ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://youtu.be/ycLuMp8Sfh4?si=0ZNCo28RAOglJ6Dd
ସବୁ କଳ୍ପନା ଜଳ୍ପନାର ଅନ୍ତ ହେଲା। ମୋହନ ଚରଣ ମାଝିଙ୍କୁ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି ବିଜେପି। ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କ ନାଁରେ ମୋହର...
ଜୁନ୍ ୧୩ରୁ ସାମ୍ବାଦିକମାନଙ୍କ ପାଇଁ ଖୋଲିବ ଲୋକସେବା ଭବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାମ୍ବାଦିକମାନଙ୍କ ପାଇଁ ଜୁନ୍ ୧୩ ତାରିଖରୁ ପୁଣି ଖୋଲିବ ଲୋକସେବା ଭବନ। ଦୀର୍ଘ ସମୟରୁ ସାମ୍ବାଦିକଙ୍କ ଲୋକସେବା ଭବନ ଯିବା ଉପରେ ଲାଗିଥିବା କଟକଣା ଏବେ ଉଠିବାକୁ ଯାଉଛି। ରାଜ୍ୟରେ ସରକାର...
ଓଡ଼ିଶାରେ ପହଞ୍ଚିଲେ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ: ଖୁବ ଶୀଘ୍ର ଘୋଷଣା ହେବ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୁବ ଶୀଘ୍ର ଘୋଷଣା ହେବ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ। ଭୁବନେଶ୍ଵରରେ ପହଞ୍ଚିଛନ୍ତି ଦୁଇ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ।
ଆସନ୍ତାକାଲି, ଜୁନ ୧୨ ତାରିଖରେ ଶପଥ ନେବେ ଓଡ଼ିଶାର...
ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି। ବିଜେପି ପକ୍ଷରୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଦିଆଯାଇଛି। ମଙ୍ଗଳବାର ରାଜ୍ୟ...
ଆସନ୍ତାକାଲି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ: ଭୁବନେଶ୍ଵର ପାଇଁ ଜାରି ହେଲା ଟ୍ରାଫିକ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି, ବୁଧବାର ଦିନ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢ଼ିବ ବିଜେପି। ଭୁବନେଶ୍ଵରସ୍ଥିତ ଜନତା ମଇଦାନଠାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।...
ଓଡ଼ିଶାରେ ଆହୁରି ୫ ଦିନ ଗ୍ରୀଷ୍ମ ପ୍ରବାହ: ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ମୌସୁମୀର ଆଗମନ ହୋଇଥିଲେ ମଧ୍ୟ ଖରା କମିବାର ନାଁ ଧରୁନି। ରାଜ୍ୟରେ ପୂର୍ବ ପରି ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗି ରହିଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଆହୁରି ୫...
ଆଜି ବିଜେପି ବିଧାୟକ ଦଳର ବୈଠକ: ଜଣାପଡ଼ିବ କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ? ସମୟ ଗଡ଼ିବା ସହ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ମଙ୍ଗଳବାର ଅପରାହ୍ଣରେ ବସୁଛି ବିଜେପି ବିଧାୟକ...
ମୋଦୀଙ୍କ କ୍ୟାବିନେଟର ୩ ଓଡ଼ିଶା ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=zTV68iH1oo4
ମୋଦୀ କ୍ୟାବିନେଟର ୩ ଓଡ଼ିଶା ମନ୍ତ୍ରୀଙ୍କୁ ମିଳିଲା ବଡ଼ ବିଭାଗ। ପୁଣିଥରେ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ହେଲେ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ମୋଦୀଙ୍କ କ୍ୟାବିନେଟରେ ମିଳିଲା ଶିକ୍ଷା...
ମୋଦୀଙ୍କ ମନ୍ତ୍ରିମଣ୍ଡଳରେ କାହାକୁ ମିଳିଲା କେଉଁ ଦାୟିତ୍ଵ?
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳି ସରକାରରେ ଗଠନ ହୋଇଛି ନୂଆ ମନ୍ତ୍ରୀମଣ୍ଡଳ। ସୋମବାର ଦିନ ନରେନ୍ଦ୍ର ମୋଦୀ ନୂତନ କ୍ୟାବିନେଟ ସହ ପ୍ରଥମ ବୈଠକ କରିବା ପରେ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ...
ଓଡ଼ିଶାରେ ଆଉ ୪ ଦିନ ପ୍ରଚଣ୍ଡ ଖରା: ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାକୁ ପୁଣି ଫେରିଛି ତାତି। ଅସହ୍ୟ ଗରମରେ ଜଳୁଛି ସାରା ଓଡ଼ିଶା। ଜୁନ ୧୪ ତାରିଖ ଯାଏଁ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ନେଇ ପୂର୍ବାନୁମାନ କରିଛି...





















