ଦକ୍ଷିଣ ମୋଡ଼ ନେଲା ନନ୍ଦିଘୋଷ, ବାହୁଡ଼ିବେ ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଉସୀ ମା’ ଘରୁ ବାହୁଡ଼ିବେ ବଡ଼ଠାକୁର। ବାହୁଡ଼ା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଆଜି ଦକ୍ଷିଣ ମୋଡ଼ ନେଇଛି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ଗତକାଲି ତାଳଧ୍ଵଜ ଓ ଦର୍ପଦଳନ ରଥ ଦକ୍ଷିଣ...
ତେଲେଙ୍ଗାନା କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୩୬ ମୃତକଙ୍କ ମଧ୍ୟରେ ୪ ଓଡ଼ିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ତେଲେଙ୍ଗାନା କେମିକାଲ ଫ୍ୟାକ୍ଟ୍ରି ବିସ୍ଫୋରଣରେ ୩୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ୪ ଜଣ ଓଡ଼ିଆ। ମୃତକମାନେ ହେଲେ ଗଞ୍ଜାମର ଜଗନ ମୋହନ, କଟକ ତିଗିରିଆ ଅଞ୍ଚଳର ଲଗ୍ନଜିତ...
ଓଡ଼ିଶାର ଅନନ୍ୟ ହସ୍ତକଳା – ଜଉ କଣ୍ଢେଇ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/AMYQ8Fy69dQ
ଓଡ଼ିଶାର ଏକ ଅନନ୍ୟ ହସ୍ତକଳା ହେଉଛି ଜଉ କଣ୍ଢେଇ। ବାଲେଶ୍ୱର ଜିଲ୍ଲାରେ ପ୍ରସିଦ୍ଧି ଲାଭ କରିଥିବା ଜଉ କଣ୍ଢେଇର ଚାହିଦା ଏବେ ବଢ଼ିବାକୁ ଲାଗିଛି।
ବାଲେଶ୍ୱରରେ ଝିଅ ବାହାଘର ସମୟରେ ଝିଅର ପେଡ଼ିରେ...
ମୟୂରଭଞ୍ଜରେ ବନ ମହୋତ୍ସବ ସପ୍ତାହ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଆନୁକୂଲ୍ୟ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି। ବାରିପଦା ବନଖଣ୍ଡ କାର୍ଯ୍ୟାଳୟରୁ ସବୁଜ ରଥର ଶୁଭାରମ୍ଭ କରିଥିଲେ ବାରିପଦା ବନଖଣ୍ଡ ଅଧିକାରୀ...
ବାଲେଶ୍ଵର: ଅନୁଷ୍ଠିତ ହେଲା ‘ସମୟର ଚକ୍ର’ର ବାର୍ଷିକ ଉତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରୁ ପ୍ରକାଶିତ ମାସିକ ସମ୍ବାଦ ଭିତ୍ତିକ ପତ୍ରିକା ‘ସମୟର ଚକ୍ର’ ର ୧୪ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ କବିତା ପାଠ ଓ...
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିରୁ ୫ ସସ୍ପେଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା ଏବେ ରାଜ୍ୟ ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି। ଘଟଣାକୁ ବିରୋଧୀ ଦଳ ତୀବ୍ର ନିନ୍ଦା କରିଥିବା ବେଳେ ଏ ପଟେ ଓଏଏସ୍ ସଂଘ...
ମହଙ୍ଗା ହେବ ଟ୍ରେନ ଯାତ୍ରା, ବଢ଼ିଲା ଟିକେଟ୍ ଦର
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେଠୁ ମହଙ୍ଗା ହେବ ଟ୍ରେନ ଯାତ୍ରା। କାରଣ ଟିକେଟ୍ ମୂଲ୍ୟରେ ବୃଦ୍ଧି ହୋଇଛି। ନୂଆ ଦର ଆଜିଠାରୁ ଲାଗୁ ହୋଇଛି। ଏ ନେଇ ରେଳବାଇ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ବିଜ୍ଞପ୍ତି...
ଡାକ୍ତରଙ୍କ ସେବାକୁ ସମ୍ମାନ: ଆଜି ଜାତୀୟ ଡାକ୍ତର ଦିବସ
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଆଜି ହେଉଛି ଜାତୀୟ ଡାକ୍ତର ଦିବସ। ଡାକ୍ତରମାନଙ୍କ ସେବାକୁ ସମ୍ମାନ ଜଣାଇ ପ୍ରତିବର୍ଷ ଜୁଲାଇ ୧ ତାରିଖକୁ ସମଗ୍ର ଦେଶରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି।
ଡାକ୍ତରଙ୍କୁ ଲୋକେ ଦ୍ଵିତୀୟ...
ଆଜି ହେରାପଞ୍ଚମୀ – ନନ୍ଦିଘୋଷ ରଥର ଚକା ଭାଙ୍ଗିବେ ମହାଲକ୍ଷ୍ମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/_OECKLHxGd0
ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଶେଷ ହୋଇଥିବାବେଳେ ଆଜି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। କାଳିଆ ସାଆନ୍ତଙ୍କ ଉପରେ ଅଭିମାନ କରି ନନ୍ଦିଘୋଷ ରଥର ଚକା ଭାଙ୍ଗିବେ ମା’ ଲକ୍ଷ୍ମୀ।
ବଡ଼...
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୩ ଜଣ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା ଏବେ ରାଜ୍ୟରେ ରାଜନୈତିକ ଓ ପ୍ରଶାସନିକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ଘରିଛନ୍ତି। ଅନ୍ୟପଟେ ଓଏଏସ୍ ସଂଘ...





















