ସ୍ମାର୍ଟ ଚଷମାରେ ହେଉଛି ଭିଡିଓ ରେକର୍ଡିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିର ସ୍ମାର୍ଟ ଯୁଗରେ ସ୍ମାର୍ଟ ଯୋତା ଠାରୁ ଆରମ୍ଭ କରି ସ୍ମାର୍ଟ କଲମ ବି ଉଦ୍ଭାବନ ହେଲାଣି। ଖୁବଶିଘ୍ର ସ୍ମାର୍ଟଚଷମା ଏହି ରେସରେ ଯୋଡି ହେବାକୁ ଯାଉଛି।
ଆଜିର ସ୍ମାର୍ଟ ଯୁଗରେ ସ୍ମାର୍ଟ...
ପଙ୍ଗୁ କରିଦେଇପାରେ ଟିଭି ଦେଖିବା
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତିଦିନ ୫ଘଣ୍ଟାରୁ ଅଧିକ ସମୟ ଟିଭି ଦେଖୁଥିବା ଏବଂ ସପ୍ତାହ ମଧ୍ୟରେ ତିନି ଘଣ୍ଟା ବି ଶାରୀରିକ ପରିଶ୍ରମ କରୁ ନଥିବା ବୟସ୍କ ବ୍ୟକ୍ତିଙ୍କ ପାଇଁ ସତର୍କବାଣୀ। ଏଭଳି ଜୀବନଚର୍ଯ୍ୟା ସେମାନଙ୍କ...
୧୧ ମାସରେ କମିଲା ୩୦ କିଲୋ ଓଜନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଜନବୃଦ୍ଧିକୁ ନେଇ ଏବେ ଅଧିକାଂଶ ଲୋକ ଚିନ୍ତାରେ। ଓଜନ ହ୍ରାସ ପାଇଁ କିଏ ଜିମ୍ ଯାଉଛି ତ କିଏ ଡାଏଟ କରୁଛି। ହେଲେ ଯୁବ ବ୍ୟବସାୟୀ ରାକ୍ଷୀ ମନ୍ସୁଖାନୀ ବିନା ଜିମ୍ରେ...
ବର୍ଗର ଅପେକ୍ଷା ସିଙ୍ଗଡ଼ା ଅଧିକ ସ୍ୱାସ୍ଥ୍ୟକାରକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀର ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟ ପକ୍ଷରୁ କୁହାଯାଇଛି ଯେ ଦେହ ପାଇଁ ସିଙ୍ଗଡ଼ା ଅପେକ୍ଷାକୃତ କମ ଖରାପ। ଏହାର କାରଣ ସିଙ୍ଗଡ଼ା ତଟକା ତିଆରି ହୋଇଥାଏ। ମଇଦାଠାରୁ ଆରମ୍ଭ...
ରସଗୋଲା: ଏ ପର୍ଯ୍ୟନ୍ତ ଯାହା ହେଲା
ଭାସ୍କର ପରିଛା
ରସଗୋଲା ଯୁଦ୍ଧରେ ସତରେ କ’ଣ ଆମେ ଓଡ଼ିଆମାନେ ହାରିଯାଇଛୁ? ସୂଚନାର ନଦ୍ୟତନୀକରଣ (ଅନଅପଡେଟିଂ) ଓ ଅତି-ପ୍ରତିକ୍ରିୟା (ଓଭରରିଆକ୍ସନ) ଭିତରେ ଅସଲ କଥାଟି ଲୁଚି ଯାଇଛି ବୋଲି ମନେହୁଏ। ପ୍ରକୃତରେ ରସଗୋଲା ବଙ୍ଗଳାର...
ଚାକିରିଆ ବୋହୂ ଘର କଥା ଭଲ ବୁଝିପାରିବ
‘ଛୋଟ ଛୋଟ କଥା’ ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥଙ୍କ ଏକ ସାମୟିକ ସ୍ତମ୍ଭ। ଏହି କ୍ରମରେ ସେ ଆମ ଆଖି ଆଗରେ ପଡ଼ୁଥିବା ବିଭିନ୍ନ ଛୋଟ ଛୋଟ କଥାକୁ ଆପଣମାନଙ୍କ ସାମନାରେ ରଖିବାକୁ...
ଶୀତଦିନରେ ତ୍ୱଚାର ଘରୋଇ ଉପଚାର
(ପୁଷ୍ପାରାଣୀ ପରିଡା)
୧. ଏକ ଚାମଚ କମଳା ଚୋପାର ଗୁଣ୍ଡକୁ ଏକ ଚାମଚ ମହୁରେ ମିଶାଇ ଭଲଭାବରେ ମୁହଁରେ ଲଗାନ୍ତୁ। ୧୫ ମିନିଟ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ।
୨. ଏକ ଚାମଚ...
ଲୁଟି ନିଅନ୍ତୁ: ଆମାଜନ ଓ ଫ୍ଲିପକାର୍ଟର ବଡ଼ ରିହାତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଇ-କମର୍ସ କମ୍ପାନିଗୁଡ଼ିକରେ ଏ ବର୍ଷର ଫେଷ୍ଟିଭାଲ ଧମାକା ଆରମ୍ଭ ହୋଇଯାଇଛି। ଏହି ସପ୍ତାହଠାରୁ କମ୍ପାନିମାନେ ବ୍ୟାପକ ଡିସକାଉଣ୍ଟ ଦେବା ଆରମ୍ଭ କରୁଛନ୍ତି। ଗଲା ବର୍ଷ ଭଳି ଫ୍ଲିପକାର୍ଟ ଏ ବର୍ଷ ମଧ୍ୟ...
ବର୍ଷାଦିନ ପାଇଁ ସ୍ପେସାଲ ଡାଏଟ୍, ସୁସ୍ଥ ରହିବାର ଚାବିକାଠି
ଶ୍ୟାମଲ କିଶୋର
ବର୍ଷାଦିନେ ଖୋଲା ଆକାଶ ତଳେ ଝିପିଝିପି ବର୍ଷାରେ ଭିଜିବାର ମଜା ନେବା ଲୋକଙ୍କ ସଂଖ୍ୟା ନିହାତି କମ୍ ନୁହେଁ। ଅନ୍ୟପଟେ ବର୍ଷାଦିନେ ଦେହ ଖରାପ ହେବା ଏକ ସାଧାରଣ କଥା। ଏହି...
ଏବେ ସ୍କୁଲରେ ପିଲା ପଢିବେ କ’ଣ ‘ବ୍ୟାଡ୍ ଟଚ୍’ ଓ କଣ ‘ଗୁଡ୍ ଟଚ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ଦେଶରେ ସ୍କୁଲ ପିଲା ଏକ ନୂଆ ପାଠ ପଢିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ପାଠ ହେଉଛି ସ୍ପର୍ଶ କରିବା ନେଇ। ଏନସିଇଆରଟି ଦ୍ୱାରା ପ୍ରସ୍ତୁତ ଏକ ଭିଡିଓ ସବୁ...