ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ପାଇଁ ଜୋରଦାର ପ୍ରସ୍ତୁତି, ମୁତୟନ ହେବେ ୩୬ ପ୍ଲାଟୁନ ଫୋର୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ମଙ୍ଗଳବାର ଦିନ ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।...
ଜ୍ଞାନବାପୀ ମସଜିଦ ମାମଲା: ଦୁଇ ଦିନ ପାଇଁ ଏଏସଆଇ ସର୍ଭେ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରାଣାସୀ ସ୍ଥିତ ଜ୍ଞାନବାପୀ ମସଜିଦ୍ ପରିସରରେ ଏଏସଆଇର ସର୍ଭେ କାମ ବନ୍ଦ କରିବା ଲାଗି ସୋମବାର ଦିନ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ଜୁଲାଇ ୨୬ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ...
ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ମଙ୍ଗଳବାରରୁ ରାଜ୍ୟରେ ବଢ଼ିବ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏବେ ମୌସୁମୀ ସହ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୋମବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା...
ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର, ସୋମବାର ସକାଳୁ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ପୁରୀବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ଦିନର ଅପେକ୍ଷା ପରେ ଖୋଲିଛି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର। ସୋମବାର ସକାଳ ୭ ଟାରୁ କେବଳ ପୁରୀର ଭକ୍ତମାନେ ଏହି ଦ୍ୱାର ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ...
ବଢ଼ୁଛି ହୀରାକୁଦ ଜଳସ୍ତର, ଖୋଲିଲା ଆଉ ୩ଟି ଗେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ରବିବାର ଦିନ ୫ଟି ଗେଟ୍ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଥିବାବେଳେ ସୋମବାର ଦିନ ଆଉ ୩ଟି ଗେଟ୍...
ଧରାପଡ଼ିଲା ଆନ୍ତଃରାଜ୍ୟ ପ୍ରଶ୍ନପତ୍ର ଲିକ୍ ରାକେଟ, ଓଏସଏସସି ପକ୍ଷରୁ ଜେଇ(ସିଭିଲ୍) ମୁଖ୍ୟ ଲିଖିତ ପରୀକ୍ଷା ରଦ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ ଜୁଲାଇ ୧୬ ତାରିଖରେ ହୋଇଥିବା ଜୁନିୟର ଇଞ୍ଜିନୟର (ସିଭିଲ) ମୁଖ୍ୟ ଲିଖିତ ପରୀକ୍ଷାକୁ ରଦ୍ଦ କରାଯାଇଛି। ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଲିକକୁ ନେଇ...
ଏଫଆଇଏଚ୍ ପ୍ରୋ-ଲିଗ ହକି ୨୦୨୩-୨୪: ଭୁବନେଶ୍ଵରରୁ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଫଆଇଏଚ୍ ପ୍ରୋ-ଲିଗ ହକି ୨୦୨୩-୨୪ ପାଇଁ ଖେଳସୂଚୀ ଘୋଷିତ ହୋଇଛି। ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମରୁ ମ୍ୟାଚ ଖେଳି ଏହି ଟୁର୍ଣ୍ଣାମେଣ୍ଟରେ ନିଜର...
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ‘ସିଏଚଏସଏଲ୍’ ପରୀକ୍ଷା, କାଲି ସରିଯିବ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ କମ୍ବାଇନ ହାଇଅର ସେକେଣ୍ଡାରି ଲେଭାଲ (ସିଏଚଏସଏଲ୍) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ...
କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ: ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରଣନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
କନ୍ଦଳ ଭିତରେ ଅନୁଷ୍ଠିତ ହୋଇଛି ଓଡ଼ିଶା ପ୍ରଦେଶ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ। ପ୍ରସ୍ତୁତ ହୋଇଛି ଆଗାମୀ ନିର୍ବାଚନ ପାଇଁ ରଣନୀତି I
ଶନିବାର ଦିନ କନ୍ଦଳ ଭିତରେ ଅନୁଷ୍ଠିତ ହୋଇଛି ଓଡ଼ିଶା ପ୍ରଦେଶ...
ମୟୂରଭଞ୍ଜ: ସାହସିକତା ଏବଂ ବଳିଦାନ ପାଇଁ ପୁରସ୍କୃତ ହେବେ ତିନି ବନ କର୍ମଚାରୀ, ଦୁଇଜଣଙ୍କୁ ମରଣୋତ୍ତର ସମ୍ମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ସାହସିକତା ଏବଂ ବଳିଦାନ ପାଇଁ ଶିମିଳିପାଳ ଅଭୟାରଣ୍ୟର ୩ ଜଣ କର୍ତ୍ତବ୍ୟରତ ବନ କର୍ମଚାରୀଙ୍କୁ ପୁରସ୍କୃତ କରିବେ ଭାରତ ସରକାର। ତିନିଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ ମରଣୋତ୍ତର ଭାବେ...





















