କାଠମାଣ୍ଡୁରେ ବିମାନ ଦୁର୍ଘଟଣାଗ୍ରସ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଢାକାରୁ ଯାତ୍ରା ଆରମ୍ଭ କରିଥିଲା ବିମାନ କାଠମାଣ୍ଡୁ ଆନ୍ତର୍ଜାତିକ ବିମାନ ବନ୍ଦରରେ ଭାରସାମ୍ୟ ହରାଇଲା ବିମାନ ବିମାନରେ ଥିଲେ ୬୮ ଯାତ୍ରୀ ୧୩ ଉଦ୍ଧାର, ୫୫ ଯାତ୍ରୀ ପ୍ରାଣ ହରାଇଥିବା...

ଜିଲ୍ଲା ଲୋକକଳା ମହୋତ୍ସବ ଉଦଯାପିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱର: ବାଲେଶ୍ୱର ସହରସ୍ଥିତ ଗାନ୍ଧି ସ୍ମୃତି ଭବନଠାରେ ଆୟୋଜିତ ଦୁଇଦିନିଆ ଜିଲ୍ଲା ଲୋକକଳା ମହୋତ୍ସବ ଉଦଯାପିତ ହୋଇଯାଇଛି। ଅପରାହ୍ଣରେ ଆୟୋଜିତ ଏହି ସଭାରେ ଜିଲ୍ଲା ପରିଷଦର ସଭାପତି ନିବେଦିତା ମହାନ୍ତି ମୁଖ୍ୟ...

ପୁସ୍ତକ ‘ସମ୍ବାଦ ପ୍ରସଙ୍ଗ-୨’: ଗଣମାଧ୍ୟମର ଆମୂଳାନ୍ତ ବିଭବ

 ସୌମ୍ୟ ରଞ୍ଜନ ବିହାରା ଦିନକୁ ଦିନ ଗଣମାଧ୍ୟମର ପରିସର ବ୍ୟାପକ ହେବାରେ ଲାଗିଛି। ଏହାର ପ୍ରଭାବ ମଧ୍ୟ ଜନଜୀବନ ଉପରେ ଦେଖିବାକୁ ମିଳୁଛି। ଏସବୁ ଦୃଷ୍ଟିରୁ ଗଣମାଧ୍ୟମର ବିଶ୍ଳେଷଣ ଜରୁରି ହୋଇପଡ଼ିଛି। ଏହାକୁ ଆଖି...

ଜନଜାତିଙ୍କ ବିକାଶ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୯ଟି ଜିଲ୍ଲାର ୧୧୭ ବ୍ଲକକୁ ନେଇ ପରିଷଦ ଗଠିତ ପରିଷଦରେ ୧୪ ଲକ୍ଷ ଜନଜାତି ପରିବାର ସାମିଲ ପରିଷଦ ଅଧ୍ୟକ୍ଷଙ୍କୁ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ସମ୍ମାନ ମିଳିବ ଜନଜାତି ସମ୍ପ୍ରଦାୟର ବିକାଶ...

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ସକାଳ ୬ଟା୩୦ରୁ ସାଢ଼େ ୧୦ଟା ଯାଏଁ ଚାଲିବ ସ୍କୁଲ ମାର୍ଚ୍ଚ ୩୧ ସୁଦ୍ଧା ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ ମେ ୪ରୁ ଗ୍ରୀଷ୍ମ ଅବକାଶ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର...

ଅଂଶୁଘାତ ପାଇଁ ପ୍ରଶାସନର ପ୍ରସ୍ତୁତି: ମାର୍ଚ୍ଚ ୧୫ରୁ ଖୋଲିବ ନିୟନ୍ତ୍ରଣ କକ୍ଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱର: ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଗ୍ରୀଷ୍ମପ୍ରବାହରେ ଯେପରି ଧନଜୀବନ...

ନାରୀ ଆଗେଇଲେ ଦେଶ ଆଗେଇବ: ଜିଲ୍ଲାପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱର:  ବାଲେଶ୍ୱର ଗାନ୍ଧି ସ୍ମୃତି ଭବନଠାରେ ଆନ୍ତର୍ଜାତିକ  ମହିଳା ଦିବସ ପାଳିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ  ଜିଲ୍ଲା ପରିଷଦ ସଭାପତି  ନିବେଦିତା ମହାନ୍ତି ଯୋଗ ଦେଇ ନାରୀମାନଙ୍କ...

କେନ୍ଦୁପତ୍ର କିଣା ମୂଲ୍ୟ ଉପରେ ତୋଳାଳିଙ୍କୁ ମିଳିବ ୧୦୦ ପ୍ରତିଶତ ବୋନସ୍ : ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦୁପତ୍ର ଉନ୍ନୟନ ପରିଷଦର ପଞ୍ଚମ ବୈଠକ ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦୁପତ୍ର ତୋଳାଳିଙ୍କ ସୁବିଧା ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୨୦୧୮ ବର୍ଷ...

ଗଣିଆ ବନାଞ୍ଚଳ କାଦୁଆ ଗାଁରୁ କଲରା ପତରିଆ ବାଘ ଉଦ୍ଧାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ ଜିଲ୍ଲା ଗଣିଆ ବନାଞ୍ଚଳର କାଦୁଆ ଗାଁରୁ ଗୁରୁବାର ସକାଳେ ଗୋଟିଏ କଲରାପତରିଆ ବାଘ ଛୁଆ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ବାଘ ଛୁଆର ବୟସ ୬ ମାସ ବୋଲି ବନ...

ସରିଲା ମାଟ୍ରିକ ପରୀକ୍ଷା: ମେ ୫ରେ ରେଜଲ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବହୁ ଅନିୟମିତତା ଭିତରେ ଶେଷ ହୋଇଛି ମାଟ୍ରିକ ପରୀକ୍ଷା। ଏବେ ରେଜଲ୍ଟ ଉପରେ ସମସ୍ତଙ୍କ ନଜର। ଗୁରୁବାର ଶେଷ ହୋଇଛି ମାଟ୍ରିକ ପରୀକ୍ଷା। ଶେଷ ଦିନରେ ପରୀକ୍ଷା ଦେଇ ପିଲା ଖୁସି ମନାଇଛନ୍ତି।...