୧ ଲକ୍ଷ ୭୦ ହଜାର କୋଟିର ରାଜ୍ୟ ବଜେଟ୍ – କେଉଁ ବିଭାଗକୁ କେତେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୋମବାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୧-୨୨ ବର୍ଷ ପାଇଁ ୧ଲକ୍ଷ ୭୦ ହଜାର...
କୋଲକାତାରେ କାନାଇନ ପାରଭୋ ଭାଇରସ ଆତଙ୍କ – ୩ ଦିନରେ ଗଲାଣି ୨୫୦ କୁକୁର ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଲକାତାରେ ଆତଙ୍କ ଖେଳାଇଛି କାନାଇନ ପାରଭୋ ଭାଇରସ। ଏହି ଭାଇରସ କାରଣରୁ ଗତ ୩ ଦିନ ମଧ୍ୟରେ ପାଖାପାଖି ୨୫୦ କୁକୁରର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଛୋଟ କୁକୁର...
ଅନ୍ତର୍ଜାତୀୟ ବଜାରରେ ଉତ୍ପାଦନ ହ୍ରାସ ଯୋଗୁଁ ବଢୁଛି ତେଲ ଦର – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ହୁ ହୁ ହୋଇ ତୈଳ ଦର ବୃଦ୍ଧି ପାଉଛି। ଅନେକ ରାଜ୍ୟରେ ତେଲ ଦର ୧୦୦ ଛୁଇଁ ଥିବାବେଳେ, ଆଉ କିଛି ରାଜ୍ୟରେ ୯୦ ପାର ହୋଇସାରିଲାଣି। ତେଲ ଦରରେ...
ସରକାରୀ ବାବୁଙ୍କ ପାଇଁ ଇ-ଯାନ ବାଧ୍ୟତାମୂଳକ କରାଯାଉ – କେନ୍ଦ୍ର ପରିବହନ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାରୀ ବାବୁମାନଙ୍କ ପାଇଁ ଇ-ଯାନ ବ୍ୟବହାର ବାଧ୍ୟତାମୂଳକ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ। ଦିଲ୍ଲୀରେ ଆୟୋଜିତ ‘ଗୋ- ଇଲେକ୍ଟ୍ରିକ୍’ ଅଭିଯାନରେ ସାମିଲ ହୋଇ ଏଭଳି...
ଆରବିଆଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ – ୬ ମାସ ଭିତରେ ଆଣନ୍ତୁ ଲକର ପରିଚାଳନାରେ ନୂଆ ନିୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ୟାଙ୍କ ଲକର ପରିଚାଳନାରେ ନୂଆ ନିୟମ ଆଣିବା ପାଇଁ ଆରବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ଶନିବାର ଏକ ଶୁଣାଣିରେ କହିଛନ୍ତି, ଯଦି ଗ୍ରାହକଙ୍କ ବିନା ଅନୁମତିରେ ତାଙ୍କ ଲକର ଭଙ୍ଗା...
କଡ଼ାକଡ଼ି ହେବ କୋଭିଡ ନିୟମ – ଗହଳି ଜାଗା ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣିଥରେ କରୋନା ତା’ର କାୟା ବିସ୍ତାର କରିବା ଆରମ୍ଭ କରିଦେଲାଣି। ମହାରାଷ୍ଟ୍ରରେ ବିଗତ ଦୁଇ ଦିନ ମଧ୍ୟରେ ୧୦ ହଜାର ନୂଆ କରୋନା ରୋଗୀ ଚିହ୍ନଟ ହେବା ପରେ ଓଡ଼ିଶା ସରକାର...
୨୪ ଘଣ୍ଟାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା – ରାଜ୍ୟର ୧୧ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏନେଇ ଶୁକ୍ରବାର ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର...
ଗ୍ୟାସ୍ ଓ ତୈଳ ଦର ବୃଦ୍ଧିକୁ ନେଇ ପ୍ରତିବାଦ – ମାଟି ଚୁଲା ଧରି ବିଧାନସଭାରେ ପହଞ୍ଚିଲେ ବିହାର...
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଲଗାତର ଏଲପିଜି ଦର ଓ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଫଳରେ ଦେଶବ୍ୟାପୀ ଲୋକେ ଏହାକୁ ବିରୋଧ କରିବା ଆରମ୍ଭ କଲେଣି। ତେବେ ବିହାରରେ ଜଣେ କଂଗ୍ରେସ ବିଧାୟକ...
ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର – ଅନଲାଇନରେ ମିଳିବ ମାଟ୍ରିକ ସାର୍ଟିଫିକେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ଓଡ଼ିଶାର ସମସ୍ତ ମାଟ୍ରିକ ଛାତ୍ରଛାତ୍ରୀ ଅନଲାଇନ ଜରିଆରେ ପାଇବେ ସାର୍ଟିଫିକେଟ୍। ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରମାଣ ପତ୍ର ଓ ଦସ୍ତାବିଜ ଆଦି ସମସ୍ତ ଦରକାରୀ କାଗଜପତ୍ର ଡିଜିଟାଲରେ ମିଳିବ। ମାର୍ଚ୍ଚ ୨୦...
ସଚିନଙ୍କ ପୁଅ ଖେଳିବେ ଆଇପିଏଲ୍ - ୨୦ ଲକ୍ଷରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ୍-୧୪ରେ ଖେଳିବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର। ଗୁରୁବାର ହୋଇଥିବା ଆଇପିଏଲ ଖେଳାଳି ନିଲାମୀ ପ୍ରକ୍ରିୟାରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛି। ଅର୍ଜୁନ...





















