ବାହାନଗା ଟ୍ରେନ ଟ୍ରାଜେଡି: ଏସସିବିରେ ପ୍ରାଣ ହରାଇଲେ ପୁଣି ଜଣେ ଯାତ୍ରୀ, ମୃତ୍ୟୁ ସଂଖ୍ୟା ୨୯୩କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାନଗା ଟ୍ରେନ ଟ୍ରାଜେଡିରେ ଗୁରୁତର ଆହତ ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଆଉ ଜଣେ ଯାତ୍ରୀଙ୍କର ଗୁରୁବାର ଦିନ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ବିହାରର ମନୀଷ କୁମାର।...
ବଢ଼ିଲା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ, ୨୦୨୬ ଏପ୍ରିଲ ମଧ୍ୟରେ ବିବାଦ ସମାଧାନ ପାଇଁ ଲକ୍ଷ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ଅବଧିକୁ ପୁଣି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏବେ ୨୦୨୬ ମସିହା ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ଯାଏଁ କାର୍ଯ୍ୟ କରିବେ ଟ୍ରିବ୍ୟୁନାଲ। ମହାନଦୀ ଜଳବିବାଦର...
ଶ୍ରୀକ୍ଷେତ୍ରରେ ସୁନାବେଶ ପାଇଁ ଟ୍ରାଫିକ କଟକଣା: ଜାଣନ୍ତୁ କେଉଁଠି ରହିବ ଗାଡ଼ି, କେଉଁ ବାଟ ଦେଇ ବଡ଼ଦାଣ୍ଡକୁ ଯିବେ...
ଓଡ଼ିଶାଲାଇଭ୍ ବ୍ୟୁରୋ
ବଡ଼ଠାକୁରଙ୍କ ସୁନାବେଶ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର ପୁରୀ। ମହଣ ମହଣ ସୁନାରେ ସଜେଇ ହୋଇ ଗୁରୁବାର ଦିନ ଦର୍ଶନ ଦେବେ ବଡ଼ଠାକୁର। ବଡ଼ଠାକୁରଙ୍କ ସୁନାବେଶ ଦର୍ଶନ ପାଇଁ ପୁରୀରେ ଜମିଛି...
ଛତିଶଗଡ଼: ରାୟପୁର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାୟପୁରଠାରେ ଥିବା ଛତିଶଗଡ଼ର ସର୍ବବୃହତ ଜଗନ୍ନାଥ ମନ୍ଦିରରେ ପବିତ୍ର ବାହୁଡ଼ା ଯାତ୍ରା ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିରର ବେସମେଣ୍ଟସ୍ଥିତ ମାଉସୀ ମା’ ମନ୍ଦିରଠାରେ ବିରାଜମାନ ଚତୁର୍ଦ୍ଧା ମୂର୍ତ୍ତିଙ୍କର ରୀତି...
ବିଶାଖାପାଟଣାରେ ପ୍ରବାସୀ ଓଡ଼ିଆମାନେ ପାଳିଲେ ବାହୁଡ଼ା ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଧ୍ରପ୍ରଦେଶରର ବିଶାଖାପାଟଣାରେ ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଶାଖାପାଟଣାର ଲସ୍ଵନ ବେ କଲୋନୀରେ ଥିବା ଗୁଣ୍ଡିଚା ମନ୍ଦିରରୁ ଦଶପଲ୍ଲା ହିଲ୍ସଠାରେ ଥିବା ଜଗନ୍ନାଥ...
ଆରପାରିରେ ବରିଷ୍ଠ ସାମ୍ବାଦିକ ଡକ୍ଟର ଜଗନମୋହନ ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆରପାରିରେ ବରିଷ୍ଠ ସାମ୍ବାଦିକ ଡକ୍ଟର ଜଗନମୋହନ ମହାପାତ୍ର। ଗୁରୁବାର ସକାଳେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଡକ୍ଟର ମହାପାତ୍ରଙ୍କ ଅକାଳ ବିୟୋଗ...
ବାହାରିନରେ ଓଡ଼ିଆ ସମାଜ ଓ ଇସ୍କନ ପକ୍ଷରୁ ପାଳିତ ହେଲା ବାହୁଡ଼ା ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାରିନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ବାହାରିନ ଓଡ଼ିଆ ସମାଜ ଓ ଇସ୍କନର ମିଳିତ ସହଯୋଗରେ ବୁଧବାର ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା। ଭକ୍ତମାନେ...
ଓପିଏସସି ପକ୍ଷରୁ ‘ସହକାରୀ ବନ ସଂରକ୍ଷକ’ ଓ ‘ଫରେଷ୍ଟ ରେଞ୍ଜର’ ପଦବୀ ପାଇଁ ଜାରି ରହିଛି ଆବେଦନ, ଆଜି...
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଭିନ୍ନ ସହକାରୀ ବନ ସଂରକ୍ଷକ ଓ ଫରେଷ୍ଟ ରେଞ୍ଜର ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ‘ଓଡ଼ିଶା...
ସ୍ତ୍ରୀଙ୍କ ହତ୍ୟା ପାଇଁ ଆଜୀବନ କାରାଦଣ୍ଡ: ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କ କ୍ରାଇମ୍ ଫାଇଲ୍
ଶୁଭଲକ୍ଷ୍ମୀ ବଳ
କୁହାଯାଏ ସତ କେବେ ଲୁଚି ରହେନା। ଗୋଟିଏ ହତ୍ୟା ମାମଲାର ରାୟ ପାଇଁ ୨୮ ବର୍ଷ ବିଳମ୍ବ ହେଲା ସତ, ହେଲେ ଆଇନ ଆଖିରୁ ଲୁଚି ପାରିଲାନି ଅପରାଧ।
ଗୋଟିଏ ଜଘନ୍ୟ ହତ୍ୟାକାଣ୍ଡର...
ବାହୁଡ଼ିଲେ ମହାପ୍ରଭୁ, ଶ୍ରୀମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀରେ ୯ ଦିନର ଲୀଳାଖେଳା ଶେଷ କରି ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବୁଧବାର ବାହୁଡ଼ାଯାତ୍ରା ପରେ ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ। ପୂର୍ବ ନିର୍ଦ୍ଧାରିତ ସମୟ ଆଗରୁ...





















