ବଢ଼ିଲା ରତ୍ନଭଣ୍ଡାର ଚାବି ବିବାଦ, ତଦନ୍ତ ଦାବି କଲା ଦଇତାପତି ନିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିତର ରତ୍ନଭଣ୍ଡାରର ଚାବିକୁ ନେଇ ଏବେ ଅଡ଼ୁଆରେ ପଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଚାବି କୁଆଡେ ଗଲା ଏବଂ କିଏ ନେଇଛି ତାର ରହସ୍ୟ ଉନ୍ମୋଚନ ହୋଇପାରୁ ନଥିବା ବେଳେ ଦଇତାପତି ନିଯୋଗ...
ଅମିତ ଶାହାଙ୍କ ମିଶନ୍-୧୨୦ ଗଣିତ: ହସରେ ଉଡ଼ାଇଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅମିତ ଶାହାଙ୍କ ମିଶନ୍-୧୨୦ ଗଣିତ ଉପରେ ହସି ହସି ମନ୍ତବ୍ୟ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନଙ୍କ ଏହି ସ୍ମିତହାସ୍ୟ ମନ୍ତବ୍ୟ ସ୍ପଷ୍ଟ କରୁଛି ଯେ ୧୨୦ ମିଶନକୁ ସେତେଟା...
ଅଭିନେତା ଦେବୁ ବୋଷ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଲିଉଡରେ ବରିଷ୍ଠ ନେତା ଦେବୁ ବୋଷ ଗୁରୁତର ହୋଇଯାଇଛନ୍ତି। ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଦେବୁ ବୋଷଙ୍କ ବଡ଼ପୁଅ ସାର୍ଥକ ବୋଷ ସୂଚନା ଦେଇଛନ୍ତି।
ଦେବୁ ବୋଷ ଦୀର୍ଘ...
ଗୁଜୁରାଟରେ ପ୍ରବାସୀ ଓଡ଼ିଆ ପାଳିଲେ ଉତ୍କଳ ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟ ଗାନ୍ଧିନଗରରେ ପ୍ରବାସୀ ଓଡ଼ିଆ ପାଳିଛନ୍ତି ଉତ୍କଳ ଦିବସ। ନାଚ, ଗୀତରେ ମସଗୁଲ୍ ହୋଇ ଓଡ଼ିଶାର କଳା-ସଂସ୍କୃତିକୁ ମନେପକାଇଛନ୍ତି ପ୍ରବାସୀ ଓଡ଼ିଆ।
ଏପ୍ରିଲ୍-୧ରେ ଓଡ଼ିଶାରେ ଉତ୍କଳ ଦିବସ ଧୁମ୍ଧାମରେ ପାଳନ ହୋଇଥିବା ବେଳେ...
ଶରୀର ତୁଳନାରେ ମୁଣ୍ଡର ଆକାର ବଢ଼ୁଛି, ୩ ବର୍ଷର ଝିଅକୁ ନେଇ ଚିନ୍ତାରେ ପରିବାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ନିଜ ମୁଣ୍ଡର ଓଜନ ତା ପାଇଁ କାଳ ହୋଇଛି। ଦିନକୁ ଦିନ ମୁଣ୍ଡର ଆକାର ଅସ୍ୱାଭାବିକ ଭାବେ ବଢ଼ୁଛି। ଓଜନ ସମ୍ଭାଳି ନ ପାରି ଦିନରାତି ଯନ୍ତ୍ରଣାରେ କାନ୍ଦୁଛି ହାଇଡ୍ରୋସେଫାଲାସ୍...
ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇଛନ୍ତି ୧୧ ଲକ୍ଷ ନିର୍ମାଣ ଶ୍ରମିକ ପରିବାର: ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ମାଣ ଶ୍ରମିକ ସେବା ସପ୍ତାହକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ ଏହି ଅବସରରେ କହିଛନ୍ତି।
"ରାଜ୍ୟରେ ବର୍ତ୍ତମାନ...
ଭାଲୁ ମୁହଁରେ ମଣିଷ : ବିଗୁଡ଼ୁଛି ପରିବେଶ, ଗଡୁଛି ମୁଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=YtNAa-l9mkk]
କେନ୍ଦୁଝରରେ ଭାଲୁ ପାଲଟିଲା ରକ୍ତମୁଖା। ଜଣେ ନୁହଁ, ନେଲା ତିନି ତିନିଟି ମୁଣ୍ଡ। ଜଣକ ପରେ ଜଣେ ହିଂସ୍ର ଭାଲୁର ମୁହଁରୁ ମୁକୁଳିପାରିଲେ ନାହିଁ। ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସବୁ...
ଏପ୍ରିଲ ୪ରେ ବିଜେଡିରେ ମିଶିବେ ଚନ୍ଦ୍ରଶେଖର ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ୪ରେ ବିଜେଡିରେ ମିଶିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ। ଏନେଇ ଶ୍ରୀ ସାହୁ ଆଜି ସ୍ପଷ୍ଟ କରିଛନ୍ତି। ତାଙ୍କ ସହ କଂଗ୍ରେସ ଛାଡ଼ିଥିବା ଭଗବାନ ଗନ୍ତାୟତ ଏବଂ ବିକ୍ରମ ପଣ୍ଡା...
ଭୁଲ୍ ସ୍ୱୀକାର କଲେ, ଟୁଇଟର୍ରୁ ଫଟୋ ହଟାଇଲେ କେନ୍ଦ୍ରମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯେଉଁ ଟୁଇଟର୍ରେ ଲିଙ୍ଗରାଜ ମନ୍ଦିର ଗର୍ଭଗୃହ ଫଟୋ ପୋଷ୍ଟ କରି ବିବାଦୀୟ ହୋଇଥିଲେ ସେହି ପୋଷ୍ଟରେ ନିଜ ଭୁଲ୍ ସ୍ୱୀକାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ।
ଲିଙ୍ଗରାଜ ମନ୍ଦିରର ଗର୍ଭଗୃହ ଫଟୋ ସୋସିଆଲ...
ଆଜିର ବଡ଼ ଖବର (୨-ଏପ୍ରିଲ-୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
-ଦ୍ୱିତୀୟ ପର୍ଯ୍ୟାୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ସନ୍ଧ୍ୟାରେ ୪୧ ଜଣଙ୍କୁ 'ପଦ୍ମ' ପୁରସ୍କାର ପ୍ରଦାନ କରିଛନ୍ତି। ସେମାନଙ୍କରେ ମଧ୍ୟରେ ୩ ଓଡ଼ିଆ ଏହି ସମ୍ମାନ ପାଇଛନ୍ତି। ସେମାନେ ହେଲେ ବିଶିଷ୍ଟ...





















