କର୍କଟ ରୋଗ କାରଣରୁ ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି ଦୂତୀ, ବାସନ୍ଦ ବିରୋଧରେ କରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡୋପ୍ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ପାଇଁ କ୍ରୀଡ଼ାରୁ ବାସନ୍ଦ ହୋଇଛନ୍ତି ଓଡ଼ିଆ ଆଥଲେଟ ଦୂତୀ ଚାନ୍ଦ। ଏବେ ତାଙ୍କ ଖେଳ ଜୀବନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ...
ଓଡ଼ିଶା ଜଳ ବିଦ୍ୟୁତ ନିଗମରେ ୧୭୭ଟି ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୧୪
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚପିସି) ପକ୍ଷରୁ ୧୭୭ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓଏଚପିସି ବିଭିନ୍ନ ବିଭାଗରେ ଖାଲିଥିବା ବିଭିନ୍ନ ଟେକ୍ନିକାଲ ଟ୍ରେନି, ମ୍ୟାନେଜମେଣ୍ଟ ଟ୍ରେନି ଓ...
ବାରମ୍ବାର ବିଫଳତା ଆଗକୁ ବଢ଼ିବା ପାଇଁ ପ୍ରେରଣା ଦିଏ – ଓଏଏସ ସୌରଭ କୁମାର ସ୍ଵାଇଁ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=76A3mMdtZy0]
ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ସୋନପୁରର ସୌରଭ କୁମାର ସ୍ଵାଇଁ। ତୃତୀୟ ଚେଷ୍ଟାରେ ୧୦୪ ରାଙ୍କରେ ରହି ତାଙ୍କୁ ମିଳିଛି ଏହି ସଫଳତା। ପୂର୍ବରୁ ଦୁଇଥର...
ପ୍ରଫେସର ସବିତା ପ୍ରଧାନ ପୁରୀ ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ନିଯୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଫେସର ସବିତା ପ୍ରଧାନ ପୁରୀ ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶୁକ୍ରବାର ତାଙ୍କୁ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ କରିଛନ୍ତି।...
ବାରିପଦା ଡାକ୍ତରଖାନାର ପ୍ରସୂତୀ ବିଭାଗରେ ଅଗ୍ନିକାଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଅଗ୍ନିକାଣ୍ଡ। ଶୁକ୍ରବାର ଦିନ ଡାକ୍ତରଖାନା ତୃତୀୟ ମହଲାରେ ଥିବା ପ୍ରସୂତୀ ବିଭାଗରେ...
ଆଜିଠୁ ଭାରତ-ଆୟର୍ଲାଣ୍ଡ୍ ଟି-ଟ୍ୱେଣ୍ଟି ସିରିଜ, ଯଶପ୍ରୀତ ବୁମରାଙ୍କ ନେତୃତ୍ୱରେ ଖେଳିବ ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ-ଆୟର୍ଲାଣ୍ଡ୍ ଟି-ଟ୍ୱେଣ୍ଟି ସିରିଜ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ନେତୃତ୍ୱରେ ଏହି ସିରିଜ ଖେଳିବ ଟିମ ଇଣ୍ଡିଆ। ଏହି ସିରିଜରେ ଜରିଆରେ ସେ ଦୀର୍ଘ...
ଆଇଏଏସ ସ୍ତରରେ ଅଦଳବଦଳ, ଜ୍ୟୋତିପ୍ରକାଶ ଦାସ ହେଲେ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଏଏସ ସ୍ତରରେ ଗୁରୁବାର ଦିନ ଅଦଳବଦଳ ହୋଇଛି। କଟକରେ ଆଇଜିଆର ଭାବେ କାର୍ଯ୍ୟରତ ଆଇଏଏସ ଅଧିକାରୀ ଜ୍ୟୋତିପ୍ରକାଶ ଦାସଙ୍କୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଭାବେ ନିଯୁକ୍ତ କରାଯାଇଛି। ଏହି ଦାୟିତ୍ଵ ତାଙ୍କୁ...
ସାପ କାମୁଡ଼ିଲେ କ’ଣ କରିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=9eyoElRHdZE]
ବର୍ତ୍ତମାନ ସମୟରେ ରାଜ୍ୟରେ ସାପ କାମୁଡ଼ା ମାମଲା ବଢ଼ୁଛି। ସାପ କାମୁଡ଼ାରେ ଅଧିକାଂଶ ଲୋକ ଗୁରୁତର ଆହତ ହେଉଥିବାବେଳେ କିଛି ପ୍ରାଣ ହରାଉଛନ୍ତି।
ଗାଁ ଗହଳିରେ ଆଜିବି ଅଧିକାଂଶ ଲୋକ ସାପ କାମୁଡ଼ିଲେ ଅନ୍ଧବିଶ୍ଵାସର...
ଆଜି ଓଡ଼ିଶାରେ ପ୍ରବଳ ବର୍ଷିବ: ୧୩ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡ଼ିଶା ତତ୍ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ। ଏହା ପ୍ରଭାବରେ ରାଜ୍ୟର ସବୁ ଜିଲ୍ଲାରେ ବର୍ଷା ଜାରି ରହିଛି। ଆଗାମୀ ୨ରୁ ୩...
ଓଡ଼ିଶା ହାଇକୋର୍ଟରେ ନିଯୁକ୍ତ ହେବେ ୨ ନୂଆ ବିଚାରପତି, ସୁପ୍ରିମକୋର୍ଟଙ୍କ ସୁପାରିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ହାଇକୋର୍ଟରେ ଦୁଇ ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବାକୁ ଯାଉଛି। ହାଇକୋର୍ଟର ନୂଆ ବିଚାରପତି ଭାବେ ବରିଷ୍ଠ ଆଇନଜୀବୀ ଶିବ ଶଙ୍କର ମିଶ୍ର ଓ ବିଚାରବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର...





















