୍ରଦର୍ଶନ ପ୍ରଭାବଶାଳୀ ଥିଲା। କିନ୍ତୁ ଏଥର ନିର୍ବାଚନରେ ସେହି ସବୁ...
ନେହରୁଙ୍କ ରେକର୍ଡର ସମକକ୍ଷ ହେଲେ ମୋଦୀ: ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଭାବେ ମାରିଲେ ହାଟ୍ରିକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରମାଗତ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ନୂଆ ଇନିଂସ୍ ଆରମ୍ଭ କରିଛନ୍ତି ନରେନ୍ଦ୍ର ମୋଦୀ। ଭାରତୀୟ ଗଣତନ୍ତ୍ରର ୭୫ ବର୍ଷର ଇତିହାସରେ ସେ ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଭାବେ ଏହି...
ଏଯାଏଁ ଜଣାପଡ଼ୁନି, କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଏଯାଏଁ ଜଣାପଡ଼ୁନି, କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ରେସରେ ଅନେକ ନେତାଙ୍କ ନାଁ ରହିଥିଲେ ମଧ୍ୟ ସ୍ପଷ୍ଟ ହୋଇପାରୁ ନାହିଁ ଚିତ୍ର।
୨୦୨୪ ନିର୍ବାଚନରେ ଓଡ଼ିଶା ରାଜନୀତିରେ ଦେଖା...
ମୋଦୀଙ୍କ ତୃତୀୟ ମନ୍ତ୍ରିମଣ୍ଡଳରେ ୭୧ ମନ୍ତ୍ରୀ, ୩୩ ନୂଆ ମୁହଁ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରରେ ପୁଣି ଥରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଏନଡିଏ ସରକାର ଗଠିତ ହୋଇଛି। ରାଷ୍ଟ୍ରପତି ଭବନରେ ରବିବାର ସନ୍ଧ୍ୟାରେ ପଦ ଏବଂ ଗୋପନୀୟତା ପାଇଁ ଶପଥ ପାଠ କରିବା ପରେ ମୋଦୀ...
ରାଜନୀତିରୁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସନ୍ନ୍ୟାସ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=wu0IS8prn1w
ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ବିଜେଡି ନେତା ତଥା ପୂର୍ବତନ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ଏ ନେଇ ସେ ରବିବାର ଦିନ ଘୋଷଣା କରିଛନ୍ତି।
କନ୍ଧମାଳ ଲୋକସଭା ଆସନରୁ ନିର୍ବାଚନ...
ଜମ୍ମୁ କଶ୍ମୀର: ତୀର୍ଥଯାତ୍ରୀ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ, ୧୦ ମୃତ ଓ ୩୩ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁ କଶ୍ମୀରର ରିୟାସି ଜିଲ୍ଲାରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ବୈଷ୍ଣୋଦେବୀ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ ରବିବାର ରାତିରେ ଆତଙ୍କବାଦୀଙ୍କ ଆକ୍ରମଣରେ ପାହାଡ଼ ତଳକୁ ଖସି ପଡ଼ିଛି। ଏଥିରେ ୧୦ଜଣଙ୍କ...
ରାଜନୀତିରୁ ପାଣ୍ଡିଆନଙ୍କ ସନ୍ନ୍ୟାସ: ‘ସରି’ କହି ବିଦାୟ ନେଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
https://youtu.be/O0nchcstz_Y?si=qykIxLZhGqXuZ4Dv
ବହୁତ ସ୍ଵଳ୍ପ ସମୟର ରାଜନୈତିକ ଜୀବନ। ନିର୍ବାଚନର କେଇ ମାସ ତଳେ ବିଜେଡିରେ ଯୋଗ ଦେଇଥିଲେ ଭିକେ ପାଣ୍ଡିଆନ। କିନ୍ତୁ ନିଜେ ସେ ଆଜି ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ନିର୍ବାଚନରେ ବିଜେଡିର...
‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଉଦଯାପିତ: ଶେଷ ଦିନରେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଅମିତ ରାଏଙ୍କ ମାଷ୍ଟର କ୍ଲାସ୍ ଆକର୍ଷଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ଦିନରେ ୧୫ଟି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶିତ, ଦର୍ଶକଙ୍କ ଭିତରେ ଉତ୍ସାହ।
(ଭୁବନେଶ୍ୱର): ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି। ଶେଷ ଦିନରେ...
ମୋଦୀଙ୍କ କ୍ୟାବିନେଟରେ ୩ ଓଡ଼ିଆ: କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ଵିନୀ ବୈଷ୍ଣବ ଓ ଜୁଏଲ...
ଓଡ଼ିଶାଲାଇଭ୍ ବ୍ୟୁରୋ
ନରେନ୍ଦ୍ର ମୋଦୀଙ୍କ ତୃତୀୟ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଓଡ଼ିଶାର ୩ ଜଣ ନେତା ଧର୍ମେନ୍ଦ୍ର ପ୍ରଧାନ, ଅଶ୍ଵିନୀ ବୈଷ୍ଣବ ଓ ଜୁଏଲ ଓରାମ। ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି...





















