Independence Day

କମିଶନରେଟ ପୋଲିସରେ ଅଦଳବଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ କମିଶନରେଟ ପୋଲିସରେ ବୁଧବାର ବଡ଼ ଧରଣର ଅଦଳବଦଳ ହୋଇଛି। ଏସିପି, ଇନ୍ସପେକ୍ଟର ଏବଂ ଏସଆଇ ସ୍ତରରେ ଅଦଳବଦଳ କରାଯାଇଛି। ଜଣେ ଏସିପି, ୭ ଜଣ ଇନ୍ସପେକ୍ଟର ଏବଂ ୩୦ଜଣ ସବ୍ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି। କଟକ...

ରାଜ୍ୟରେ ବଢ଼ିଲା ଆଳୁ ଦର

ଓଡ଼ିଶାଲାଇଭ୍ ବ୍ୟୁରୋ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧିର ପ୍ରଭାବ ଏବେ ଆଳୁ ଉପରେ ପଡ଼ିଛି। ରାଜ୍ୟରେ ଆଳୁ କେଜି ପିଛା ୨ରୁ ୩ ଟଙ୍କା ବୃଦ୍ଧି ହୋଇଛି। ପୂର୍ବରୁ କେଜି ପିଛା ୨୦...
covid testing centers-2

କୋଭିଡ ଡର: ସ୍ଥିତି ଦେଖି ନିଷ୍ପତ୍ତି ନେବାକୁ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କୋଭିଡ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଛି। ୫ଟି ଦେଶରେ କୋଭିଡ ମାମଲା ବୃଦ୍ଧି ପାଉଥିବାବେଳେ ଦିଲ୍ଲୀରେ ସଂକ୍ରମଣ ହାର ଅଧିକ ରହିଛି। ବର୍ତ୍ତମାନ ଓଡ଼ିଶାରେ କୋଭିଡ ସ୍ଥିତି ଚିନ୍ତାଜନକ ନଥିଲେ...

ମୁଢ଼ି ବସ୍ତାରୁ ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଭିନବ ଉପାୟରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ଉଦ୍ୟମ ପଣ୍ଡ କରିଛି ଜୟପୁର ଟାଉନ ପୋଲିସ। ପୋଲିସ ପେଟ୍ରୋଲିଂ କରୁଥିବାବେଳେ ହାତୀଶାଳ ରାସ୍ତାରେ ୟୁପି ୮ଓବି ଟି ୮୫୪୩ ନମ୍ବର ବିଶିଷ୍ଟ...

ଚିନ୍ତା ବଢ଼ାଉଛି କରୋନା: ୫ ରାଜ୍ୟରେ ବିଗୁଡୁଛି ସ୍ଥିତି

ଓଡ଼ିଶାଲାଇଭ୍ ବ୍ୟୁରୋ କିଛି ମାସ ବ୍ୟବଧାନ ପରେ ପୁଣି ଚିନ୍ତା ବଢ଼ାଇଲାଣି କରୋନା। ଦେଶରେ ଏବେ କୋଭିଡ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଛି। ଦେଶର ରାଜଧାନୀ ଦିଲ୍ଲୀରେ ସବୁଠାରୁ ଅଧିକ କୋଭିଡ ମାମଲା ଦେଖିବାକୁ...

ଆଜିଠାରୁ ସ୍କୁଲ ବସ୍ ଯାଞ୍ଚ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ              ଏପ୍ରିଲ ୨୦ ତାରିଖରୁ ପିଲାଙ୍କୁ ନେଇ ଯାଉଥିବା ସ୍କୁଲ ବସ୍‌ଗୁଡ଼ିକର ଯାଞ୍ଚ ଆରମ୍ଭ ହୋଇଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ...

ରାଜ୍ୟରେ ରେକର୍ଡ ଭାଙ୍ଗୁଛି ତାତି, ଆହୁରି ଅସହ୍ୟ ହେବ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ଗରମ। ରାଜ୍ୟବାସୀ ଅସମ୍ଭାଳ ଖରା ତାତିରେ ଆଉଟୁପାଉଟୁ ହେଉଛନ୍ତି। ଆଗକୁ ଆହୁରି ତାପମାତ୍ରାରେ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।...

କୁସୁପୁର ଗଣହତ୍ୟା ମାମଲା: ଆସିଲା ୫ ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁଚର୍ଚ୍ଚିତ ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଗତ ଏପ୍ରିଲ ୧୧ ତାରିଖ ରାତି ପ୍ରାୟ ସାଢେ ୨ଟାରୁ ୩ଟା ମଧ୍ୟରେ ଏହି ବୀଭତ୍ସ କାଣ୍ଡ ଘଟିଥିବା...

ମହଙ୍ଗା ହେଲା ଓମ୍‌ଫେଡ କ୍ଷୀର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଏଣିକି ଓମ୍‌ଫେଡ କ୍ଷୀର କିଣିବା ମହଙ୍ଗା ହେବ। ଅଧା ଲିଟର ଓମ୍‌ଫେଡ କ୍ଷୀର ପିଛା ୨ ଟଙ୍କା ଲେଖାଏଁ ବୃଦ୍ଧି ହୋଇଛି। ଏବେ ଅଧା ଲିଟର ଓମ୍‌ଫେଡ କ୍ଷୀର ପାଇଁ...

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୭ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ ଚଢ଼ଉ କରି ୭ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ଜବତ ହୋଇଥିବା ୧୦୧ କେଜି ଗଞ୍ଜେଇର...