Independence Day

ଆଜିଠୁ ଆରମ୍ଭ ଡିଜିଟାଲ ମୁଦ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଡିଜିଟାଲ ରୁପି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡିଜିଟାଲ ରୁପି ଅର୍ଥାତ୍ ଇ-ରୁପିର ପ୍ରଥମ ପାଇଲଟ ପ୍ରକଳ୍ପ ଆଜିଠାରୁ ଆରମ୍ଭ କରିବାକୁ ଯାଉଛି। ବ୍ଲାକଚେନ ଆଧାରିତ...

ସୁନ୍ଦରଗଡ଼ ବିଶ୍ରା ବ୍ଲକ କାର୍ଯ୍ୟାଳୟ ପରିସରରେ ଖୋଲିଲା ‘ମିଶନ ଶକ୍ତି କାଫେ’

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ସଦରମହକୁମାକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଜନସାଧାରଣଙ୍କ ସୁବିଧା ନିମନ୍ତେ ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାଫେ ଖୋଲାଯାଉଛି। ଏହି...

ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାରା

ଓଡ଼ିଶାଲାଇଭ୍ ବ୍ୟୁରୋ ଝୁଲା ପୋଲର ମରାମତି ଲାଗି ଆଠଗଡ଼ ଧବଳେଶ୍ୱର ପୀଠରେ ଜାରି ହୋଇଛି ୧୪୪ ଧାରା। ଏନେଇ ସୋମବାର ଦିନ ସୂଚନା ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ। ଗୁଜରାଟ ମୋରବୀ ଝୁଲା ପୋଲ ଟ୍ରାଜେଡି...

ଧାମନଗରର ବିକାଶ ଦାୟିତ୍ଵ ମୋର – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଧାମନଗର ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ। ଏହାରି ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ପ୍ରଚାର...

ଗୁଜରାଟ ମୋରବୀ ମଚ୍ଛୁ ନଦୀ ଝୁଲା ପୋଲ ଟ୍ରାଜେଡି: ପ୍ରାଣ ହରାଇଲେ ୧୪୧ ଜଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଜରାଟର ମୋରବୀ ଜିଲ୍ଲା ଅନ୍ତର୍ଗତ ମଚ୍ଛୁ ନଦୀ ଝୁଲା ପୋଲ ଛିଣ୍ଡି ଯିବାରୁ ବର୍ତ୍ତମାନ ସୁଦ୍ଧା ୧୪୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଭୟଙ୍କର ଦୁର୍ଘଟଣା ରବିବାର ସନ୍ଧ୍ୟାରେ ଘଟିଥିଲା। ଦୁର୍ଘଟଣା...

ନୟାଗଡ଼: କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲାରେ କିଛି ବର୍ଷ ଧରି ବନ୍ୟପ୍ରାଣୀ ଛାଲ ଚାଲାଣ କରୁଥିବା ରାକେଟ ସକ୍ରିୟ ରହିଛନ୍ତି। ଏକ କଲାରାପତରିଆ ବାଘ ଛାଲ ଚାଲାଣ କରାଯାଉଥିବାବେଳେ ଶନିବାର ଦିନ...

ଓଡ଼ିଶା ଟ୍ରାଭେଲ୍ ବଜାର-୨୦୨୨: ସ୍ଥାନୀୟ ସଂସ୍ଥାଗୁଡ଼ିକ ସହ ଯୋଡ଼ି ହେବେ ବିଦେଶୀ ଟୁର୍ ଅପରେଟର୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଅକ୍ଟୋବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଆୟୋଜିତ ଓଡ଼ିଶା ଟ୍ରାଭେଲ୍ ବଜାର-୨୦୨୨ ଉଦଯାପିତ ହୋଇଯାଇଛି। ଏହି ମେଗା ଇଭେଣ୍ଟ ଅବସରରେ ପର୍ଯ୍ୟଟନ, ଟ୍ରାଭେଲ ଏବଂ ଆତିଥେୟତା କ୍ଷେତ୍ରରେ ଓଡ଼ିଶାର ବିଭିନ୍ନ...

ଆଜିଠୁ ଜୟପୁର ସହରକୁ ଆରମ୍ଭ ହେଲା ବିମାନ ସେବା: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଦିନ ପ୍ରତୀକ୍ଷାର ଅନ୍ତ ଘଟିଲା। ସୋମବାରଠାରୁ ରାଜଧାନୀ ଭୁବନେଶ୍ଵରରୁ ଜୟପୁର ସହରକୁ ଆରମ୍ଭ ହେଲା ବିମାନ ସେବା। ଆଜି ସକାଳ ୧୦ଟା ୩୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ...

ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ: ଭାରତ ପାଳୁଛି ଜାତୀୟ ଏକତା ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ନାଁ ତାଙ୍କର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ସ୍ୱାଧୀନ ଭାରତର ସେ ଥିଲେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ। ଗଡ଼ଜାତ ଅଞ୍ଚଳ ଓ ସ୍ୱାଧୀନ ରାଜ୍ୟଗୁଡ଼ିକୁ ଭାରତ ସହ ମିଶାଇବାରେ ସେ ନେଇଥିଲେ ଗୁରୁତ୍ୱପୂର୍ଣ୍ଣ...

ଶାନ୍ତିଲତା ବାରିକ ହିଟସ୍: ‘ରଙ୍ଗ ମାଟିଲୋ…’

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=hS8pJi34LUk?list=PLKig8_kZBmDO02Z3-RD5pxFkTHrW1ZicE] ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ...