Independence Day

ୟୁସିସିଆଇ ଲେଡିଜ୍ ଫୋରମ ପକ୍ଷରୁ ବିଭିନ୍ନ ସ୍କୁଲକୁ କମ୍ପ୍ୟୁଟର ପ୍ରଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର(ୟୁସିସିଆଇ) ଲେଡିଜ୍ ଫୋରମ୍ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିନ ଭୁବନେଶ୍ଵରସ୍ଥିତ ୟୁସିସିଆଇ କାର୍ଯ୍ୟାଳୟ ପରିସରରେ ଏହି...

ଭାରୋତ୍ତଳନରେ ଭାରତ ପାଇଁ ସ୍ଵର୍ଣ୍ଣ ଆଣିଲେ ଜୟପୁରର ବିଶ୍ଵନାଥ ନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଭାରୋତ୍ତଳନରେ ଭାରତ ପାଇଁ ସ୍ଵର୍ଣ୍ଣ ଜିତିଲେ କୋରାପୁଟ ଜିଲ୍ଲା ଜୟପୁରର ବିଶ୍ଵନାଥ ନାୟକ। ନେପାଳର ରାଜଧାନୀ କାଠମାଣ୍ଡୁଠାରେ ଅନୁଷ୍ଠିତ ବିଶ୍ଵ ଷ୍ଟ୍ରେନ୍ଥ ଲିଫ୍ଟିଙ୍ଗ ଏବଂ ଇନକ୍ଲାଇନ ବେଞ୍ଚପ୍ରେସ ଚାମ୍ପିୟନସିପ୍ସରେ ସ୍ଵର୍ଣ୍ଣ...

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା: ୯ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ଆଗକୁ ବର୍ଷାର ପରିମାଣ ଆହୁରି ବଢ଼ିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାରାଦୀପ...

ମା’ ହେବେ ଅଜୟ ଦେବଗନଙ୍କ ଅନ୍‌ସ୍କ୍ରିନ ଝିଅ ଈଶିତା ଦତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ମା’ ହେବାକୁ ଯାଉଛନ୍ତି ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ଅନସ୍କ୍ରିନ ଝିଅ ଅଭିନେତ୍ରୀ ଈଶିତା ଦତ୍ତା। ବଲିଉଡ ସୁପରହିଟ ଚଳଚ୍ଚିତ୍ର ‘ଦୃଶ୍ୟମ୍’ରେ ଅଜୟ ଦେବଗନଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ ଈଶିତା। ନିକଟରେ...

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ରହିଥିବା ସ୍ଵୀକାର କଲା ବୋର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ୱୀକାର କରିଛି ବୋର୍ଡ। ଇତିହାସ ଏବଂ ରାଜନୀତି ବିଜ୍ଞାନ ସେଟ୍ ‘ବି’ ପ୍ରଶ୍ନପତ୍ରରେ ମୁଦ୍ରଣ ଜନିତ ତ୍ରୁଟି ହୋଇଥିବା କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ...

ସରକାରୀ କର୍ମଚାରୀଙ୍କୁ ଇ-ଯାନ କିଣିବା ପାଇଁ ବିନା ସୁଧରେ ଋଣ ଦେବେ ଓଡ଼ିଶା ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଏବେ ସେମାନଙ୍କୁ ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ବିନା ସୁଧରେ ଋଣ ଯୋଗାଇ ଦେବେ ରାଜ୍ୟ ସରକାର। ସରକାରୀ କର୍ମଚାରୀମାନେ ଇ-ଯାନର ବଜାର...

ରାୟଗଡ଼ା ଜିଲ୍ଲାର ପଢ଼ୁଆ ଯୁବତୀଙ୍କୁ ସ୍ୱାବଲମ୍ବୀ କରୁଛି ‘ବାଉଁଶ ଅଳଙ୍କାର’

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଆଦିବାସୀ ଯୁବତୀଙ୍କ ନିଆରା ଉଦ୍ୟମ। ବାଉଁଶରେ ତିଆରି କରୁଛନ୍ତି ଭଳିକି ଭଳି ଅଳଙ୍କାର। ଯୁବତୀଙ୍କୁ ସ୍ୱାବଲମ୍ବୀ କରିବାରେ ମାଧ୍ୟମ ପାଲଟିଛି 'ବାଉଁଶ ଅଳଙ୍କାର'। ନିଖୁଣ କରିଗିରି ଏବଂ...

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ, ୩ ମାସରେ ଦାବି ପୂରଣ ନହେଲେ ଆତ୍ମାହୁତି ଚେତାବନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ୩ ଦିନ ଧରି ଚାଲୁଥିବା ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଶେଷରେ ବନ୍ଦ ହୋଇଛି। ରାଜ୍ୟ ସରକାରଙ୍କଠାରୁ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବ ପରେ ଓଡ଼ିଶା ଡ୍ରାଇଭର ମହାସଂଘ...

ଷ୍ଟିୟରିଂ ଛାଡ଼ି ରାଜରାସ୍ତାରେ ଡ୍ରାଇଭର, ଖାଲି ହେଉଛି ବଜାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜରାସ୍ତାରେ ଓଡ଼ିଶାର ହଜାର ହଜାର ଡ୍ରାଇଭର। ଷ୍ଟିୟରିଂ ଛାଡ଼ି ଗତ ତିନି ଦିନ ହେଲା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚାଲିଛି। ଫଳରେ ବଜାର ଉପରେ ଏହାର ବଡ଼...

କୋରାପୁଟ: ମାଛକୁଣ୍ଡରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କୋରାପୁଟ ଜିଲ୍ଲା ପୋଲିସ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଇନୋଭା ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇ ବେଆଇନ ଭାବେ କୋରାପୁଟ ଦେଇ...