ଧନିଆରେ ରହିଛି ଏହି ଫାଇଦା
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣତଃ ରୋଷେଇରେ ଧନିଆକୁ ମସଲା ଭାବେ ବ୍ୟବହାର କରାଯାଇଥାଏ। ତେବେ ଏହାର ଔଷଧୀୟ ଗୁଣ ବି କିଛି କମ୍ ନୁହେଁ। ମୁହଁରେ ବ୍ରଣ, କଳାଦାଗ, କୁଣ୍ଡିଆ ଏବଂ ପେଟ ସମ୍ବନ୍ଧୀୟ ରୋଗ...
କେଉଁ ଉପାୟରେ ରୋଷେଇ ଘରକୁ କରିବେ ଜୀବାଣୁମୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରୋଷେଇ ଘରେ ବ୍ୟବହୃତ ଛୁରୀ, କଟର୍ ତଥା ଚପରକୁ ବ୍ୟବହାର ପରେ ଭଲ ଭାବେ ପରିଷ୍କାର କରନ୍ତୁ। ଅନେକ ସମୟରେ ଏଥିରୁ ହିଁ ଜୀବାଣୁ ସଂକ୍ରମିତ ହୋଇଥାନ୍ତି।
ବାସନମାଜିବା ପାଇଁ ବ୍ୟବହାର କରୁଥିବା...
ମେକ୍ଅପ୍ ହେବେ କେମିତି
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତି ନାରୀର ଇଚ୍ଛା ଥାଏ କି ସେ କିପରି ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବ। ମହିଳାମାନେ ନିଜକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ମେକ୍ଅପ୍ ପ୍ରଡକ୍ଟର ବ୍ୟବହାର କରିଥାନ୍ତି। କିନ୍ତୁ...
ସହଜ ଉପାୟରେ ପୁରୁଣା ଫର୍ଣ୍ଣିଚରକୁ ଦିଅନ୍ତୁ ନୂଆ ଲୁକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଫର୍ଣ୍ଣିଚର ବଦଳାଇବା ସାଧାରଣତଃ ସମସ୍ତଙ୍କ ପାଇଁ ସବୁବେଳେ ସମ୍ଭବ ହୋଇନଥାଏ। ତେଣୁ ପୁରୁଣା ଫର୍ଣ୍ଣିଚର କିପରି ନୂଆ ଭଳି ଦିଶିବ ସେଥିପାଇଁ ତାର ଯତ୍ନ ନିଅନ୍ତୁ।
ଆପଣାନ୍ତୁ ଏମିତି କିଛି ଉପାୟ…
- ବେତ...
ପୁଣି ବିବାଦରେ ‘ଜନସ୍ନ ଏଣ୍ଡ ଜନସନ୍’ କମ୍ପାନି, ବେବି କେୟାର ସାମ୍ପୁରେ ଅଛି କ୍ୟାନସର୍ ହେବାର ଭୟ!
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତି ବାପା ମା ନିଜ ପିଲାଙ୍କ ପାଇଁ ସବୁଠୁ ଭଲ ଓ ସୁରକ୍ଷିତ କମ୍ପାନିର ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ଏହାର କାରଣ ତାଙ୍କ ପିଲା ସବୁବେଳେ ସୁସ୍ଥ ରହୁ ଏହାସହ ଯେମିତି...
ଜାଣନ୍ତୁ ଶୁଆ କିମ୍ବା ତା’ର ଫଟୋ ଘରେ ରଖିଲେ କ’ଣ ପ୍ରଭାବ ପଡ଼ିଥାଏ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନେକ ଲୋକ ଘରେ ଜୀବଜନ୍ତୁ ରଖିବାକୁ ପସନ୍ଦ କରିଥାନ୍ତି। ଲୋକେ ଘରେ କୁକୁର, ବିଲେଇ ଓ ପକ୍ଷୀ ରଖିବାକୁ ପସନ୍ଦ କରିଥାନ୍ତି। ଆମ ଭିତରୁ ଅନେକ ଲୋକ ଘରେ ପିଞ୍ଜରାରେ ଶୁଆ...
ଅନଲାଇନ ସପିଂ କରିବା ପୂର୍ବରୁ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିକାଲି ଅନଲାଇନ ସପିଂର ଚାହିଦା ଖୁବ୍ ବଢୁଛି। ବଜାର ଦରଠାରୁ କମ୍ ଦାମରେ ଏବଂ ବିନା ପରିଶ୍ରମରେ ଜିନିଷ କିଣି ହେଉଥିବାରୁ ଅନଲାଇନ ସପିଂକୁ ଖୁବ୍ ଚାହିଦା ବଢ଼ୁଛି। କିନ୍ତୁ ଆପଣ...
ଜୀବନସାଥୀ ଦୂରରେ ଥିଲେ ଜାଣନ୍ତୁ କେମିତି ସମ୍ପର୍କକୁ ରଖିବେ ମଜବୁତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିକାଲି ଅନେକ ସମ୍ପର୍କରେ ଫାଟ ଦେଖାଯାଉଛି। କିଛି କାରଣ ନଥାଇ ବି ଦୁଇଜଣ ଅଲଗା ହୋଇଯାଉଛନ୍ତି। ବିଶେଷକରି ଦୂର ସମ୍ପର୍କରେ ଦୂରତା ଅଧିକ ଦେଖାଦେଇଥାଏ।
ଯଦି ଆପଣ ଯାହାକୁ ଭଲପାଉଛନ୍ତି ସେ ଆପଣଙ୍କଠୁ...
କମ୍ ବୟସରେ ଦେଖାଯାଉଛନ୍ତି କି ବୟସ୍କ…
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦର ଦେଖାଯିବା ପାଇଁ ପ୍ରତ୍ୟେକ ଲୋକ କିଛି ନା କିଛି ଉପାୟ ଆପଣେଇଥାନ୍ତି। ପ୍ରତି ମଣିଷ ଚାହିଁଥାଏ କି ବୟସ ଗଡ଼ିବା ସହ ସେମାନଙ୍କ ତ୍ୱଚା ବି ସେମିତି ଅକର୍ଷଣୀୟ ରହୁ।...
ପହିଲାରୁ ମହଙ୍ଗା ହେବ ସିଏନଜି ଗ୍ୟାସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ପହିଲାଠାରୁ ଦେଶରେ କମ୍ପ୍ରେସଡ ନ୍ୟାଚୁରାଲ ଗ୍ୟାସ୍ (ସିଏନ୍ଜି) ମହଙ୍ଗା ହେବାକୁ ଯାଉଛି। ଖୁବ୍ଶୀଘ୍ର ପ୍ରାକୃତିକ ବାଷ୍ପ ମୂଲ୍ୟରେ ୧୦ ପ୍ରତିଶତ ବୃଦ୍ଧି ଘଟିବାକୁ ଯାଉଛି। ଯାହାଫଳରେ ସିଏନ୍ଜି ଓ ପାଇପ୍ଯୋଗେ...





















