୨୪ ନିର୍ବାଚନରେ ‘ଏନ୍ଡିଏ’ ବନାମ ‘ଇଣ୍ଡିଆ’
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
୨୬ ବିରୋଧୀ ଦଳର ଦଳ ହେବ ‘ଇଣ୍ଡିଆ’, ୨୦୨୪ ସାଧାରଣ ନିର୍ବାଚନରେ ଏନ୍ଡିଏକୁ କେମିତି ଚକମା ଦେବ ଇଣ୍ଡିଆ ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା।
ବେଙ୍ଗାଳୁରୁରେ ମହାମେଣ୍ଟର ନାମକରଣ
...
ଖୋଲୁଛି ପାକିସ୍ତାନର ସୀମାଙ୍କ ଗୁମର, ଚାଲିଛି ଏଟିଏସର ତନାଘନା
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରେମ ପାଇଁ ପାକିସ୍ତାନର ସୀମା ଡେଇଁ ଭାରତରେ ପହଞ୍ଚିଥିବା ସୀମା ହାଇଦରଙ୍କୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ଉଠିବାକୁ ଲାଗିଛି। ଏମିତି କି ସୀମା ହାଇଦରଙ୍କ ପ୍ରକୃତ ନାଁ ମରିୟମ ଖାନ...
ଆଜି ନୂଆଦିଲ୍ଲୀରେ ‘ଏନଡିଏ’ର ଶକ୍ତି ପ୍ରଦର୍ଶନ, ଯୋଗଦେବେ ୩୮ ଦଳର ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ବେଙ୍ଗାଳୁରୁରେ ବିରୋଧୀ ଗୋଷ୍ଠୀଙ୍କ ବୈଠକ ଚାଲୁଥିବାବେଳେ ମଙ୍ଗଳବାର ନୂଆଦିଲ୍ଲୀରେ ବିଜେପି ସମର୍ଥିତ ଏନଡିଏ ଦଳମାନଙ୍କ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବିରୋଧୀଙ୍କ ବୈଠକକୁ ଚ୍ୟାଲେଞ୍ଜ କରିବାକୁ ଯାଇ ଏନଡିଏ ଦଳମାନେ ନିଜର...
କାହିଁକି ବଢ଼ୁଛି ଆଖିଧରା?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=6ma_uY4RTwQ]
ସାଧାରଣତଃ ବର୍ଷା ଋତୁରେ ଆଖିଧରା ଭଳି ସମସ୍ୟା ଅଧିକ ଦେଖାଦେଇଥାଏ। ଏହା ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ ହୋଇଥାଏ। ଆଖିଧରିବା ସମୟରେ ଆଖିରୁ ପାଣି ଗଡ଼ିବା, ଆଖି ଲାଲ ପଡ଼ିଯିବା...
‘ପ୍ରୋଜେକ୍ଟ ଚିତା’କୁ ନେଇ ବଢ଼ିଲା ଚିନ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
୯ ମାସ ଭିତରେ ୮ଟି ଚିତାଙ୍କର ମୃତ୍ୟୁ ହେବା ପରେ ‘ପ୍ରୋଜେକ୍ଟ ଚିତା’କୁ ନେଇ ଏବେ ବଢ଼ିଛି ଚିନ୍ତା।
ଜୁଲାଇ ୨୦୨୨ରେ ନାମିବ୍ୟା ସରକାରଙ୍କ ସହ ଆଫ୍ରିକୀୟ ଚିତା ଆଣିବାକୁ ଚୁକ୍ତି...
ନୀତି ଆୟୋଗ ରିପୋର୍ଟ: ଓଡ଼ିଶାରେ ଦାରିଦ୍ର୍ୟ ହାର ୨୯.୩୪ ପ୍ରତିଶତରୁ ୧୫.୮୬ ପ୍ରତିଶତକୁ ହ୍ରାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ପ୍ରାୟ ୧୩ କୋଟି ୫୦ ଲକ୍ଷ ଲୋକ ଦାରିଦ୍ର୍ୟ ରେଖାରୁ ବାହାରିଛନ୍ତି
ଓଡ଼ିଶାରେ ଦାରିଦ୍ର୍ୟ ହାର ୨୯.୩୪ ପ୍ରତିଶତରୁ ୧୫.୮୬ ପ୍ରତିଶତକୁ ହ୍ରାସ
ଓଡ଼ିଶାରେ ଦରିଦ୍ରତା ମାଲକାନାଗିରିରେ ସର୍ବାଧିକ...
ରାଜ୍ୟରେ ଜୁଲାଇ ୨୨ ଯାଏଁ ପ୍ରବଳ ବର୍ଷା!
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ହେବାର...
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମନ ଚାଣ୍ଡିଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓମନ ଚାଣ୍ଡିଙ୍କ ମଙ୍ଗଳବାର ସକାଳେ ଦେହାନ୍ତ ହୋଇଛି। ବେଙ୍ଗାଳୁରୁର ଏକ ଘରୋଇ ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁବେଳେ ତାଙ୍କୁ ୭୯...
ଏମ୍ସ ଭୁବନେଶ୍ଵରରେ ୭୭୫ଟି ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଜୁଲାଇ ୩୦ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ଭୁବନେଶ୍ଵରେ ଅନେକ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପଦବୀରେ ନିଯୁକ୍ତି ସୁଯୋଗ ବାହାରିଛି। ଏଠାରେ ବିଭିନ୍ନ ବିଭାଗରେ ଖାଲି...
ବର୍ଷୀୟାନ ସାହିତ୍ୟିକ ଦେବରାଜ ଲେଙ୍କା ପାଇବେ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୨୨’
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୨୨ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ଜୀବନବ୍ୟାପୀ ସାଧନା ନିମନ୍ତେ ବର୍ଷୀୟାନ ସାହିତ୍ୟିକ ଦେବରାଜ ଲେଙ୍କାଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୨୨’, ନିଗମାନନ୍ଦ...





















