Independence Day

ଓଡ଼ିଶାରେ ଜାରି ରହିଛି ଶୀତଲହରୀ, ୧୦ ଡିଗ୍ରୀ ତଳେ ୧୦ ସହର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଜାରି ରହିଛି ଶୀତଲହରୀ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା କମିବା ସହ ଶୀତ ବଢ଼ିବାରେ ଲାଗିଛି। ରବିବାର ରାତିରେ ଓଡ଼ିଶାର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା।...

ଆଜି ଓଢ଼ଣ ଷଷ୍ଠୀ, ଶ୍ରୀମନ୍ଦିରରେ ଘୋଡ଼ଲାଗି ହେଲେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଓଢ଼ଣ ଷଷ୍ଠୀ। ଶ୍ରୀମନ୍ଦିରରେ ଆଜିଠୁ ଘୋଡ଼ଲାଗି ହୋଇଛନ୍ତି ମହାପ୍ରଭୁ। ଶୀତରୁ ରକ୍ଷା ପାଇବା ପାଇଁ ଦରଜି ସେବକଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଘୋଡ଼ ବା ଶୀତବସ୍ତ୍ର ମହାପ୍ରଭୁ ପରିଧାନ କରିଛନ୍ତି।...

ରାଉରକେଲାରେ ଅଣାୟତ୍ତ ହେଉଛି ଝାଡ଼ାବାନ୍ତି, ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାରେ ଅଣାୟତ୍ତ ହେଉଛି ଝାଡ଼ାବାନ୍ତି। ଶନିବାର ସୁଦ୍ଧା ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ଆଉ ୨ ଜଣଙ୍କର ଜୀବନହାନି ହୋଇଛି। ଏହାସହ ସହରର ବିଭିନ୍ନ ଡାକ୍ତରଖାନାରେ...

ରାୟଗଡ଼ା: କଲେଜ ଛାତ୍ରଙ୍କୁ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ର ପ୍ରମୋଦ କଲକାଙ୍କୁ ହତ୍ୟା କରିବା ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ...

ଭାରତୀୟ ବାୟୁ ସେନା ପକ୍ଷରୁ ଆଫକାଟ୍ ପରୀକ୍ଷା ପାଇଁ ଆବେଦନ ଜାରି, ଡିସେମ୍ବର ୩୦ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ବାୟୁ ସେନାରେ ବିଭିନ୍ନ ପାଇଲଟ୍ ଓ ଗ୍ରାଉଣ୍ଡ ଡ୍ୟୁଟି ଷ୍ଟାଫ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଏଥିପାଇଁ ହେବାକୁ ଆଫକାଟ୍ ପରୀକ୍ଷା (୨୦୨୪-୦୧) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି...

ରାଜ୍ୟସ୍ତରୀୟ ସଖୀ ଓ ସହେଲୀ ସମ୍ମିଳନୀ ଉଦଯାପିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ପୁରୀ): ରାଜ୍ୟ ସରକାର, ୟୁନିସେଫ ଓ ଆକ୍ସନ ଏଡର ମିଳିତ ସହଯୋଗରେ ପୁରୀଠାରେ ଆୟୋଜିତ ଦୁଇ ଦିନିଆ ରାଜ୍ୟସ୍ତରୀୟ ସଖୀ ଓ ସହେଲୀ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ୟୁନିସେଫ...

କଶ୍ମୀରର ମୋଷ୍ଟ ଓ୍ଵାଣ୍ଟେଡ ସଇଦ ଈଶାନ ବୁଖାରୀ ଯାଜପୁରରୁ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରାଇମବ୍ରାଞ୍ଚ ଏସଟିଏଫ କବ୍ଜାରେ କଶ୍ମୀରର ମୋଷ୍ଟ ଓ୍ଵାଣ୍ଟେଡ ସଇଦ ଈଶାନ ବୁଖାରୀ। କେତେବେଳେ ନିଜକୁ ଡାକ୍ତର ତ କେତେବେଳେ ପିଏମଓ ଅଫିସର କର୍ମଚାରୀ ଭାବେ ପରିଚୟ ଦେଇ ଦୀର୍ଘ ୫ ବର୍ଷ...

ଆସନ୍ତାକାଲିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍, ଟିମ୍ ଇଣ୍ଡିଆର ଯୁବ ଖେଳାଳିଙ୍କ ଉପରେ ରହିବ ନଜର

ଓଡ଼ିଶାଲାଇଭ୍ ବ୍ୟୁରୋ ରବିବାରରୁ ଆରମ୍ଭ ହେଉଛି ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ କ୍ରିକେଟ୍ ସିରିଜ୍। ଏଥିପାଇଁ ଭାରତୀୟ ଦଳରେ ବହୁ ଯୁବ ଖେଳାଳିମାନଙ୍କୁ ସାମିଲ କରାଯାଇଛି। ସିରିଜରେ କେ ଏଲ ରାହୁଲ ଦଳର ନେତୃତ୍ୱ ନେବେ।...

ରାଉରକେଲାରେ ଝାଡ଼ାବାନ୍ତିରେ ୪ ଜଣଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇଦିନରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୧୦୨ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ରାଉରକେଲା ଆଇଜିଏଚ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଶନିବାର...

ପୁରୀ: ନୂଆବର୍ଷରୁ ଶ୍ରୀମନ୍ଦିରକୁ ପଲିଥିନ ନେବା ବାରଣ, କଡ଼ାକଡ଼ି ହେବ ନିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆବର୍ଷରୁ ଶ୍ରୀମନ୍ଦିର ଭିତରକୁ ନେଇ ହେବନି ପଲିଥିନ ବ୍ୟାଗ। ଶ୍ରୀମନ୍ଦିରକୁ ପଲିଥିନ ମୁକ୍ତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ...